ପାକିସ୍ତାନୀ ସୁନ୍ଦରି ଜାସୁସଙ୍କ ଉପରେ ଫିଦା ଡିଆରଡିଓ ବୈଜ୍ଞାନିକ, ଚାର୍ଜିସିଟ୍ରେ ଖୁଲାସା କଲା ପୋଲିସ
ନୂଆଦିଲ୍ଲୀ: ଭାରତଠାରୁ ସମସ୍ତ କ୍ଷେତ୍ରରେ ପଛରେ ଥିବା ପଡ଼ୋଶି ପାକିସ୍ତାନ ଛଳନା କରି ଭାରତଠାରୁ ବିଭିନ୍ନ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରୁଛି । ସୁନ୍ଦରୀ ମହିଳାଙ୍କ ଜରିଆରେ ଡିଆରଡିଓ ବୈଜ୍ଞାନିକମାନଙ୍କୁ…