ଲକ୍ଷ୍ନୌକୁ ୧୮୩ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ, ହେନେରିକ୍ କ୍ଲାସନ୍ ଏବଂ ଅବଦୁଲ ସମଦଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ
ଚଳିତ ଆଇପିଏଲ୍ ସିଜିନ୍ର ୫୮ ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ଚାଲିଛି । ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ…