ଦିଲ୍ଲୀ-NCR ବାୟୁ ପ୍ରଦୂଷଣ, ଆଜିଠାରୁ GRAP-4 ଲାଗୁ, ଜାଣନ୍ତୁ କ’ଣ ରହିବ ପ୍ରତିବନ୍ଧକ
ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦିଲ୍ଲୀର AQI ୫୦୦ ପାଖାପାଖି ରେକର୍ଡ଼…