ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିଲେ ଏବଂ ଅବକାରୀ ପଲିସି ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ଵର: ଆଉ କିଛି ଦିନ ପରେ ପାଦ ଥାପିବ ଇଂରାଜୀ ନୂଆବର୍ଷ । ସବୁଆଡ଼େ ରହିବ ଉତ୍ସାହର ମାହୋଲ । ଚଳଚଞ୍ଚଳ ହୋଇଉଠିବ ବିଭିନ୍ନ ବାର୍ । ଏହି ସମୟରେ ଲୋକମାନେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି ।…