Asthmaର ପ୍ରାରମ୍ଭିକ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ସ୍ୱାସ୍ଥ୍ୟ ପାଇଁ ସାଜିପାରେ ବିପଦ
ଓଡ଼ିଶା ଭାସ୍କର: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟ ପେୟ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟି ଥାଏ । ବର୍ତ୍ତମାନ ଶୀତଦିନେ ରୋଗପ୍ରତିରୋଧକ ଶକ୍ତି କମ ଥିବାରୁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ।…