fbpx

ମାରାଡୋନାଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ, ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ଭାବେ ମିଳିଥିଲା ଏହି ଟ୍ରଫି

ପ୍ୟାରିସ୍‌: ଆର୍ଜେଣ୍ଟିନାର ଦିଗ୍‌ଗଜ ଫୁଟବଲ ଖେଳାଳି ଭାବେ ପରିଚିତ ଡିଏଗୋ ମାରାଡୋନା(Deigo Maradona)ଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ । ୧୯୮୬ ଫିଫା ବିଶ୍ୱକପର ଶ୍ରେଷ୍ଠ ଖେଳାଳି ଭାବେ ମରାଡେନାଙ୍କୁ ଏହି…

ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରୁ ଗାଡ଼ି ଫେରାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି…

ନକଲି ନିଟ୍ ପରୀକ୍ଷାର୍ଥୀ ସହ ୩ ଗିରଫ, ଟଙ୍କା ଦେଇଥିବା ଛାତ୍ର ଫେରାର

ଭଦ୍ରକ: ମେ’ ୫ରେ ନିଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ଭାରତରେ ପ୍ରଥମ ଥର ଉଦ୍‌ଘାଟିତ ହେଲା ହାଇବ୍ରିଡ୍ ପିଚ୍‌, କ୍ରିକେଟରେ ନୂଆ କ୍ରାନ୍ତି ଆଣିବ ବୋଲି କହିଛନ୍ତି IPL ଚେୟାରମ୍ୟାନ ଅରୁଣ ଧୂମଲ

ଶିମଲା: ହିମାଚଳ ପ୍ରଦେଶର ଧର୍ମଶାଳାରେ HPCA(ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ) କ୍ରିକେଟ ଷ୍ଟାଡିୟମରେ ଭାରତର ପ୍ରଥମ ହାଇବ୍ରିଡ୍ ପିଚ୍ ସୋମବାର ଉନ୍ମୋଚିତ ହୋଇଛି । ଏକ ଭବ୍ୟ ସମାରୋହ ମାଧ୍ୟମରେ ଏହି…

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗାର୍ଲ ହେମାମାଲିନୀ !

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିଛି । ବିଜେପିର ଷ୍ଟାର ପ୍ରଚାରକ…

ଓଡ଼ିଶା ଆସିବେ ବିଜେପି ହେଭିୱେଟ୍‌; ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କରିବେ ପ୍ରଚାର, ମୋଦୀଙ୍କ ରୋଡ୍ ଶୋ’କୁ ନେଇ ଉତ୍ସାହିତ ବିଜେପି ଶିବିର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ପଲ୍ଲୀରୁ ସହର । ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଭୋଟରୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ରଣନୀତି । ଏଥିମଧ୍ୟରେ ଓଡ଼ିଶା…

Sun Tan ଦୂର କରିଥାଏ ଏଲୋଭେରା ଜେଲ, ଆସନ୍ତୁ ଜାଣିବା ଘରେ କିପରି କରିବେ ପ୍ରସ୍ତୁତ ?

ଓଡ଼ିଶା ଭାସ୍କର: ଏଲୋଭେରା ବା ଘିକୁଆଁରୀ ଏକ ଉତ୍ତମ ସୌନ୍ଦର୍ଯ୍ୟ ପ୍ରସାଧନ ଭାବରେ ବ୍ୟବହାର କରାଯାଏ । ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ ସି ସହ ଏଣ୍ଟି ବ୍ୟାକ୍ଟେରିଆଲ ଏବଂ ଏଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର…

ଜଙ୍ଗଲରୁ କମିବାରେ ଲାଗିଛି କେନ୍ଦୁପତ୍ର , ବଢୁଛି କେନ୍ଦୁପତ୍ର ତୋଳାଳିଙ୍କ ଆର୍ଥିକ ସଂକଟ

ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲା କେନ୍ଦୁପତ୍ର ଉତ୍ପାଦନର ମୁଖ୍ୟ ପେଣ୍ଠସ୍ଥଳୀ ଥିବାବେଳେ ଏବେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଯଦି ଆଗାମୀ ଦିନରେ ଏପରି ସ୍ଥିତି ଲାଗି ରହିବ ତେବେ ଝାରସୁଗୁଡା…

(Video):Met Galaରେ ଚମକିଲେ ଆଲିଆ ଭଟ୍ଟ, ରେଡ୍ କାର୍ପେଟରେ ବିଶିଷ୍ଟ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଫଟୋ ପାଇଁ ଦେଲେ ପୋଜ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ କ୍ୟୁଟନେସ୍ ପାଇଁ ବେଶ ଲୋକପ୍ରିୟ । Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ବିଶିଷ୍ଟ…

ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନ ସ୍ଥଗିତ, ଉଡ଼ାଣ ପୂର୍ବରୁ ମହାକାଶ ଯାନରେ ଦେଖାଗଲା ଯାନ୍ତ୍ରିକ ତୃଟି

ନୂଆଦିଲ୍ଲୀ: ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା ସ୍ଥଗିତ ହୋଇଛି । ମହାକାଶଯାନ ବୋଇଂ ଷ୍ଟାରଲାଇନର(Boeing Starliner) ଉଡ଼ାଣ ଭରିବା ପୂର୍ବରୁ ସେଥିରେ କିଛି ଯାନ୍ତ୍ରିକ ତୃଟି…