ଡାଇବେଟିସ ଠାରୁ ଦୃଷ୍ଟି ଶକ୍ତି ପର୍ଯ୍ୟନ୍ତ ଦୂରେଇ ଯିବ ରୋଗ : ଗାଜର ଖାଇବାର ୫ଟି ଫାଇଦା

ଭୁବନେଶ୍ୱର : ପ୍ରକୃତରେ ଗାଜର ଗଛର ମୂଳ ଅଂଶ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ଗାଜରର ଏକ ଗ୍ଲାସ ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ସଂପୂର୍ଣ୍ଣ ଭୋଜନ ଅଟେ । ଗାଜର ଲାଲ, ନାରଙ୍ଗୀ ଏବଂ…

ଇତିହାସ ରଚିଲା ଇସ୍ରୋ, ବାହୁବଳୀ ରକେଟ୍‌ରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ୨ଟା ୨୫ ମିନିଟ୍‌ରେ ଲଞ୍ଚ ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପରେ…

୮ ବର୍ଷରେ ସର୍ବନିମ୍ନ ସ୍ତରରେ ହୋଲ୍‌ସେଲ୍ ମହଙ୍ଗା ଦରଦାମ୍‌

ନୂଆଦିଲ୍ଲୀ: ଜୁନ୍ ମାସରେ ହୋଲସେଲ୍ ମୂଲ୍ୟ ଆଠ ବର୍ଷରେ ସର୍ବନିମ୍ନ ସ୍‌ତରକୁ ଖସି ଆସିଛି । ଗତ ମାସରେ ହୋଲ୍‌ସେଲ୍ ମହଙ୍ଗା ହାର -୪.୧୨ ପ୍ରତିଶତ ରହିଥିଲା । ଏହା ପୁର୍ବରୁ ମେ ମାସରେ ହୋଲସେଲ୍ ମହଙ୍ଗା ହାର -୩.୮…

ଚନ୍ଦ୍ରଯାନ-୩ ଲଞ୍ଚ କରି ଇତିହାସ ରଚିବ ଭାରତ, ଜାଣନ୍ତୁ ଇସ୍ରୋ ସାଇକେଲରୁ କିପରି ଚନ୍ଦ୍ରରେ ପହଞ୍ଚିଲା

ନୂଆଦିଲ୍ଲୀ : ଶୁକ୍ରବାର ଅର୍ଥାତ ଜୁଲାଇ ୧୪ରେ ଇଣ୍ଡିଆନ ସ୍ପେସ ରିସର୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନ ଆରମ୍ଭ ହେବାକୁ ଯାଉଛି । ଏହା ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚ୍ ପ୍ୟାଡ଼ରୁ ଆଜି ଅପରାହ୍ନ ୨ଟା ୩୫…

୩୫% ପ୍ରୀମିୟମରେ ଷ୍ଟକ୍ ବଜାରରେ ଲିଷ୍ଟିଂ ହେଲା ସେନକୋ ଗୋଲ୍ଡ ଆଇପିଓ, ପ୍ରଥମ ଦିନରେ ଜବରଦସ୍ତ ଲାଭ

ନୂଆଦିଲ୍ଲୀ: ଜୁଏଲାରୀ କମ୍ପାନୀ ସେନକୋ ଗୋଲ୍ଡ ଶୁକ୍ରବାର ସେୟାର ମାର୍କେଟ୍‌ରେ ତାଲିକାଭୁକ୍ତ ହୋଇଛି । ଯାହା ଆଶା କରାଯାଉଥିଲା ସେନକୋ ଗୋଲ୍ଡ ଆଇପିଓ ଏନ୍‌ଏସ୍‌ଇ ରେ ୩୫.୬% ପ୍ରୀମିୟମ ସହିତ ତାଲିକାଭୂକ୍ତ ହୋଇଥିଲା ।…

ମହିଳାଙ୍କ ଅଣ୍ଟାକୁ ଟ୍ରାକ୍ଟର ଟାୟର ସହ ତୁଳନା କଲେ ଇସ୍କନର ସନ୍ୟାସୀ: ଜିମ୍ ଯାଉଥିବା ଝିଅଙ୍କର ଉଡାଇଲେ ମଜାକ

ନୂଆଦିଲ୍ଲୀ: ଇସ୍କନର ସାଧୁ ଅମୋଘ ଲୀଲା ଦାସଙ୍କ ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସ ଉପରେ କହିଥିବା ମନ୍ତବ୍ୟକୁ ନେଇ ବିବାଦ ଏପର‌୍ୟ୍ୟନ୍ତ ଥମି ନଥିବା ବେଳେ ସେ ପୁଣି ମହିଳାଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ…

କିଲୀଆନ ଏମ୍‌ବାଫେ ଫ୍ରାନ୍ସ ଅପେକ୍ଷା ଭାରତରେ ଅଧିକ ଲୋକପ୍ରିୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଏଠାରେ ତାଙ୍କର…

ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ହେଲେ ତ୍ୟାଗ କରନ୍ତୁ ଅହଂକାର : ଜାଣିନିଅନ୍ତୁ କ’ଣ କରିବା ଦ୍ୱାରା ମଜବୁତ ରହେ ପ୍ରେମ

ଭୁବନେଶ୍ୱର : ନିଜର ସମ୍ପର୍କ ମଜବୁତ କରିବା ପାଇଁ ସର୍ବ ପ୍ରଥମେ ନିଜ ସାଥୀ ଏବଂ ପରସ୍ପର ଉପରେ ବିଶ୍ୱାସ ରଖନ୍ତୁ ଏବଂ ପରସ୍ପର ଭାବନାର ସମ୍ମାନ କରନ୍ତୁ । କୁହାଯାଉଛି ସମ୍ପର୍କରେ ଅହଂକାରର କୌଣସି ସ୍ଥାନ ନାହିଁ ।…

ରାଶିଫଳ(ଶୁକ୍ରବାର,୧୪ ଜୁଲାଇ,୨୦୨୩)

ମେଷ - ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ…

ଏହି କର୍ମଚାରୀଙ୍କ ଭତ୍ତାରେ ବୃଦ୍ଧି କରାଇଲେ ସରକାର : ଜାଣିନିଅନ୍ତୁ କେଉଁ ଦିନରୁ ମିଳିବ ବଢିଥିବା ବେତନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କିଛି କର୍ମଚାରୀଙ୍କର ଭତ୍ତା ବଢ଼ାଇଛନ୍ତି । ସେମାନଙ୍କୁ ଜୁଲାଇ ୧ ୨୦୨୩ ଠାରୁ ବଢିଥିବା ଡିଏର ଫାଇଦା ମିଳିବ । ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେଜର ବୋର୍ଡ ସ୍ତରର…