ଟଙ୍କା ଉଠାଣ ହେବ ମହଙ୍ଗା! ଇଣ୍ଟରଚେଞ୍ଜ୍ ଶୁଳ୍କ ବଢ଼ାଇବାକୁ ଯୋଜନା କରୁଛି RBI
ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଣ ଶୁଳ୍କ ବୃଦ୍ଧି ପାଇବ । ପାଞ୍ଚଟି ମାଗଣା ଟ୍ରାନଜାକସନ୍ସ(5 free transactions) ଲିମିଟ୍ ଅତିକ୍ରମ କରିବା ପରେ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଥିବା ସର୍ବାଧିକ ଶୁଳ୍କ ଏବଂ ଏଟିଏମ୍…