ଷ୍ଟାଡିୟମ ଭିତରେ ମଦ ବୋତଲ, ଭଙ୍ଗା ଚଉକି…ଦିଲଜିତଙ୍କ କନସର୍ଟ ପରେ ବିଗିଡ଼ିଲା ଷ୍ଟାଡିୟମର ଅବସ୍ଥା, ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ । ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ(JLS)ରେ ଅକ୍ଟୋବର ୨୬ ଏବଂ ୨୭ ତାରିଖ ଦିନ ଦିଲଜିତଙ୍କ ଏକ କନସର୍ଟ ଆୟୋଜିତ ହୋଇଥିଲା । ଏହି ସମାରୋହରେ ହଜାର…

ପର୍ଯ୍ୟାବରଣ ପାଇଁ ନିଆରା ବାର୍ତ୍ତା; ଅଦରକାରୀ ପ୍ଲାଷ୍ଟିକକୁ ଦେଉଛନ୍ତି ସୁନ୍ଦର ଘର କରଣାର ରୂପ, ପାଠପଢ଼ା ସହ ନିଜ ସଉକ ପୁରା କରୁଛନ୍ତି ITI…

ଗଞ୍ଜାମ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଅଦରକାରୀ ପ୍ଲାଷ୍ଟିକ ବସ୍ତୁରୁ ସୁନ୍ଦର ସୁନ୍ଦର ଘର କରଣା ତିଆରି କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ତାଙ୍କ ହାତର ଯାଦୁ ଦେଖି ସତରେ ଯେପରି ଆଖି ଲାଖିଯାଉଛି…

ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସୋ- କଜ୍ ନୋଟିସ୍ ଜାରି, ଆସନ୍ତାକାଲି ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । କମିଶନ ଥିବା ସମୟରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବା ଅଭିଯୋଗ ରହିଛି । ଏନେଇ ରାଜ୍ୟ ମହିଳା ଶିଶୁ…

ହାୱାର୍ଡ଼ ବିଶ୍ୱବିଦ୍ୟାଳୟ ଡ୍ରପ୍ ଆଉଟ୍‌…ମାତ୍ର ୧୩ ବର୍ଷ ବୟସରେ ପ୍ରସ୍ତୁତ କରିଥିଲେ ପ୍ରଥମ ସଫ୍ଟୱେୟାର ପ୍ରୋଗ୍ରାମ

ଓଡ଼ିଶା ଭାସ୍କର: ଦୁନିଆର ଜଣେ ଧନୀ ବ୍ୟକ୍ତି ଭାବରେ ସେ ବେଶ ଜଣାଶୁଣା । ଜଣେ ସଫଳ ବ୍ୟବସାୟୀ ସହ ଉଦାର ହୃଦୟର ବ୍ୟକ୍ତିତ୍ୱର ଅଧିକାରୀ । ଯୁବା ବୟସରେ ବୈଷୟିକ କ୍ଷେତ୍ରରେ ବିପ୍ଳବ ଆଣିଥିବା ହେଉଛନ୍ତି ହାୱାର୍ଡ଼…

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ ୧୦ ହଜାର ସିଭିଲ ଡିଫେନ୍ସ ଭଲିଣ୍ଟିୟର, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଫଳରେ ଦିଲ୍ଲୀବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆତିଶୀ ବଡ଼…

ପିଲାଦିନେ ଲଣ୍ଡା ହୋଇଥିଲେ ମାଧୁରୀ, ଦୀପାବଳି ଦିନ ଘଟଣାକୁ ଆଜି ବି ମନେପକାଇ ଡରନ୍ତି ଅଭିନେତ୍ରୀ

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି । ସମସ୍ତେ ନିଜ ପରିବାର, ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଉତ୍ସାହର ସହ ଦୀପାବଳି ପର୍ବ ପାଳନ କରିଥାନ୍ତି । ଏହି ଦିନ ପ୍ରଭୁ ଶ୍ରୀ ରାମ ୧୪ ବର୍ଷର ବନବାସ ଶେଷ କରି ରାବଣର ବଧ କରିବା ପରେ…

(Video): ଟ୍ରେନର ବିପରିତ ଦିଗରେ ଓହ୍ଲାଉଥିଲେ ଯୁବକ, ଧାଇଁ ଆସିଲେ ପ୍ଲାଟଫର୍ମ ଯାତ୍ରୀ, ଆଉ ତା’ ପରେ…

ମୁମ୍ବାଇ: ଭାରତରେ ଅଧିକାଂଶ ବ୍ୟକ୍ତ ଟ୍ରେନରେ ଯାତ୍ରା କରିଥାନ୍ତି । ବିଶେଷ କରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ସହରରେ ଲୋକମାନେ ଅଧିକାଂଶ ଲୋକାଲ ଟେନର ସାହାରା ନେଇଥାନ୍ତି । ଏହା ସମୟ ସଞ୍ଚୟ କରିବା ସହ ଟ୍ରାଫିକ୍…

‘ସତ୍ୟ ସପକ୍ଷରେ ଭୋଟ୍ ଦିଅନ୍ତୁ, ମୁଁ ଆପଣଙ୍କୁ…’, ୱାୟନାଡ୍ ଉପ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେରଳ ୱାୟନାଡ୍ ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ । ସେହି ସମୟରେ ସେ ଏକ ରୋଡ୍ ଶୋ ବି କରିଥିଲେ । ସେଠାରେ ଜନସଭାକୁ ସମ୍ବୋଧିତ କରି…

ରିଲିଜ୍ ପୂର୍ବରୁ Singham Againର ଆଡଭାନ୍ସ ବୁକିଂ, ବିଦେଶରେ ଫିଲ୍ମକୁ ନେଇ ଦେଖାଦେଇଛି କ୍ରେଜ୍

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ସିଙ୍ଘମ ଅଗେନ୍ ରିଲିଜକୁ ନେଇ ବର୍ତ୍ତମାନ ୪ ଦିନ ବାକି ରହିଛି । ଏହି ଫିଲ୍ମକୁ ନେଇ ଭାରତରେ କ୍ରେଜ୍ ସାଙ୍ଗକୁ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ,…

‘ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ପାଣି ବିଲ୍ ଛାଡ଼ କରିବି’, ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଲେ କେଜରିୱାଲ

ନୂଆଦିଲ୍ଲୀ: ‘ଆମ୍ ଆଦମୀ ପାର୍ଟି(ଆପ୍) ସରକାର ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କ ସଚ୍ଚୋଟତାର ସହ ସେବା କରିଆସିଛନ୍ତି । ଏଭଳି ଅନେକ କାର୍ଯ୍ୟ ବି କରିଛି ଯାହା ଦେଶର ଅନ୍ୟ କୌଣସି ରାଜ୍ୟର ସରକାର କରିନଥିଲେ ।’…