Video: ‘କିଣିବାକୁ ସାହସ ନାହିଁ …’, ଲୋକମାନଙ୍କୁ ଅସହାୟ କରି ଦେଲାଣି ଦେଶରେ ବଢୁଥିବା ଦରଦାମ୍‌; ଆପଣଙ୍କୁ କାନ୍ଦିବାକୁ…

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିବା ପରେ ବର୍ତ୍ତମାନ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ନଦୀର ଜଳ ସ୍ଥର ବଢିବା ସହିତ ପନିପରିବା ଦରଦାମ୍ ମଧ୍ୟ ଅହେତୁକ ବୃଦ୍ଧି ପାଇଛି ।…

India vs West Indies 2nd ODI: ପ୍ରଥମେ ବ୍ୟାଟିଂ କରିବ ଭାରତ, ସଞ୍ଜୁ ସାମସନ୍ ଏବଂ ଅକ୍ଷର ପଟେଲଙ୍କ ଏଣ୍ଟ୍ରି; ବିରାଟ ରୋହିତଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ପ୍ରଥମ ଦିନିକିଆରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ୍‌କୁ ପାଞ୍ଚ ଉଇକେଟ୍‌ରେ ହରାଇବା ପରେ ସିରିଜର ଦ୍ୱିତୀୟ ମୁକାବିଲାରେ ବାରବାଡୋସ୍‌ରେ ଦୁଇ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ…

ତତ୍କାଳ ପ୍ରଭାବ ସହିତ ଯବାନମାନେ ଲାଠି ପରିବହନ କରିବାର ଔପନିବେଶିକ ପରମ୍ପରାକୁ ଶେଷ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଔପନିବେଶିକ ପରମ୍ପରା ଶେଷ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ନୌସେନା ଏହାର ସମସ୍ତ କର୍ମଚାରୀ ସାଥିରେ ଲାଠି ରଖିବାର ନିୟମକୁ…

ଭାରତକୁ ସମ୍ଭାବନାର ନର୍ସରୀ ରୂପରେ ଦଖୁଛି ବିଶ୍ୱ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତିର ତିନିବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମଇଦାନରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଏହି ଅବସରେର ପ୍ରଧାନମନ୍ତ୍ରୀ ପିଏମ୍‌ଶ୍ରୀ…

ମୁସଲମାନଙ୍କ ଉପରେ ଭିଡ଼ ଆକ୍ରମଣ ମାମଲାରେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ୬ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ମୁସଲମାନଙ୍କ ବିରୋଧରେ ଗୋରକ୍ଷକଙ୍କ ହିଂସାତ୍ମକ ଘଟଣା ଏବଂ ଭିଡ଼ ହିଂସା ବଢି ଚାଲିଥିବା ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୬ ରାଜ୍ୟକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏକ…

ପବନ କଲ୍ୟାଣଙ୍କ ଚାଲିଲା ଜାଦୁ : ପ୍ରଥମ ଦିନରେ କରିଲେ କୋଟି କୋଟି ଇନକମ

ନୂଆଦିଲ୍ଲୀ : ପବନ କଲ୍ୟାଣ ଏବଂ ସାଇ ଧର୍ମା ତେଜର ‘ବ୍ରୋ’ ଫିଲ୍ମ ବକ୍ସ ଅଫସରେ ଜୋରଦାର ଭାବେ ଆରମ୍ଭ ହୋଇଛି । ଫିଲ୍ମଟି ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରିଥିଲା । ଫିଲ୍ମର ପ୍ରଥମ ଦିନରେ ହିଁ ସିନେମା ହଲରେ…

ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ : ଶ୍ୱାସରୁଦ୍ଧ ହେବାରୁ ଘଟିଲା ଅଘଟଣ

ଭୁବନେଶ୍ୱର : ଶିଶୁପାଳଗଡ଼ର ରଘୁନାଥ ନଗରରେ ଘଟିଛି ଏକ ଅଘଟଣ । ପାଇଖାନା ଟାଙ୍କି ସଫା କରିବାକୁ ଯାଇ ପ୍ରଣ ହରାଇଲେ ୨ଜଣ ଶ୍ରମିକ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି କ୍ୟାପିଟାଲ…

ପିଲାଙ୍କୁ ମାଲିସ କରିବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ : ଶରୀର ଉପରେ ପଡିବ ଖରାପ ପ୍ରଭାବ

ଭୂବନେଶ୍ୱର : ନବଜାତ ଶୀଶୁଙ୍କର ବିକାଶ ପାଇଁ ଜେଜେମାଆ ଓ ଜେଜେବାପା ପ୍ରତ୍ୟେକ ଦିନ ସେମାନଙ୍କ ଦେହରେ ତେଲ ମାଲିସ କରାଯାଏ । ଶିଶୁଙ୍କୁ ମାଲିସ କରିବାର ଅନେକ ଫାଇଦା ରଜିଛି ବୋଲି ଆର‌୍ୟୁବେଦରେ ନବଜାତ ଶିଶୁକୁ ମାଲିସ…

ପୁଣି ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ : ରିକ୍ଟର ସ୍କେଲର ତିବ୍ରତା ୫.୮

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପୁଣି ଭୂମିକମ୍ପର ଝଟକା । ଏହାର ତିବ୍ରତା ୫.୮ ଥିବା ଭଳି ଅନୁଭୁତ ହୋଇଛି । ଚଳିତ ବର୍ଷ ଏହା ତୃତୀୟ ଥର ଭୂମିକମ୍ପ । ସୂଚନା ଅନୁସାରେ, ଶନିବାର ଦିନ ଭୂମିକମ୍ପରେ ଥରି…

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ବାହାରିଛି ନିଯୁକ୍ତି : ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ନିଯୁକ୍ତିର ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ଥିବା ପିଲାମାନେ ଆବେଦନ ପାଇଁ ଅଫିସିଆଲ ୱେବସାଇଡ…