fbpx

ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା

ଭୋପାଲ: ବର୍ତ୍ତମାନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ବଜେଟକୁ ନେଇ ସବୁଆଡ଼େ ଚର୍ଚ୍ଚା । ବିଶେଷକରି ଗରିବ, ମହିଳା, ଯୁବ ବର୍ଗ ଏବଂ କୃଷକଙ୍କ ଉପରେ ରହିଛି ଫୋକସ୍…

ବନ୍ଦ ହୋଇଯିବ ଗରିବ ରଥ ଟ୍ରେନରେ AC ଚେୟାରକାର ରିଜର୍ଭେସନ୍ ! କେବଳ ଥାର୍ଡ଼ ACରେ ହେବ ବୁକିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶରେ ଗରିବ ରଥ ଟ୍ରେନରେ ଯାତ୍ରା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆସନ୍ତା ମାସରୁ ଗରିବ ରଥ ଟ୍ରେନରେ ରିଜର୍ଭେସନ କରିବା ସମୟରେ ଯାତ୍ରୀଙ୍କୁ AC ଚେୟାରକାର ଏବଂ ସେକେଣ୍ଡ୍ AC ର…

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କଲେ Economic Survey 2023-24, ଆର୍ଥିକ ବର୍ଷ ୨୦୨୪-୨୫ରେ ୬.୫ରୁ ୭ ପ୍ରତିଶତ GDP…

ନୂଆଦିଲ୍ଲୀ: ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ପ୍ରସ୍ତୁତ କରିଛନ୍ତି । ଭାରତର ଅର୍ଥନୀତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯାହା ଦେଶର ଆର୍ଥିକ…

ଆପଣଙ୍କୁ Asthma ହୋଇନାହିଁ ତ ? ଏହି ସଂକେତକୁ କରନ୍ତୁ ନାହିଁ ଅଣଦେଖା, ସ୍ୱାସ୍ଥ୍ୟ ପାଇଁ ସାଜିପାରେ ବିପଦ

ଓଡ଼ିଶା ଭାସ୍କର: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟ ପେୟ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟି ଥାଏ । ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟି ଅଟେ । ଏଥିମଧ୍ୟରେ…

ଲାଦାଖରେ କାର୍ଗିଲ ବିଜୟ ଦିବସ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ସହିଦଙ୍କ ପତ୍ନୀଙ୍କ ସହ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୬ରେ ଦେଶରେ କାର୍ଗିଲ ବିଜୟ ଦିବସ ପାଳନ ହେବ । ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ଲାଦାଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ…

AI ଫ୍ୟାଶନ୍ ଶୋ’: ଭର୍ଚୁଆଲ ରାମ୍ପରେ ଚାଲିଲେ ଓବାମା, ମୋଦୀ… ଏଲନ ମସ୍କ ଶେୟାର କଲେ ଭିଡ଼ିଓ

ନୂଆଦିଲ୍ଲୀ: ସାଧାରଣତଃ ରାମ୍ପ ଶୋ’ରେ ସୁନ୍ଦର ମଡେଲମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ତାଙ୍କ ପୋଷାକ ପରିଧାନ, ଷ୍ଟାଇଲ ଏବଂ ଅନ୍ଦାଜରେ ଚୟନକର୍ତ୍ତା ଏବଂ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । ଆପଣ କେବେ AI ନିର୍ମିତ…

(Video): ଚୋରକୁ ମିଳିଲା କର୍ମର ଫଳ; ଫୋନ୍ ଚୋରି କରି ଦୌଡ଼ୁଥିଲେ, ଆଖି ପିଛୁଳାକେ ବସ ତଳେ ଚାଲିଆସିଲେ

ଓଡ଼ିଶା ଭାସ୍କର: କଥାରେ ଅଛି ପ୍ରତ୍ୟେକ ବ୍ୟକ୍ତିକୁ ତା’ କର୍ମର ଫଳ ନିଶ୍ଚିତ ଭୋଗିବାକୁ ପଡ଼ିଥାଏ । ସେ ଶୀଘ୍ର ହେଉ କିମ୍ବା ବିଳମ୍ବରେ । ଚୋର ଟିଏ ଚୋରି କରିବାର ବିଭିନ୍ନ କାଇଦା ଜାଣିଥିଲେ ମଧ୍ୟ ବେଳେ ବେଳେ ସେ ଏପରି…

ସୀମା ଟପିଲା ଡାକ୍ତରଙ୍କ ଅବହେଳା; ମହିଳାଙ୍କ ମେରୁଦଣ୍ଡରୁ ବାହାରିଲା ଛୁଞ୍ଚି, ଏବେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ଜରିମାନା

ବେଙ୍ଗାଲୁରୁ: ଅନେକ ସମୟରେ ସର୍ଜରୀ ସମୟରେ ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଥାଏ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିବେଚିତ କରାଯାଇଛି । ସେମାନେ ନିଜ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନକୁ ବିପଦରେ ଠେଲି…

ଶ୍ରାବଣ ମାସରେ କ’ଣ ରହିଛି କାଉଡ଼ିଆ ଯାତ୍ରାର ମହତ୍ୱ, ଜାଣନ୍ତୁ କେତେ ପ୍ରକାର ରହିଛି କାଉଡ଼ିଆ ଯାତ୍ରା ଏବଂ ଏହା ସହ ଜଡ଼ିତ ନିୟମ ?

ଓଡ଼ିଶା ଭାସ୍କର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଏବଂ ସୋମବାର ପ୍ରିୟ ବାର । ଏହି ମାସରେ ପବିତ୍ର ମନରେ ଭୋଳାନାଥଙ୍କ…

‘ମୁଁ ଏକୁଟିଆ ଅନୁଭବ କରୁନି…ବହୁତ ଖୁସିରେ ଅଛି’, ଆମୀର ଖାନଙ୍କ ସହ ନିଜ ଡିଭର୍ସକୁ ନେଇ ଏମିତି କିଛି କହିଲେ କିରଣ ରାଓ

ମୁମ୍ବାଇ: ବଲିଉଡ଼ ସେଲିବ୍ରିଟି ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାନ୍ତି । ଫ୍ୟାନ୍ସମାନେ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ବେଶ…