ଟିମ୍ ଇଣ୍ଡିଆ ନେବ ବଡ଼ ରିସ୍କ ! ଏହି ଅର୍ଡ଼ରରେ ବ୍ୟାଟିଂ କରିବେ ରୋହିତ ଶର୍ମା, ଶାସ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଶୁକ୍ରବାର ଏଡିଲେଡ୍ ଓଭାଲରେ ଭାରତ- ଆଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା । କିନ୍ତୁ ରୋହିତ ଶର୍ମା ଦଳରେ…