‘ମତେ ବାହା ନହେଲେ ଗୁଳି କରି ମାରିଦେବି,’ ବ୍ରେକଅପ୍ ପରେ ପ୍ରେମିକାକୁ ବନ୍ଧୁକ ଦେଖାଇ ଧମକ
ବିହାର: ପାଗଳ ପ୍ରେମିକର ଧମକ; ମତେ ବାହା ନହେଲେ ଗୁଳି କରି ମାରିଦେବି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଞ୍ଚିରେ।
ଯେଉଁଠି ଜଣେ ପାଗଳ ପ୍ରେମିକ ବନ୍ଧୁକ ଦେଖାଇ ଜଣେ ଝିଅକୁ ବିବାହ କରିବାକୁ ଜିଦ୍ କଲା ଆଉ କହିଲା…