ମା’ଙ୍କ ନାଁରେ ରହିଛି ବିଚିତ୍ର ଶକ୍ତି, ଝରଣା ଜଳ ପାନ କଲେ ଭଲହୁଏ ଚର୍ମ ରୋଗ, ପୀଠରେ ସର୍ବଦା ଲାଗିରହିଥାଏ ଭକ୍ତଙ୍କ ଭିଡ଼
ଢେଙ୍କାନାଳ: ମା'ଙ୍କ ନାଁ ଧରିଲେ ଭଲ ହୁଏ ଦୁରାରୋଗ୍ୟ, ଖାଲି ଏତିକି ନୁହେଁ ଏଠିକାର ବୃକ୍ଷରୁ ନିଃସୃତ ଝରଣା ଜଳ ପାନ କଲେ ଭଲ ହେଉଛି ଚର୍ମ ଓ ପେଟ ରୋଗ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି,…