ଝିଅ ସାଙ୍ଗ ସହ ବସିବା ହେଲା କାଳ, ମୁସଲମାନ ବୋଲି କର୍ଲର ଧରି ଟାଣି ଆଣିଲେ, ଗାଁ ଦାଣ୍ଡରେ ପିଟି ପିଟି ନେଲେ ଜୀବନ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରୁ ମାନବିକତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେ ପୁଣି ଜନଗହଳି ଥିବା ସ୍ଥାନରେ।…