‘କ୍ରିପିୟା ଧ୍ୟାନ ଦେ…. ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖନ୍ତୁ ନାହିଁ , ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ !’…

ନୂଆଦିଲ୍ଲୀ : ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖ ନାହିଁ । ଅପେକ୍ଷା କର ଘରେ ପହଞ୍ଚିଲା ପରେ ଦେଖିବ । ରେଳଯାତ୍ରୀଙ୍କୁ ରେଳ ବିଭାଗ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି । ଟ୍ରେନରେ ଯାତ୍ରା କରିବା ସମୟରେ ଲୋକମାନେ ବିଶେଷ…

ମଦ ମୃତ୍ୟୁ ; ବିଷାକ୍ତ ମଦ ପିଇ ୮ ଜଣଙ୍କ ଜୀବନ ଗଲା, ୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ସେମାନେ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସାଧୀନ…

(video) ମା’ ଠାରୁ ବଡ ଯୋଦ୍ଧା କେହି ନାହିଁ ; ଛୁଆ ପାଇଁ କୁମ୍ଭୀର ଉପରକୁ ଡେଇଁଲା ହାତୀ , କୁମ୍ଭୀରର ଏଭଳି ଅବସ୍ଥା ପୂର୍ବରୁ କେବେ…

ନୂଆଦିଲ୍ଲୀ : କୁହାଯାଏ ମା’ ଠାରୁ ବଡ ଯୋଦ୍ଧା କେହି ନାହିଁ । ଦୁନିଆରେ ଜଣେ ମା’ ଠାରୁ ଅଧିକ ଶକ୍ତିଶାଳୀ କେହି ହୋଇପାରିବ ନାହିଁ । ଜଣେ ମା ହିଁ ନିଜ ପିଲାକୁ ମୃତ୍ୟୁ ମୁଖରୁ ଟାଣିଆଣେ । ପିଲା ପାଇଁ ସବୁ ବିପଦ ସାମ୍ନା…

ଟ୍ୱିଟର ଉପହାର ! ଏଣିକି ୧୦ ହଜାର ଅକ୍ଷରରେ ଆପଣ ଟ୍ୱୁଟ୍ କରିପାରିବେ

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟରରେ ଉନ୍ନତି ଆଣିବାକୁ କ୍ରମାଗତ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଟ୍ୱିଟରର ବିଷୟବସ୍ତୁ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂତନ ପରିବର୍ତ୍ତନ ପରେ, ବର୍ତ୍ତମାନ ଟ୍ୱିଟର…

ବାରମ୍ବାର ମାଂସପେଶୀରେ ଏଭଳି କଷ୍ଟ ପାଉଛନ୍ତି କି? ଶରୀରରେ ଏହି ଭିଟାମିନ୍ ଅଭାବର ଏକ ବଡ଼ ସଙ୍କେତ

ଭୁବନେଶ୍ୱର ; ଆପଣ ଶୋଇଥିବେ ହଠାତ୍ ଆପଣଙ୍କ ଗୋଡର ମାଂସପେଶୀରେ ଥିବା ଶୀର ଟାଣି ହେଲା ଭଳି ଅନୁଭବ ହୁଏ । କିଏ ଯେମିତି ବହୁତ ଜୋରରେ ଟାଣିକି ରଖିଛି । ଗୋଡ ସିଧା ହେଉ ନାହିଁ । ଏହା ବହୁତ ଯନ୍ତ୍ରଣାସାୟକ । ଯଦିଓ ଏହି…

ଖୋଲିଲା ଅମରନାଥ ଦ୍ୱାର : ଜୁଲାଇ ୧ ରୁ ଯାତ୍ରା ଆରମ୍ଭ, ଏପ୍ରିଲ ୧୭ ରୁ ପଞ୍ଜୀକରଣ

ଜାମ୍ମୁ: ଦକ୍ଷିଣ କାଶ୍ମୀରରେ ଅବସ୍ଥିତ ଅମରନାଥ ମନ୍ଦିରକୁ ପୁଣି ଯାତ୍ରା ଆରମ୍ଭ ହେବ । ଏହି ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର‌୍ୟ୍ୟନ୍ତ ଚାଲିବ। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ ସୂଚନା…

COVID-19 symptoms : ବଦଳିଗଲା କରୋନାର ଲକ୍ଷଣ ! ପୂର୍ବରୁ କେବେ ଦେଖି ନଥିବେ କରୋନାର ଏଭଳି ଲକ୍ଷଣ, ଶିଶୁମାନଙ୍କ ଠାରେ ଅଧିକ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ -୧୯ କେଶ୍ ଥମିବାର ନାଁ ନେଉନାହିଁ । ପ୍ରତିଦିନ ନୂଆ ନୂଆ କେଶ୍ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୧,୧୦୯ ଟି ନୂଆ କରୋନା ମାମଲା ରୁଜୁ ହୋଇଥିବାବେଳେ ରାଜ୍ୟରେ ମଧ୍ୟ…

ରାଶିଫଳ(ଶନିବାର,୧୫ ଏପ୍ରିଲ.୨୦୨୩)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…

ଯଦି ୨ ବର୍ଷ ପାଇଁ ଚା ପିଇବା ବନ୍ଦ କରେ ପାକିସ୍ତାନ, ସୁଧୁରିଯିବ ଆର୍ଥିକ ସ୍ଥିତି – ଆଉ ଭିକ ମାଗିବାକୁ ପଡିବ ନାହିଁ… ଏଇଠି…

ନୂଆଦିଲ୍ଲୀ : ବର୍ତ୍ତମାନ ପାକିସ୍ତାନର ଅର୍ଥନୈତିକ ଅବସ୍ଥା ସବୁଠାରୁ ଖରାପ ରହିଛି । ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅତ୍ୟାବଶ୍ୟକୀୟ ଜିନିଷର ଦର ବଢିଯାଇଥିବା ବେଳେ ଏହି ସଙ୍କଟକୁ ଦୂର କରିବା ପାଇଁ…

୫୦୦ ଫୁଟ୍ ତଳକୁ ଖସି ପଡିଲା ବସ୍ ; ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ମୃତ, ୩୦ ଜଣ ଗୁରୁତର ଆହତ

ନୂଆଦିଲ୍ଲୀ : ଘାଟି ତଳକୁ ଏକ ଯାତ୍ରୀବାହୀ ବସ୍ ଖସିପଡିଛି । ଏହି ଭୟାବହ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ । ଏହି ଦୁର୍ଘଟଣାରେ ୩୦ ଜଣ ଗୁରୁତର…