କେରଳ ସରକାର ନେଲେ ନିଷ୍ପତ୍ତି , ପରିବର୍ତ୍ତନ ହେବ ରାଜ୍ୟର ନାମ

ଓଡିଶା ଭାସ୍କର: କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ କାହାକୁ ବା ଅଜଣା ରହିଛି । ଏହାର ସବୁଜ ଭରା ଜଙ୍ଗଲ, ବେଳାଭୂମି, ସୁଉଚ୍ଚ କୁହୁଡିରେ ଢାଙ୍କି ହୋଇଥିବା ପାହାଡ ପାଇଁ ସମଗ୍ର ଦେଶ ବିଦେଶରେ ପରିଚୟ ସାଉଁଟି…

ଅଦିତି ଅଶୋକ ଓ ଦୀକ୍ଷା ଡାଗରଙ୍କୁ ପ୍ୟାରିସ ଅଲମ୍ପିକ୍ସ ଟିକେଟ, ଗଲ୍ପରେ ଚମକିବେ

ନୂଆଦିଲ୍ଲୀ: ଭାରତୀୟ ଗଲ୍ଫର ଷ୍ଟାର ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର ପ୍ୟାରିସ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଏହି ଦୁଇ ମହିଳା ଗଲ୍ଫର ବିଶ୍ୱ ର‌୍ୟାଙ୍କିଙ୍ଗ ଭିତ୍ତିରେ ପ୍ୟାରିସ ଅଲମ୍ପିକ୍ସ ଖେଳିବା ପାଇଁ…

Delhi Water Crisis: ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଞ୍ଜୟ ସିଂଙ୍କ ଦାବି ‘ବଞ୍ଚିବା ପାଇଁ ପାଣି ଦିଏ’

ଓଡିଶା ଭାସ୍କର: ଦେଶର ରାଜଧାନୀ ଏବେ ପାଣି ସଂକଟ ଦେଇ ଗତି କରୁଛି । ଜଳ ସଂକଟ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢି ଚାଲିଛି । ବିଜେପି ଓ ଆମ୍ ଆଦମି ପାର୍ଟି ଏହି ଜଳ ସଂକଟ ପାଇଁ ଉଭୟେ ଉଭୟଙ୍କୁ ଦାୟୀ କହୁଛନ୍ତି ।…

ଗରମରୁ ଗାଡିର ଟାୟରରେ ଲାଗୁଛି ନିଆଁ, ଜାଣନ୍ତୁ ଗାଡି ଟାୟରରେ କେଉଁ ଗ୍ୟାସ ଭରିବେ

ଓଡିଶା ଭାସ୍କର: ତାତି ପାଇଁ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବନ । ଜୀବଜନ୍ତୁ ସହ ମଣିଷ ବି ଘାଇଲା ହେଉଛି ଗରମରେ । କେବଳ ଏତିକି ନୁହେଁ, ସଡକ ବି ଗରମ ହେବାରେ ଲାଗିଛି ଖରା ପାଇଁ । ଫଳରେ ଅତ୍ୟଧିକ ଗରମ ପାଇଁ ଗାଡିର ଟାୟରରେ…

ଅଯୋଧ୍ୟା ରାମ ମନ୍ଦିର ଛାତରୁ କାହିଁକି ପଡୁଛି ପାଣି ? ସାମ୍ନାକୁ ଆସିଲା କାରଣ, ମାସକ ମଧ୍ୟରେ ହେବ ସମାଧାନ

ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ହେବାର ଅନେକ ଦିନ ହୋଇଗଲାଣି । ଏହା ଭିତରେ ଦେଖିବାକୁ ମିଳିଛି ଏକ ବଡ ସମସ୍ୟା । ମୌସୁମୀର ପ୍ରଥମ ବର୍ଷାରେ ମନ୍ଦିରର ଛାତରୁ ପାଣି ଲିକେଜ୍…

ସଂସଦ ଅଧିବେଶନ ୨୦୨୪: ରାଜନାଥ ସିଂଙ୍କ ଅଫିସରେ ହେବ ବୈଠକ, ବାଚସ୍ପତିଙ୍କ ନିର୍ବାଚନରେ ସହମତି ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ମାଗିବେ ସହମତି

ଓଡିଶା ଭାସ୍କର: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିପାରେ । କଂଗ୍ରେସ ସହ ଅନ୍ୟ ବିପକ୍ଷୀ ନିଟ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପାରନ୍ତି ।…

କୋଟାରେ କଂଗ୍ରେସର ବିକ୍ଷୋଭ, ପିସିସି ମୁଖ୍ୟ ଗୋବିନ୍ଦ ଡୋଟାସରା, ଟିକାରାମ ଜୁଲି ଭଳି  ବିଧାୟକଙ୍କ ନାମରେ ମାମଲା

ରାଜସ୍ଥାନ: ରାଜସ୍ଥାନସ୍ଥିତ କୋଟାରେ ହୋଇଥିବା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ମାମଲାରେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନେତା ପ୍ରତିପକ୍ଷ ଟିକାରାମ ଜୁଲିଙ୍କ…

ଶସ୍ତାରେ ମିଳୁଛି ସାମସଙ୍ଗର ବ୍ରାଣ୍ଡେଡ୍ ମୋବାଇଲ, ଜାଣନ୍ତୁ ଏହା କେଉଁଠି ……..

ଭୁବନେଶ୍ୱର: ଆମାଜନ ଆଣିଲା ବମ୍ପର ଅଫର ସାମସଙ୍ଗ ମୋବାଇଲ କିଣିଲେ ପାଇବେ ବିଶେଷ ରିହାତି । ଏବେ ଆମାଜନ ୱେବ ସାଇଟରେ ଗ୍ରାହକ ମାନଙ୍କ ପାଇଁ ଭଲ ରିହାତିରେ ସାମସଙ୍ଗର ବ୍ରାଣ୍ଡେଡ ମୋବାଇଲ ଆଣିପାରିବେ । ପୁରୁଣା ମୋବାଇଲର…

EVM ପାଇଁ କେତେ ଜରୁରୀ ଅଟେ BURNT MEMORY କେତେ ସମୟ ସୁରକ୍ଷିତ ରହିପାରିବ ଡାଟା

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ସରିସାରିଛି । କିନ୍ତୁ, ଇଭିଏମ୍‌କୁ ନେଇ ଏବେ ବି ବିବାଦ ଲାଗି ରହିଛି । ବହୁ ନେତା ଇଭିଏମ୍‌କୁ ନେଇ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗକୁ ଲୋକସଭା ନିର୍ବାଚନର ୮ ଜଣ…

ସମ୍ବଲପୁରରେ ବ୍ୟାପୁଛି ଜଣ୍ଡିସ, ସ୍ଥିତି ପରଖୁଛନ୍ତି ବିଶେଷଜ୍ଞ ଦଳ

ଓଡିଶା ଭାସ୍କର: ସମ୍ବଲପୁରରେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି ଜଣ୍ଡିସ । ଯାହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦରକାର ପଡିଲେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମହାଲିଙ୍କ ସମ୍ବଲପୁର…