ସରକାରଙ୍କ ପାଇଁ ଡେଡଲାଇନ ଜାରି : ଚେତାବନୀ ଦେଲେ ଡ୍ରାଇଭର ସଂଘ

ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବାରମ୍ବାର ବୋର୍ଡ ଗଠନ ପାଇଂ ଦାବି କରିଥିଲେ ବି ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ତେଣୁ ସଠିକ…

ବାରଣାସୀ କୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ସର୍ବେକ୍ଷଣ, ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍‌ରେ ଏଏସଆଇର ସର୍ଭେ

ବାରଣାସୀ: କଡା ସୁରକ୍ଷା ମଧ୍ୟରେ ଚାଲିଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୨୪ ଜଣିଆ ଟିମ୍ ସକାଳ ୭ଟାରେ ଆବଶ୍ୟକୀୟ ଉପକରଣ…

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ବ୍ୟକ୍ତିଙ୍କୁ ଫାଶି ମିଳିବା ଦରକାର : ସର୍ଭେରେ ଜନସାଧାରଣ କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା

ମଣିପୁର : ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଘଟଣାକୁ ସାରା ଦେଶରେ ସମାଲୋଚନା କରାଯାଉଛି ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ମଧ୍ୟ କରାଯାଉଛି। ଏହି…

ଏହି ସବୁ ଖାଦ୍ୟ ଆପଣଙ୍କୁ ପସନ୍ଦ କି ? ତେବେ ଜାଣିନିଅନ୍ତୁ…..

ଭୁବନେଶ୍ୱର : କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ସେହିପରି କିଛି ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ତାହାକୁ ଖାଇଲେ ହଜମ ହୋଇନଥାଏ,…

ପୁରୀ ବାସିଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର

ପୁରୀ : ଅନେକ ଦିନ ପରେ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର ଖୋଲାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହି ଦ୍ୱାରଟି ପ୍ରାୟ ଦେଢ ବର୍ଷ ପରେ ଖୋଲା ହୋଇଛି । କିନ୍ତୁ ଏହି ଦ୍ୱାର ଦେଇ କେବଳ ପୁରୀ ବାସୀ ହିଁ ଦର୍ଶନ ପାଇଁ ଯାଇପାରିବା…

ବିପଦ ସଙ୍କେତଠାରୁ ୧ମିଟର ଉପରେ ପ୍ରବାହିତ ହେଉଛି ଯମୁନା, ପୁଣି ରଚିପାରେ ବନ୍ୟା ତାଣ୍ଡବ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା…

ଆଜି ମଳ ମାସର ପ୍ରଥମ ସୋମବାର : ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ…

Korea Open 2023: ସାତ୍ୱିକ-ଚିରାଗ କଲେ କମାଲ, ବିଶ୍ୱ-୧ ଯୋଡ଼ିଙ୍କୁ ହରାଇ ଜିତିଲେ କୋରିଆ ଓପନ ଟାଇଟାଲ

ନୂଆଦିଲ୍ଲୀ: ପୁଣିଥରେ କମାଲ କରିଛନ୍ତି ସାତ୍ୱିକ-ଚିରାଗ ଯୋଡ଼ି । କୋରିଆ ଓପନ ଫାଇନାଲ ମ୍ୟାଚ୍‌ରେ ଇଣ୍ଡୋନେସିଆର ଫାଜର୍ ଆଲଫିଆନ୍ ଏବଂ ମହମ୍ମଦ ରିୟାନ୍ ଆର୍ଡିଆଣ୍ଟୋଙ୍କୁ ପରାସ୍ତ କରି ଟାଇଟଲ୍ ହାତେଇଥିଲେ ।…

IPC 498A ଅଧୀନରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ନାହିଁ ‘ଦ୍ୱିତୀୟ ପତ୍ନୀ ‘, କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ଆଇପିସିର ଧାରା ୪୯୮-ଏ ଅନୁଯାୟୀ ସ୍ୱାମୀଙ୍କ ଉପରେ ଅଭିଯୋଗ କରି ପାରିବେନି ଦ୍ୱିତୀୟ ପତ୍ନୀ । ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କର୍ଣ୍ଣାଟକ ହାଇକୋର୍ଟରେ ତାଙ୍କ…

ଟ୍ୱିଟର ନାଁ ଏବଂ ବ୍ରାଣ୍ଡ ବଦଳାଇବେ ଏଲନ ମସ୍କ, ସମସ୍ତ ପକ୍ଷୀ ଉଡ଼ାଇ ଦେବାକୁ ଦେଲେ ସୂଚନା

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି କହିଛନ୍ତି ଯେ, ସେ ଟ୍ୱିଟର ନାମ ବଦଳାଇବାକୁ ଯାଉଛନ୍ତି । ମସ୍କ ଟ୍ୱିଟ୍ କରିଛନ୍ତି 'ଆମେ ଖୁବଶୀଘ୍ର ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ…