ଡେବ୍ୟୁ ଫିଲ୍ମ ପରେ ମିଳିନଥିଲା ନୂଆ ଅଫର, ଏହି ବ୍ୟକ୍ତି ମୋ କ୍ୟାରିୟର ବଞ୍ଚାଇଥିଲେ, ପୁଷ୍ପା ଷ୍ଟାରଙ୍କ ବଡ଼ ଖୁଲାସା
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ । ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ‘ପୁଷ୍ପା: ଦି ରାଇଜ୍’ର ସଫଳତା ପରେ ସେ ଆହୁରି ଲୋକପ୍ରିୟ ହୋଇଯାଇଛନ୍ତି । ବର୍ତ୍ତମାନ ଫ୍ୟାନ୍ସ ଅଲୁ…