କାହିଁକି ପିଲା ସବୁବେଳେ କାନ୍ଦିଥାନ୍ତି…ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଶୀତ ଦିନ ଆସିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଶରୀରକୁ ଥଣ୍ଡା ବାୟୁରୁ ସୁରକ୍ଷିତ ରଖିବା ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବିଶେଷ କରି ମାଆମାନେ ନବଜାତ ଶିଶୁ ପ୍ରତି ଅଧିକ…

୪୦ ଟନ୍ ମୂଲ୍ୟବାନ କ୍ୱାର୍ଜ ପଥର ଜବତ, ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ

ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ଼ ସଫଳତା । ମାଲକାନଗିରିରୁ ମୂଲ୍ୟବାନ ଧଳା କ୍ୱାର୍ଜ ପଥର ଜବତ କରିଛି ବନ ବିଭାଗ । ପ୍ରାୟ ୪୦ ଟନ୍ ଜବତ ହୋଇଥିବା ଏହି କ୍ୱାର୍ଜ ପଥରର ଆନୁମାନିକ ମୂଲ୍ୟ ୧ କୋଟି…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉପରେ ଲାଗିବ ଲଗାମ, ହଟସ୍ପଟ୍ ଉପରେ ନଜର ରଖିବ ଡ୍ରୋନ୍

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ହ୍ରାସ ଦେଖିବାକୁ ମିଳୁଛି । ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀର ଅନେକ ହଟସ୍ପଟରେ ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବା…

ମିଳିଲାନି ଆମ୍ବୁଲାନ୍ସ, ଟ୍ରକ୍ ଅଟକାଇଲେ ବାପା…ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ପିଟିଲା ପୋଲିସ

ମୟୂରଭଞ୍ଜ: ବର୍ବରତାର ସୀମା ଟପିଲା ପୋଲିସ । ଅସହାୟ ବାପାର ଭାବାବେଗକୁ ନ ବୁଝି ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ପିଟିଲା । ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ ସାଜିଲା ହିଂସ୍ର । ଜଣେ ନିରୀହ ବାପା ନିଜ ଛୁଆର…

ଜୀନତଙ୍କୁ ଭେଟିଲା ପରେ ବଦଳିଗଲା ସୁପରଷ୍ଟାରଙ୍କ ଭାଗ୍ୟ, ସଂଘର୍ଷ ଦିନକୁ ମନେ ପକାଇ ଏବେବି କାନ୍ଦନ୍ତି ମିଥୁନ

ମୁମ୍ବାଇ: ଦିନେ ଶ୍ୟାମଳ ରଂଗ ପାଇଁ ଲୋକମାନେ ତାଙ୍କୁ ଥଟା ପରିହାସ କରୁଥିଲେ । ଆଜି ସେ ତାଙ୍କ ଅଭିନୟରୁ ଅଧିକ ନୃତ୍ୟ ଶୈଳୀ ପାଇଁ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କର ସୁପରଷ୍ଟାର ହେବାର ଯାତ୍ରା ଏତେ…

ଧନିଆ ପତ୍ର ଭଳି ଦେଖାଯାଉଥିବା ବ୍ୟାଗ୍‌… ସେତିକି ମୂଲ୍ୟରେ କିଣିପାରିବେ ବିଳାସପୂର୍ଣ୍ଣ କାର

ନୂଆଦିଲ୍ଲୀ: ବିଶିଷ୍ଟ ଫ୍ୟାଶନ୍ ବ୍ରାଣ୍ଡ୍ ମୋଶିନୋ(Moschino) ଏକ ନିଆରା ଡିଜାଇନର ବ୍ୟାଗ୍ ଲଞ୍ଚ୍ କରିଥିଲେ । ଏହି ବ୍ୟାଗ୍ ଦେଖିବାକୁ ଅବିକଳ ପାଉଁରୁଟି ଭଳି । ବର୍ତ୍ତମାନ ସେ ଆଉ ଏକ ଅଜବ ବ୍ୟାଗ୍ ଲଞ୍ଚ୍ କରିଛନ୍ତି…

ମୁକେଶ ଅମ୍ବାନୀଙ୍କ ଠାରୁ ୫ ଗୁଣ ଅଧିକ ଦାନ କରିଛନ୍ତି ଏହି ଶିଳ୍ପପତି, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଆଦାନୀ

ନୂଆଦିଲ୍ଲୀ: ଗୁରୁବାର ଏଡେଲ ଗିଭ୍ ହୁରୁନ୍ ଇଣ୍ଡିଆ ପକ୍ଷରୁ ଫିଲାନଥ୍ରୋପି(Philanthropy) ତାଲିକା ୨୦୨୪ ପ୍ରକାଶ ପାଇଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ବି ପଛରେ ପକାଇଛନ୍ତି ଏହି ଶିଳ୍ପପତି…

ICC ଚମ୍ପିଆନ୍ସ ଟ୍ରଫି ପରେ ଦିନିକିଆରୁ ଅବସର ନେବେ ଷ୍ଟାର ଅଲରାଉଣ୍ଡର, ବଡ଼ ନିଷ୍ପତ୍ତି ନେଲେ ମହମ୍ମଦ ନବି

ଆଫଗାନିସ୍ତାନ: କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ତାଙ୍କ…

ଆଜି ପ୍ରଥମ ଟି-୨୦ରେ ମୁହାଁମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା, ଏହି ଆପରେ ମାଗଣାରେ ଦେଖିପାରିବେ ମ୍ୟାଚ୍‌

ଡର୍ବାନ: ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ । କିଙ୍ଗ୍‌ସମିଡ୍ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଦୁଇ…

ଚାଲାଣ ବେଳେ ଉଦ୍ଧାର ହେଲେ ୧୪୦ରୁ ଉର୍ଦ୍ଧ୍ୱ ଗୋରୁ, ୪ ଅଟକ

ଆନନ୍ଦପୁର: ହିନ୍ଦୁ ଧର୍ମରେ ଗୋ ମାତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଗୋ ମାତାରେ ୩୩ କୋଟି ଦେବୀ ଦେବତା ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । କିନ୍ତୁ ଦିନକୁ ଦିନ ଗୋ ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…