ନୂଆ ବାହା ହୋଇଛନ୍ତି କି ? ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ, ସମ୍ପର୍କରେ ଦେଖାଦେଇଥାଏ ଫାଟ

ଓଡ଼ିଶା ଭାସ୍କର: ବିବାହର ପ୍ରାରମ୍ଭିକ ସମୟ ନବ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟ ମଧ୍ୟରେ ଦମ୍ପତି ପରସ୍ପର ବିଷୟରେ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବେଳେ ବେଳେ ନବ…

ନିର୍ବାଚନୀ ଫଳାଫଳ ପରେ ଶେୟାର ବଜାରର ବଲେ ବଲେ…୮୦ ହଜାର ପାର୍ କଲା ସେନସେକ୍ସ

ନୂଆଦିଲ୍ଲୀ: ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ଆଜି(ନଭେମ୍ବର ୨୫) ଭାରତୀୟ ଶେୟାର ବଜାରରେ ଶାନଦାର ପ୍ରାରମ୍ଭ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ଦମଦାର ବିଜୟ ମିଳିଛି ।…

ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ; ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ନଭେମ୍ବର୨୬ରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ…

ଝାଡ଼ଖଣ୍ଡରେ ଇଣ୍ଡିଆ ବ୍ଲକ୍ ଏବଂ ହେମନ୍ତ ସୋରେନଙ୍କ ଦମଦାର ପ୍ରଦର୍ଶନକୁ ନେଇ ସମସ୍ତେ ଚକିତ, ଜାଣନ୍ତୁ କାରଣ

ରାଞ୍ଚି: ଶନିବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମୋଟ୍ ୮୧ଟି ଆସନ ପାଇଁ ଭୋଟଗଣନା ହୋଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM ) ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟବିଜୟୀ ହୋଇଥିଲା । ଝାଡ଼ଖଣ୍ଡ ବିଧାନସଭା ଅସନର…

ବା.. ବା..ରେ ଶିବ ଭକ୍ତି; ହାତରେ କଲେ ଶିବଲିଙ୍ଗର ଟାଟୁ, ୟୁଜର କହିଲେ…

ଓଡ଼ିଶା ଭାସ୍କର: ଦେଶରେ ଅଧିକାଂଶ ବ୍ୟକ୍ତି ପ୍ରଭୁ ଜଟାଧରୀ ଶିବଙ୍କୁ ଆରାଧ୍ୟ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣରେ ମଧ୍ୟ ଶିବଙ୍କ ମହିମାର ବର୍ଣ୍ଣନା ରହିଛି । ଭକ୍ତଙ୍କ ପ୍ରାର୍ଥନାରେ ପ୍ରଭୁ ଶିବ ସହଜରେ ପ୍ରସନ୍ନ…

ବେରୁତ୍ ଏୟାର ଷ୍ଟ୍ରାଇକର ପାଲଟା ଜବାବ ଦେଲା ହିଜବୁଲ୍ଲା, ଇସରାଏଲ ଉପରେ ୨୫୦ ରକେଟ୍ ମାଡ଼, ୭ ଜଣ ଆହତ

ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ଇସରାଏଲ ଉପରେ ରବିବାର ପୁଣିଥରେ ପାଲଟା ଆକ୍ରମଣ କରିଥିଲା । ଇସରାଏଲ ଉପରେ ପ୍ରାୟ ୨୫୦ ରକେଟ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲା ହିଜବୁଲ୍ଲା । ପୂର୍ବ…

ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥିରେ ଗୁପ୍ତନୀତି ଦ୍ୱାରା ଶ୍ରୀ ବିଗ୍ରହଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦିଆଯାଏ । ଶ୍ରୀ ବିଗ୍ରହଙ୍କ ଠାରେ…

ମେକ୍ସିକୋର ଏକ ବାରରେ ଆଖିବୁଜା ଗୁଳିମାଡ଼, ୬ ମୃତ, ୧୦ ଆହତ

ମେକ୍ସିକୋ ସିଟି: ଦକ୍ଷିଣ ପୂର୍ବ ମେକ୍ସିକୋରେ ପୁଣି ଥରେ ଗୁଳିମାଡ଼ ଦେଖିବାକୁ ମିଳିଥିଲା । ରବିବାର ମେକ୍ସିକୋର ଏକ ବାରରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହିି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା…

ବ୍ରେକ୍ଅପ୍ ପରେ ଏମିତି କିଛି କରୁଛି Ex- boyfriend, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ଭଲପାଇବା ହୋଇଯାଉଛି । ଚଟାପଟ୍ ଭଲପାଇବା ପରେ ଫଟାଫଟ୍ ବ୍ରେକ୍ଅପ୍ ଏକ ସାଧାରଣ ଘଟଣା…

OSCSEWAର ସାଧାରଣ ବୈଠକ ଅନୁଷ୍ଠିତ, ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଏ କର୍ମଚାରୀ କଲ୍ୟାଣ ସଂଗଠନ (Odisha State Civil Supplies Employees Welfare Assocation) ତରଫରୁ ୟୁନିଟ- ୧ ସ୍ଥିତ କସ୍ତୁରବା ନାରୀ ମହଲ ଠାରେ ସାଧାରଣ ବୈଠକ…