CHARIDHAM

ବେଶ ବଦଳାଇ ପୋଲିସକୁୁ ଚକମା ଦେବାରେ ମାହିର ଅମ୍ରିତ ପାଲ, ସାମ୍ନାକୁ ଆସିଲା ୭ଟି ଛଦ୍ମବେଶ

ନୂଆଦିଲ୍ଲୀ : ପଳାତକ ଘୋଷିତ ହୋଇଥିବା ତଥା ଖଲିସ୍ତାନ ସମର୍ଥକ 'ୱାରିସ୍ ପଞ୍ଜାବ ଦେ' ପ୍ରମୁଖ ଅମ୍ରିତ ପାଲ ସିଂ ପୋଲିସକୁ ଚକମା ଦେବାରେ ଓସ୍ତାତ୍ । ପୋଲିସ ଆଖିରେ ଧୂଳି ଦେଇ ଖସିବାରେ ଅମ୍ରିତ ପାଲ ସିରଂ ଏପର୍ଯ୍ୟନ୍ତ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲାଗିଛି ବିବାଦୀୟ ପୋଷ୍ଟର , ୧୦୦ ଲୋକ ନାଁରେ FIR, ୬ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟର ଲାଗିଛି । ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ…

ଜଗାର ହେବ ବନକଲାଗି ନୀତି : ସର୍ବସାଧାରଣଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ : ପୁରୀ ଶ୍ରୀ ମନ୍ଦିରରେ ଜଗା ଦର୍ଶନ ଆଜି ବନ୍ଦ ରହିବ । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଏଥିପାଇଁ…

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୬, ଭୟରେ ଘରୁ ବାହାରକୁ ଦଉଡ଼ିଲେ ଲୋକେ

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀ ଏନସିଆରର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ ଟା ସମୟରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ବହୁତ ଭୟ…

ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ରାଜ୍ୟ ସରକାର ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପଞ୍ଜୀକରଣ ସମୟସୀମା ମାର୍ଚ୍ଚ ୨୦ ତାରିଖ ଯାଏଁ ଥିଲା। ଏହାକୁ ଆଉ ୭ ଦିନ ଅର୍ଥାତ୍‍…

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‍) ଉଚ୍ଛେଦ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରାୟ ସୁପ୍ରିମକୋର୍ଟରେ ବଳବତ୍ତର ରହିଛି । ସ୍ୟାଟ୍‍ ଉଚ୍ଛେଦ ପାଇଁ…

Video: ଲଣ୍ଡନ ହାଇ କମିଶନ ସମ୍ମୁଖରେରେ ଶକ୍ତି ଦେଖାଇଲେ ପ୍ରବାସୀ ଭାରତୀୟ, ‘ଜୟ ହୋ’ ସ୍ଲୋଗାନ ସହିତ ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଲଣ୍ଡନରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ଖଲିସ୍ତାନୀଙ୍କ ବିରୋଧରେ ବଡ଼ ପ୍ରଦର୍ଶନ କରିଛନ୍ତି। ଆଜି ଭାରତୀୟ ଉଚ୍ଚ ଆୟୋଗ ସମ୍ମୁଖରେ ଭାରତୀୟମାନେ ଏକ ବଡ଼ ସଭାର ଆୟୋଜନ କରିଥିଲେ। ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ…

ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଆଗତ କଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କଡ଼ା ଭାଷାରେ କଲେ ସମାଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ…

ଭାରତର ଅଭିବୃଦ୍ଧି ହାର ଉପରେ ସାମସଙ୍ଗ ଦେଲା ବଡ଼ ବୟାନ, କହିଲା- ‘ଭାରତ ବିଶ୍ୱ ପାଇଁ ଅଭିବୃଦ୍ଧି ଇଞ୍ଜିନ ହେବ’

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ବଡ ମୋବାଇଲ୍ କମ୍ପାନୀ ସାମସଙ୍ଗ ଭାରତର ସ୍ମାର୍ଟଫୋନ୍ ଏବଂ ଟେକ୍ ସେକ୍ଟର ବିଷୟରେ ବଡ଼ ବୟାନ ଦେଇଛି। ଟାଇମ୍ସ ଅଫ୍ ଇଣ୍ଡିଆ ସହ ଆଲୋଚନା କରି ବିଶ୍ୱର ସର୍ବବୃହତ ସ୍ମାର୍ଟଫୋନ୍ ନିର୍ମାତା ତଥା…

ଜାକିର ନାୟକଙ୍କୁ ଓମାନରୁ ଧରି ଭାରତ ଅଣାଯିବ, ଜାଲ ବିଝାଇ ବସିଛନ୍ତି ଭାରତୀୟ ଗୁପ୍ତଚର ସଂସ୍ଥା!

ନୂଆଦିଲ୍ଲୀ: ବିବାଦୀୟ ଇସଲାମିକ ପ୍ରଚାରକ ତଥା ପଳାତକ ଭାରତୀୟ ଜାକିର ନାୟକଙ୍କୁ ଓମାନରୁ ଧରି ଭାରତକୁ ଅଣାଯାଇପାରେ। ମାର୍ଚ୍ଚ ୨୩ ରୁ ନାୟକ ଓମାନ ଗସ୍ତରେ ଯାଉଛନ୍ତି, ଯେଉଁଥିରେ ଭାରତୀୟ ଗୁପ୍ତଚର ଏଜେନ୍ସିମାନେ ତାଙ୍କୁ…