ସ୍ୱାମୀଙ୍କୁ ‘ବୋକା’, ‘ଅଳସୁଆ’…କହିବା ପଡ଼ିଲା ମହଙ୍ଗା, ଫ୍ଲିପ୍‌କାର୍ଟର ପ୍ରୋମୋସନାଲ ଭିଡିଓକୁ ନେଇ ତେଜିଲା ବିବାଦ, ଶେଷରେ କ୍ଷମା…

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଇ- କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ(Flipkart) । ଅଧିକାଂଶ ସମୟରେ ବିଶେଷ କରି ପାର୍ବଣ ସମୟରେ ଲୋକମାନେ ଏଭଳି ଅନଲାଇନ୍ ଶପିଂ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଜିନିଷ ଅର୍ଡ଼ର କରିଥାନ୍ତି ।…

ମହକୁଛି ନିଳଗିରି ପାହାଡ଼, ୧୨ ବର୍ଷ ପରେ ଫୁଟିଲା ଦୁର୍ଲଭ ଫୁଲ, ଇଣ୍ଟରନେଟରେ ଭାଇରାଲ ହେଉଛି ଫଟୋ

ଓଡ଼ିଶା ଭାସ୍କର: ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ଅନେକ । ବେଳେ ବେଳେ ପ୍ରକୃତିରେ ଏଭଳି ଘଟଣା ଘଟିଥାଏ ଯାହା ଜୀବଜଗତକୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ତାମିଲନାଡୁର ନିଳଗିରି ପାହାଡ଼ରେ ଅସାଧାରଣ ଘଟଣା ଦେଖିବାକୁ…

ନିର୍ମଳା ସୀତାରମଣଙ୍କ ବିରୋଧରେ FIR ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ କୋର୍ଟ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବେଙ୍ଗାଲୁରୁ କୋର୍ଟ FIR ନିର୍ଦ୍ଦେଶ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍‌ସ ମାଧ୍ୟମରେ ଅର୍ଥମନ୍ତ୍ରୀ ଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ…

ଜୋମାଟୋକୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା ଆକୃତି ଚୋପଡ଼ା, ୧୩ ବର୍ଷ ପରେ ଛାଡ଼ିଲେ କମ୍ପାନୀ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭେରୀ ପ୍ଲାଟଫର୍ମ ଜୋମାଟୋ । ନିକଟରେ କମ୍ପାନୀର ସହ ପ୍ରତିଷ୍ଠାତା ଆକୃତି ଚୋପଡ଼ା ଇସ୍ତଫା ଦେଇଛନ୍ତି । ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କୁ ଇ-ମେଲ୍ ଯୋଗେ ନିଜ ଇସ୍ତଫା ବିଷରେ…

ବିନା ବାଦଲରେ ଦିଲ୍ଲୀରେ ହେବ ବର୍ଷା… ହ୍ରାସ କରିବ ପ୍ରଦୂଷଣ, ଜାଣନ୍ତୁ କୃତ୍ରିମ ବର୍ଷାରେ କେତେ ହୋଇଥାଏ ଖର୍ଚ୍ଚ ?

ନୂଆଦିଲ୍ଲୀ: ଦିଲ୍ଲୀରେ ନୂତନ ସରକାର ଗଠନ ହୋଇଛି । ଦିଲ୍ଲୀରେ ଅକ୍ଟୋବର- ନଭେମ୍ବରରେ ପ୍ରଦୂଷଣ ସ୍ତର ଶୀର୍ଷରେ ରହିଥିାଏ । ତେଣୁ ନୂତନ ସରକାର ଏହି ଋତୁରେ କୃତ୍ରିମ ବର୍ଷା(artificial rain) କରାଇବା ପାଇଁ ପ୍ରସ୍ତୁତି…

ପାର୍ବଣ ଋତୁ ପାଇଁ ଗଡ଼ିବ ୬ ହଜାର ପୂଜା ସ୍ପେଶାଲ ଟ୍ରେନ୍‌; ମିଳିବ କନଫର୍ମ ସିଟ୍‌, ଫଟାଫଟ କରିନିଅନ୍ତୁ ବୁକିଂ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ପାର୍ବଣ ଋତୁ । ଏହି ସମୟରେ ଅଧିକାଂଶ ବ୍ୟକ୍ତି ସେମାନଙ୍କ ପରିବାର ସହ ପର୍ବ ପାଳନ କରିଥାନ୍ତି । ଦୂରଦୂରାନ୍ତରେ ରହୁଥିବା ଅନେକ ବ୍ୟକ୍ତି ରେଳ ଯାତ୍ରା କରିଥାନ୍ତି । ପାର୍ବଣ ଋତୁ ଏବଂ…

୨୦ ଫୁଟ୍ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ୪ ମୃତ, ୪୩ ଆହତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଥିଲା ତୀର୍ଥଯାତ୍ରୀ ବସ୍ ।…

ୟୁପିର ଏହି ସରକାରୀ ବିଭାଗରେ ଲାଗୁ ହେଲା ଡ୍ରେସ୍ କୋଡ୍‌, ଫର୍ମାଲ ବ୍ଲେଜର ସହ ପିନ୍ଧିବେ ବ୍ୟାଜ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜସ୍ୱ ବିଭାଗ ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡକୁ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନୂତନ ଡ୍ରେସ୍ କୋଡ ପିନ୍ଧିବା ଏବଂ ବ୍ୟାଜ୍ ଭାବେ ପ୍ରତୀକ ଚିହ୍ନ ଲଗାଇବା ଦ୍ୱାରା…

ପଞ୍ଜାବ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ ! ଗୁଜବ ଭାଇରାଲ କରୁଛି ବିରୋଧୀ କହିଲେ ପ୍ରଦେଶ ମହାସଚିବ

ଚଣ୍ଡିଗଡ଼: ପଞ୍ଜାବରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ରାଜ୍ୟର ୧୩, ୨୩୭ ଗ୍ରାମପଞ୍ଚାୟତ ପାଇଁ ଆସନ୍ତା ଅକ୍ଟୋବର ୧୫ରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ଏନେଇ ବୁଧବାର ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ…

ହ୍ୟାକ୍ ହେଲା ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ, ପବ୍ଲିକ Wi-Fi ବ୍ୟବହାର କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ ?

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଆରାମରେ ଘରେ ବସି ପ୍ରାୟ ସବୁ କାମ ସହଜରେ ହୋଇପାରୁଛି । ଏହା ସହ ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଅଧିକାଂଶ…