ବଢ଼ୁଛି ଶିକାରୀଙ୍କ ଦୌରାତ୍ମ୍ୟ, ଗତ ୧୦ ବର୍ଷରେ ୨୫ ବାଘ ଓ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗ ଅଧିକାରୀଙ୍କୁ ଚକମା ଦେଇ ବାଘ ଓ ହାତୀଙ୍କ ଶିକାର କରୁଛନ୍ତି ଶିକାରୀ । ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ହାତୀ ଓ ବାଘ ।…

ବାସନ ମାଜି ମାଜି ହାତ ଶୁଷ୍କ ହୋଇଯାଇଛି କି ? ହାତର କୋମଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ସାଧାରଣତଃ ଶୀତ ଦିନେ ତ୍ୱଚାର ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଖରା, ପ୍ରଦୂଷଣ ଇତ୍ୟାଦି କାରଣରୁ ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ସ୍ୱାସ୍ଥ୍ୟର ଯତ୍ନ…

ହରିୟାଣା ବିଧାନସଭା ନିର୍ବାଚନ: ଆପ୍ ଜାରି କଲା ୨ୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଛି ଟିକେଟ୍ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଆପ୍ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଆପ୍ ଏହାର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ୯ ଜଣଙ୍କ ମଧ୍ୟରେ ବିଜେପି-…

‘କଂଗ୍ରେସ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବ…’, କାହିଁକି ଏପରି କହିଲେ BSP ସୁପ୍ରିମୋ ମାୟାବତୀ ?

ଲକ୍ଷ୍ନୌ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ବୟାନକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ BSP ସୁପ୍ରିମୋ…

ହରିୟାଣା ବିଧାନସଭା ନିର୍ବାଚନ: କଂଗ୍ରେସ- ଆପ୍ ମଧ୍ୟରେ ଛିଣ୍ଡିଲାନି ଆସନ ବୁଝାମଣା ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୈତିକ ଦଳ । ଏଥିମଧ୍ୟରେ ହରିୟାଣା ବିଧାନସଭା ଆସନ ବୁଝାମଣାକୁ ନେଇ କଂଗ୍ରେସ ଏବଂ ଆପ୍ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ଆପ୍ ଏକାକୀ ବିଧାନସଭା…

ଘରୋଇ କ୍ରିକେଟରେ ଦେଖାଇଥିଲେ ଜଲୱା… ଭାରତୀୟ ଟିମ୍ ‘ଏ’ରେ ସାମିଲ ହୋଇପାରନ୍ତି ମୁଶୀର ଖାନ୍

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ଶାନଦାର ପ୍ରଦର୍ଶନ ଜାରି ରଖିଥିବା ମୁଶୀର ଖାନଙ୍କ ଲଟେରୀ ଲାଗିପାରେ । ମୁଶୀର ଭାରତ ‘ଏ’ ଟିମ୍ ସହ ‘ଚାରି ଦିବସୀୟ’ ୩ଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି । ରଣଜୀ…

ବାରମ୍ବାର ପେଟ ଯନ୍ତ୍ରଣା ହେଉଥିଲେ ହୋଇପାରେ ଏହି ଗମ୍ଭୀର ରୋଗ, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଶରୀର ଅଛି ମାନେ ରୋଗ ହେବା ସ୍ୱାଭାବିକ । କେବଳ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଜଣେ ବ୍ୟକ୍ତି ରୋଗ ଠାରୁ ଦୂରେଇ ରହିପାରିବ । ଏଥିମଧ୍ୟରେ ଆପେଣ୍ଡିସାଇଟିସ୍ ଏକ ଗମ୍ଭୀର ରୋଗ ଭାବେ…

‘ଡାର୍ଥ ୱାଡର’ ଏବଂ ‘ମୁଫାସା’କୁ ସ୍ୱର ଦେଇଥିବା ଜେମ୍ସ୍ ଅର୍ଲ ଜୋନ୍ସଙ୍କ ନିଧନ

ନୂଆଦିଲ୍ଲୀ: ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସ(James Earl Jones) ୯୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ…

ବହରାଇଚରେ ଧରାପଡ଼ିଲା ଆଉ ଏକ ମଣିଷଖିଆ ଗଧିଆ, ଅନ୍ୟ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍

ବହରାଇଚ୍‌: ଉତ୍ତରପ୍ରଦେଶର ବହରାଇଚରେ ପ୍ରାୟ ୩୫ଟି ଗାଁରେ ଦେଖାଦେଇଛି ଗଧିଆ ଆତଙ୍କ । ଏନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ବନ ବିଭାଗ ପକ୍ଷରୁ ମଣିଷଖିଆ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍…

ଦୁଇ ଥର ବିଶ୍ୱକପ୍ ଜିତିଥିଲେ ଇଂଲଣ୍ଡର ଅଲରାଉଣ୍ଡର, ଏହି କାରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ Moeen Ali

ନୂଆଦିଲ୍ଲୀ: ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ମୋଇନ୍ ଇଂଲଣ୍ଡ ପାଇଁ ୬୮ ଟେଷ୍ଟ, ୧୩୮ ଦିନିକିଆ ଏବଂ ୯୨ ଟି-୨୦ ମ୍ୟାଚ୍…