ଶ୍ରବଣ ମାସର ଏହି ସୋମବାର ବହୁତ ଖାସ : ଜାଣିନିଅନ୍ତୁ ରୁଦ୍ରାଭିଷେକର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର : ଚଳିତ ବର୍ଷରେ ଯୋଡା ଶ୍ରାବଣ ପଡିଥିବାରୁ , ଏଥର ୮ଟି ସୋମବାର ବ୍ରତ ପାଳନ କରାଯିବ । ବର୍ତ୍ତମାନ ୩ଟି ସୋମବାର ସରିଯାଇଛି । ଚତୁର୍ଥ ସୋମବାରଟି ଜୁଲାଇ ୩୧ ତଥା ଆଜି ପଡିଛି । ଶ୍ରାବଣ ମାସର ପବିତ୍ର ଦିନରେ…

ଏମିତି ଦୁର୍ଭାଗ୍ୟ କାହାକୁ ନମିଳୁ: ଜୀବନରେ ସମୁଦାୟ ୧୧ ପିଲା ଜନ୍ମ ଦେଲେ ଏହି ମହିଳା, ସମସ୍ତେ ଅନ୍ଧ ହୋଇଗଲେ

ନୂଆଦିଲ୍ଲୀ: ଲୋକମାନେ ସନ୍ତାନ ଜନ୍ମ କରନ୍ତି ଯାହା ଦ୍ୱାରା ଯେତେବେଳେ ସେମାନେ ପରିଣତ ବୟସରେ ପହଞ୍ଚିଯିବେ, ସେତେବେଳେ ପିଲାମାନେ ସେମାନଙ୍କୁ ଅତି କମରେ ବୃଦ୍ଧାବସ୍ଥାରେ ଆଶାବାଡି ସାଜିବେ। ବିଶେଷକରି ମା'ଟିଏ ନିଜ…

Meri Mati Mera Desh: ୧୫ ରୁ ସାରା ଦେଶରେ ଆରମ୍ଭ ହେବ ‘ମେରୀ ମିଟି ମେରା ଦେଶ’ ଅଭିଯାନ, କଳସରେ ଦିଲ୍ଲୀ ଆସିବ ୭୫୦୦ ଗାଁ ମାଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ସହୀଦମାନଙ୍କୁ ସମ୍ମାନିତ କରିବା ପାଇଁ ଖୁବ୍‍ ଶୀଘ୍ର ‘ମେରି ମିଟି ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ଆକାଶବାଣୀର ମନ୍‍ କି…

Video: ପାକିସ୍ତାନ ଖୈବର ପଖତୁନଖଓ୍ବାରେ ଜମୀୟତ(JUI-F) ବୈଠକରେ ଭୟଙ୍କର ବିସ୍ପୋରଣ, ୫୦ ମୃତ, ୨୦୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖଓ୍ବା ସହରି ଅଞ୍ଚଳରେ ଜମୀୟତ-ଏ-ଇସଲାମ-ଫଜଲ ବୈଠକରେ ବଡ଼ ବିସ୍ପୋରଣ ହୋଇଛି । ଏହାପରେ ଘଟଣା ସ୍ଥଳରେ ଲୋକମାନେ ଭୟରେ ଧାଁ ଧଉଡ଼ କରିଥିଲେ । ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ…

ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନରେ ପ୍ରତିକ୍ରିୟା ଦେଲେ କପିଲ ଦେବ; କହିଲେ-‘ଭାରତୀୟ ଖେଳାଳିଙ୍କୁ ଗର୍ବୀ ଆଉ ଘମଣ୍ଡି କରିଦେଇଛି…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ପାଇଁ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଦଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଖେଳାଳିମାନେ ଆଇପିଏଲରେ ପାଇଥିବା ଟଙ୍କାକୁ ନେଇ…

