ଲଗାଣ ବର୍ଷା ଯୋଗୁଁ ଛୁଟି ହେଲା ସ୍କୁଲ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କରାଗଲା ଏପରି ଘୋଷଣା
ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଛୁଟି ହେଲା ସ୍କୁଲ। ଭଦ୍ରକ ଜିଲ୍ଲାର 3 ଟି ବ୍ଲକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା। ଲଗାତାର ବର୍ଷା ହେଉଥିବାରୁ ଭଦ୍ରକ ଜିଲ୍ଲାର ତିହିଡ଼ି, ଧାମନଗର ଓ ବାସୁଦେବପୁର ବ୍ଲକରେ…