world sanskrit day: ବିଶ୍ୱକୁ ଭାରତ ଶିଖାଉଛି ସଂସ୍କୃତ ଭାଷା, ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ପଢୁଛି ସଂସ୍କୃତ, ଏହିସବୁ ହେଉଛି ନାମ…
ଓଡିଶା ଭାସ୍କର: ଆସନ୍ତାକାଲି, ମାନେ ୧୯ ଅଗଷ୍ଟରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯିବ । ଭାରତୀୟ ସଂସ୍କୃତିରେ ସଂସ୍କୃତ ଭାଷାର ବିଶେଷ ମହତ୍ତ୍ୱ ରହିଛି । ସାରା ବିଶ୍ୱରେ ସଂସ୍କୃତ ଭାଷାକୁ ନେଇ ଲୋକପ୍ରିୟତା ଧୀରେ…