Video: ଉତ୍ତରାଖଣ୍ଡରେ ପୁଣି ଘଟିଲା ହିଷ୍ଟେରିଆ ଘଟଣା: କଲେଜରୁ ଆସିବା ପରେ ନାଚିବା ଏବଂ ଚିତ୍କାର କରି ମାତିଲେ ଯୁବତୀ, ଜାଣନ୍ତୁ କଣ କହୁଛନ୍ତି…

ନୂଆଦିଲ୍ଲି: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଏଠାରେ ଥିବା ରାଜକୀୟ ଇଣ୍ଟର କଲେଜର ଏକ ନୂଆ ବିଲ୍ଡିଂରେ ପ୍ରବେଶ କରିବା ମାତ୍ରେ ପ୍ରାୟ ୧୦-୧୨ ଛାତ୍ରୀ ଅଚାନକ ଜୋରରେ ପାଟି କରିଥିଲେ ।…

ଇସ୍ରୋ ପକ୍ଷରୁ ଚଝଖଠ ଉ-୫୬ ରକେଟ୍‍ରେ ୭ଟି ସିଙ୍ଗାପୁର ଉପଗ୍ରହର ସଫଳ ଉତ୍‍କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ-ଇସ୍ରୋ ଆଜି ସକାଳ ସାଢ଼େ ୬ ଟାରେ ଶ୍ରୀହରୀକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୭ଟି ସାଟେଲାଇଟ୍‍ର ଏକାସଙ୍ଗେ ଉତ୍‍କ୍ଷେପଣ କରାଯାଇଛି । ପ୍ରଥମ ଲଞ୍ଚ ପ୍ୟାଡ୍‍ରୁ…

‘କ୍ଷମା କରିଦେ ଝିଅ’: ୫ ବର୍ଷର ନାବାଳିକାକୁ ଦୁସ୍କର୍ମ ପରେ ହତ୍ୟା, ଏକ ଅଖାରେ ବାନ୍ଧି ଫିଙ୍ଗିଦେଲା ଅଭିଯୁକ୍ତ, କ୍ଷମା ମାଗିଲା…

ନୂଆଦିଲ୍ଲୀ: କେରଳର ଏର୍ନାକୁଲମ ଜିଲ୍ଲାର ଜଣେ ୫ ବର୍ଷର ବାଳିକାକୁ ଦୁସ୍କର୍ମ ଓ ଗଳା କାଟି ହତ୍ୟା ଭଳି ଏକ ବିଭତ୍ସ ଘଟଣା ଘଟିଛି । ଏଭଳି ଅଭାବନୀୟ ଘଟଣାରେ ନିଜର ଦୁଖଃ ପ୍ରକାଶ କରି ଶନିବାର ଦିନ କେରଳ ପୋଲିସ ସୋସିଆଲ…

ଇମ୍ୟୁନିଟିକୁ ଦୁର୍ବଳ କରେ ଏହି ଖାଦ୍ୟ : ଦୂରେଇ ଯାଆନ୍ତୁ ନଚେତ ହୋଇପାରେ ସମସ୍ୟା

ଭୁବନେଶ୍ୱର : ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ପୋଷଣ ମିଳିଥାଏ । ଏହା କେବଳ ଆମ ଶରିରକୁ ଶକ୍ତି ଯୋଗାଇ ନଥାଏ ବରଂ ଏହା ଆମକୁ ସଂକ୍ରମଣ ଏବଂ ଅନେକ ଜୀବାଣୁ ଠାରୁ ରକ୍ଷା କରିଥାଏ । ଆଜିକା ଦିନରେ ପିଲାଙ୍କ ଠାରୁ ଆରମ୍ଭ…

PM କୃଷି ଯୋଜନାରେ ଟଙ୍କା ମିଳିଲା କି ନାହିଁ ? ଘରେ ରହି ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ : କୃଷକ ସମ୍ମାନ ନିଧି ଯୋଜନାର 14 ତମ କିସ୍ତି ମୋଦୀ ସରକାର ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିଙ୍କ ଅଧୀନରେ ସରକାର ଚାଷୀଙ୍କୁ ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ଏହି ଯୋଜନା ମାଧ୍ୟମରେ…