ଖବର HRର ପର୍ଦ୍ଦାଫାସ୍ କଲେ ମ୍ୟାନେଜର, ନକଲି Biodata ପାଇଁ ଟିମକୁ ଛଟେଇ Sasmita Jamuda Oct 1, 2024 ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏ କମ୍ପାନୀରେ ଯୋଗ ଦେବା ପୂର୍ବରୁ ବାୟୋଡାଟା ଅବଶ୍ୟକ ହୋଇଥାଏ । ଏହା ଆଧାରରେ କମ୍ପାନୀର ବିଭିନ୍ନ ପଦବୀ ପାଇଁ ଜଣେ ଅବେଦନ କରିଥାଏ । ଆଜିକାଲି HRଙ୍କ ନିକଟକୁ ଅଧିକାଂଶ ଇ-ମେଲ ମାଧ୍ୟମରେ…
Top Stories ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗକୁ ନେଇ ହେବ ଆଲୋଚନା Sasmita Jamuda Oct 1, 2024 ପୁରୀ : ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ…
ଖବର (Video): ‘ମୁଁ ଜଣେ ଇଂଜିନିୟର’, ଏବେ କାମ ମିଳୁନି…, ପୁରୁଣା ଦିନ ମନେ ପକାଇ ବଖାଣିଲେ ଦୁଃଖ Sasmita Jamuda Oct 1, 2024 ଓଡ଼ିଶା ଭାସ୍କର: ଦିନକୁ ଦିନ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି । କହିବାକୁ ଗଲେ ଏହା ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ବ୍ୟକ୍ତି ନିଜ ଭାବନା, ଦକ୍ଷତା, କଳା ଇତ୍ୟାଦି ଦୁନିଆ ସାମ୍ନାରେ ପ୍ରକାଶ କରିଥାଏ ।…
Top Stories ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଏବେ ପଦ ସମ୍ଭାଳିବେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ Sasmita Jamuda Oct 1, 2024 ଟୋକିଓ: ଆଜି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟ କିଶିଦା ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଉପରେ ଦୁର୍ନୀତି ସହ ଜଡ଼ିତ…
Top Stories ଫ୍ଲିପ୍କାର୍ଟରୁ ଶପିଂ କରୁଥିଲେ ସାବଧାନ ! ଭୂଆଁ ବୁଲାଉଛନ୍ତି ଡେଲିଭରି ବୟ Sasmita Jamuda Oct 1, 2024 ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜିନ୍ ପାଇଁ ସକ୍ରିୟ ବିଭିନ୍ନ ଇ- କମର୍ସ ପ୍ଲାଟଫର୍ମ । ଏଥିମଧ୍ୟରେ ଫ୍ଲିପକାର୍ଟର ବିଗ୍ ବିଲୟନ୍ ଡେଜ୍ ସେଲ ଚାଲିଛି । ଗ୍ରାହକମାନଙ୍କୁ ଭଲ ରିଆତି ମିଳୁଥିବାରୁ ସେମାନଙ୍କ ଅର୍ଡ଼ର ସଂଖ୍ୟା…
Top Stories ପ୍ରାକ୍ ନିର୍ବାଚନୀ ଆକ୍ରମଣ; କନଭୟ ଉପରେ ପଥର ମାଡ଼, ଭାଙ୍ଗିଲେ ଗାଡ଼ି କାଚ… ଅଳ୍ପକେ ବର୍ତ୍ତିଲେ JJP ମୁଖ୍ୟ Sasmita Jamuda Oct 1, 2024 ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟିର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ କନଭୟ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।…
Top Stories ବଣାଇରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ Sasmita Jamuda Oct 1, 2024 ବଣାଇ: ଲଘୁଚାପ ଜନିତ ବର୍ଷା ଛାଡ଼ିବା ପରେ ଘନ କୁହୁଡ଼ିର ଚାଦର ତଳେ ବଣାଇ ସହର । ସକାଳୁ ସକାଳୁ ଘନ କୁହୁଡ଼ି ଥିବାରୁ ପ୍ରାୟ ୧୦ ମିଟର ଦୂର ପର୍ଯ୍ୟନ୍ତ ରାସ୍ତାଘାଟ କିଛି ସ୍ପଷ୍ଟ ଦେଖାଯାଉନଥିଲା । ଫଳରେ ସ୍କୁଲ…
Breaking News ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟ ଭୋଟିଂ, ୪୦ଟି ଆସନରେ ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା Sasmita Jamuda Oct 1, 2024 ନୂଆଦିଲ୍ଲୀ: ଆଜି ଜାମ୍ମୁକାଶ୍ମୀରରେ ୩ୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି । ଶେଷ ପର୍ଯ୍ୟାୟରେ ୭ଟି ଜିଲ୍ଲାର ମୋଟ୍ ୪୦ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ପ୍ରାୟ ୩୯.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ନିଜ ଭୋଟ୍…
Top Stories ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୮ ମହିଳା ଗୁରୁତର Sasmita Jamuda Sep 30, 2024 ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସ୍ଥିତ ଭଞ୍ଜନଗର ବାଇବାଲି ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଟୋ ଭାରସାମ୍ୟ ହରାଇ ଓଲଟିଯିବା ଫଳରେ ୮ ଜଣ ମହିଳା ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୪ ଗୁରୁତର ମହିଳାଙ୍କୁ…
Top Stories ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ Sasmita Jamuda Sep 30, 2024 ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । କଟକ- ଭୁବନେଶ୍ୱରର ୧୦ମ ପୋଲିସ କମିଶନର ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ଆଇପିଏସ୍ ସୁରେଶ ସିଂହ ।…