ଆସିଲା ହାତୀ ଗଣନା ରିପୋର୍ଟ; ବର୍ଷକରେ ବଢ଼ିଛନ୍ତି ମାତ୍ର ୫ ହାତୀ

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ରାଜ୍ୟର ୩୮ଟି ଡିଭିଜନରେ ବର୍ତ୍ତମାନ ୨୧୦୩ ହାତୀ ଅଛନ୍ତି । ରାଜ୍ୟରେ ବର୍ଷକରେ ମାତ୍ର ୫ଟି ହାତୀ ବଢ଼ିଥିବା ରିପୋର୍ଟରୁ ପ୍ରକାଶ । ସରିଲା ଶୀତକାଳୀନ ହାତୀ ଗଣନା…

(Video): ବ୍ରେକ୍ ମଝିରେ ବି ପଡ଼ିଆକୁ ଛାଡ଼ିଲେନି କ୍ରିକେଟ୍ ପ୍ରେମୀ, କିଏ ଫଟୋ ଉଠାଉଛି ତ ଆଉ କିଏ…

ନୂଆଦିଲ୍ଲୀ: ବର୍ତ୍ତମାନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି । ସିରିଜର ପ୍ରଥମ ଟେଷ୍ଟ କ୍ରାଇଷ୍ଟଚର୍ଚ୍ଚର ହେଗଲି ଓଭାଲ୍ ମଇଦାନରେ ଖେଳାଯାଇଥିଲା । ମ୍ୟାଚର ଗୋଟିଏ ଦିନ…

ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପାରମ୍ପରିକ ଶାଢ଼ିରେ ଆସିଲେ ନଜର

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ୱାୟନାଡ୍ ସାଂସଦ ଭାବେ ତାଙ୍କ ଇନିଂସ ଆରମ୍ଭ ହୋଇଛି । ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ତାଙ୍କୁ…

ନିର୍ମାଣ ହେବ ଜଳ ଭଣ୍ଡାର ଓ ବ୍ୟାରେଜ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଅବବାହିକାରେ ଜଳ ଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ୍ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା…

ମନ୍ତ୍ରୀଙ୍କ ପ୍ରଶଂସା କରିବା ପାଇଁ ଚାକିରି ଦେବେ ସୁଖୁ ସରକାର, ଜାଣନ୍ତୁ କେତେ ମିଳିବ ଦରମା

ଶିମଲା: ହିମାଚଳ ପ୍ରଦେଶର ସୁଖୁ ସରକାରଙ୍କୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଛବି ସୁଧାରିବା ଦିଗରେ ବଡ଼ କାମ କରିବାକୁ ଯାଉଛନ୍ତି । ସୁଖୁ…

ED ଟିମ୍ ଉପରେ ଅକ୍ରମଣ, ସାଇବର ଠକେଇ ମାମଲାରେ ରେଡ୍ କରୁଥିଲେ ଅଧିକାରୀ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ(ED) ଟିମ୍ ଉପରେ ଅକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ବିଜୱାସନ ଅଞ୍ଚଳରେ ସାଇବର ଠକେଇ ମାମଲାର ଯାଞ୍ଚ କରିବାକୁ ଯାଇଥିବା ଇଡି…

ଚଳନ୍ତା ଟ୍ରେନରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ଝିଅକୁ ଧରି ଡେଇଁପଡ଼ିଲେ ମହିଳା

ଲକ୍ଷ୍ନୌ: ଅଧିକାଂଶ ବ୍ୟକ୍ତି ରେଳଯାତ୍ରା କରିଥାନ୍ତି । ରେଳଯାତ୍ରା ସମୟରେ ବହୁତ ଠେଲା ପେଲା ହୋଇଥାଏ । ରେଳ ଜନିତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିଥାନ୍ତି । ବେଳେ ବେଳେ…

ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ଵିତୀୟ ଦିନ ସୁରୁଖୁରୁରେ ଚାଲିଥିଲା ।…

ବିନା ଲିଖିତ ପରୀକ୍ଷାରେ ଆଧାରରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ମିଳିବ ମାସିକ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ(UIDAI) ଏହାର ଡେପୁଟି ଡାଇରେକ୍ଟର ଏବଂ ବରିଷ୍ଠ ଆକାଉଣ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି…

ଆଜି ଶପଥ ନେବେ ହେମନ୍ତ ସୋରେନ୍, ରାହୁଲ ଗାନ୍ଧୀଙ୍କ ସମେତ ଏହି ନେତା ହେବେ ସାମିଲ

ରାଞ୍ଚି: ଆଜି ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିର ମୋରାଦାବାଦୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାରୋହରେ…