Featured Baby Care Tips: ଶୀତ ଦିନେ ନବଜାତ ଶିଶୁର ଯତ୍ନ କିପରି ନେବେ ? Sasmita Jamuda Dec 6, 2024 ଓଡ଼ିଶା ଭାସ୍କର: ଋତୁ ବଦଳିବା ସାଙ୍ଗକୁ ସଂକ୍ରମଣ ବି ବୃଦ୍ଧି ପାଇଥାଏ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ଏହାର ପ୍ରଭାବ ଦେଖାଦିଏ । ସେମାନଙ୍କ ତ୍ୱଚା ଅତି ସମ୍ବେଦନଶୀଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବି କମ୍…
ଖବର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା କେତେ ? ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ଅଧିକ ଦରମା Sasmita Jamuda Dec 6, 2024 ନୂଆଦିଲ୍ଲୀ: ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଓ ଏକନାଥ ସିନ୍ଦେ ମଧ୍ୟ ଶପଥ ପାଠ କରିଥିଲେ ।…
ଖବର ହ୍ୟାକ୍ ହେଲା ବାହୁବଳୀ ପ୍ରଯୋଜକଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି କିଛି… Sasmita Jamuda Dec 6, 2024 ମୁମ୍ବାଇ: ପାନ୍ ଇଣ୍ଡିଆ ଫିଲ୍ମ ‘ବାହୁବଳୀ’ ରିଲିଜ୍ ହେବା ପରେ ହିଟ୍ ହୋଇଥିଲା । ଆଜି ବି ଅନେକ ଲୋକଙ୍କ ମନରୁ ଲିଭିନି ଏହି ଫିଲ୍ମର କାହାଣୀ । ଏହି ହାଇ ବଜେଟ୍ ଫିଲ୍ମର ପ୍ରଯୋଜକ ଶୋବୁ ୟରଲଗଡ୍ଡା(Shobu…
ଦେଶ 8th Pay Commission: ଆର୍ଥିକ ସ୍ଥିତିରେ ଆସିବ ସୁଧାର, ଜାଣନ୍ତୁ କେତେ ବୃଦ୍ଧି ପାଇବ basic pay Sasmita Jamuda Dec 6, 2024 ନୂଆଦିଲ୍ଲୀ: ଦେଶରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଅଷ୍ଟମ ବେତନ ଆୟୋଗ ଗଠନ ଘୋଷଣାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ମୁଦ୍ରାସ୍ଫୀତି ହେତୁ cost of living ବୃଦ୍ଧି…
Breaking News ବିଧାନସଭାରେ ପୋଲାଭରମ୍ ତାତି, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି Sasmita Jamuda Dec 6, 2024 ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଥିଲା ହଟ୍ଟଗୋଳ । ପୋଲାଭରମ୍ ପ୍ରସଙ୍ଗରେ ମୁଲତବି ଅଗ୍ରାହ୍ୟ ପରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜି ଦେଖାଦେଇଥିଲା । ଏହା ପରେ ଗୃହକୁ ସାଢ଼େ ୧୧ଟା ଯାଏଁ…
ଖବର (Video): ଢାକାରେ ଭାରତ ବିରୋଧୀ ପ୍ରଦର୍ଶନ, BNP ନେତା ଜାଳିଲେ ପତ୍ନୀଙ୍କ ଶାଢ଼ି Sasmita Jamuda Dec 6, 2024 ଢାକା: ବାଂଲାଦେଶରେ ଥମିବାର ନାଁ ଧରୁନି ହିଂସା । ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ମାମଲା ମଧ୍ୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(BNP )ର ବରିଷ୍ଠ ଯୁଗ୍ମ…
Cricket IND vs AUS: ଚ୍ୟାଲେଞ୍ଜିଂ ହେବ ପିଙ୍କ୍ ବଲ୍ ଟେଷ୍ଟ, ସିରିଜରେ ଆଗୁଆ ରହିବା ଲକ୍ଷରେ ଭାରତୀୟ ଟିମ୍ Sasmita Jamuda Dec 6, 2024 ଆଡିଲେଡ୍: ଆଜିଠାରୁ ଭାତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟ ଖେଳାଯିବ । ସ୍ଥାନୀୟ ଆଡିଲେଡ୍ ଓଭାଲରେ ବହୁପ୍ରତୀକ୍ଷିତ ଦିବାରାତ୍ର ଟେଷ୍ଟ ଗୋଲାପି ବଲରେ ଖେଳାଯିବ । ଏହି ମୁକାବିଲାରେ…
Breaking News ଭିଜିଲାନ୍ସ ଜାଲରେ ଫଶିଲେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ Sasmita Jamuda Dec 6, 2024 ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଏସିଏଫ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି…
Top Stories ଭୂମିକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ଼ Sasmita Jamuda Dec 6, 2024 ନୂଆଦିଲ୍ଲୀ: ଗୁୁରବାର ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ଼ କରାଯାଇଥିଲା । ଏହି ଭୂମିକମ୍ପ ପରେ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ…
ଖବର ବଜାରକୁ ଏଣ୍ଟ୍ରି କଲା HERO ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଏହାର ଜବରଦସ୍ତ ଫିଚର Sasmita Jamuda Dec 5, 2024 ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ବଜାରରେ ନୂଆ ନୂଆ ମଡେଲର ସ୍କୁଟର ଲଞ୍ଚ୍ ହେଉଛି । ବିଭିନ୍ନ କମ୍ପାନୀ ନିଜର ସ୍ୱତନ୍ତ୍ର ଡିଜାଇନ୍, ମୂଲ୍ୟ, ରଂଗ, ମାଇଲେଜ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଦ୍ୱାରା ଗ୍ରାହକଙ୍କୁ ଆକର୍ଷିତ…