fbpx

ନିବେଶ ପାଇଁ ଖୋଲିଲା ଷ୍ଟେନଲେ ଲାଇଫଷ୍ଟାଇଲ୍ସର IPO, ୫ ଦିନ ମଧ୍ୟରେ କରିପାରିବେ ନିବେଶ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଫର୍ଣ୍ଣିଚର ବ୍ରାଣ୍ଡ୍ କମ୍ପାନୀ ଷ୍ଟେନଲେ ଲାଇଫଷ୍ଟାଇଲର IPO ନିବେଶ ପାଇଁ ଖୋଲିଯାଇଛି । ଏହି IPO ମାଧ୍ୟମରେ କମ୍ପାନୀ ମାର୍କେଟରୁ ମୋଟ୍ ୫୩୭.୨୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଚେଷ୍ଟା…

କାହିଁକି ଉତ୍ତର ପ୍ରଦେଶରେ ହାରିଲା ବିଜେପି ? ବିଜେପି ଆଭ୍ୟନ୍ତରୀଣ ସମୀକ୍ଷାରେ ସାମ୍ନାକୁ ଆସିଲା ୫ଟି କାରଣ

ଲକ୍ଷ୍ନୌ: ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାର କାରଣ ଖୋଜିବା ପାଇଁ ବିଜେପି ପ୍ରୟାସ ଜାରି କରିଛି । ଏନେଇ ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ସୁରକ୍ଷା ମିଳିଥାଏ ? ଏହା ଅନ୍ୟ ଭିଆଇପି ସିକ୍ୟୁରିଟି ଠାରୁ କିପରି ଭିନ୍ନ

ନଆଦିଲ୍ଲୀ: ଭାରତରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ ଅନେକ ଅଭିନେତା ଏବଂ ଶିଳ୍ପପତିଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ସୁରକ୍ଷା…

UGC ନେଟ୍ ପରୀକ୍ଷା କିଏ କରନ୍ତି ଆୟୋଜନ ? ଏହାକୁ ପାସ୍ କଲେ କେଉଁ ଚାକିରି କରିବେ ଜାଣନ୍ତୁ

ଓଡ଼ିଶା ଭାସ୍କର: ବିବାଦ ପରେ ୟୁଜିସି ନେଟ୍ ହଠାତ ଏବେ ଲାଇମ୍‌ଲାଇଟରେ । ଯେଉଁମାନେ ଏହି ପରୀକ୍ଷାରେ ସିଧାସଳଖ ଜଡ଼ିତ ନୁହନ୍ତି, ସେମାନେ ବି ଏବେ ଜାଣିବାକୁ ଚାହାନ୍ତି ଏହି ପରୀକ୍ଷା କ’ଣ, କେମିତି ହୁଏ, ଏହାର ପରିଚାଳନା…

ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ସକାଳୁ ଏହି ପାନୀୟ ପିଇଲେ ମିଳିଥାଏ ଅନେକ ଫାଇଦା

ଓଡ଼ିଶା ଭାସ୍କର: ସାରା ଦେଶରେ ଏବେ ଅସହ୍ୟ ଗରମ ସହ ଗୁଳୁଗୁଳିର ଜାରି ରହିଛି । କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ…

ସୁରମା ପାଢ଼ୀ ବିଧାନସଭାର ନୂତନ ବାଚସ୍ପତି, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ବିଧାନସଭାର ନୂତନ ବାଚସ୍ପତି ଭାବେ ସୁରମା ପାଢ଼ୀ ନିର୍ବାଚିତ ହୋଇଛନ୍ତି । କାମଚଳା ବାଚସ୍ପତି ସୁରମା ପାଢ଼ୀଙ୍କୁ ନୂତନ ବାଚସ୍ପତି ଭାବେ ଘୋଷଣା କରିଛନ୍ତି…

ଏଣ୍ଟି କୋଲାଜେନ୍ ଡିଭାଇସ୍ ସିଷ୍ଟମ କ’ଣ ? ଜାଣନ୍ତୁ ଏହା ଦ୍ୱାରା ଟ୍ରେନ୍ ଦୁର୍ଘଟଣାକୁ କିପରି ରୋକା ଯାଇପାରିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦୁନିଆର ୪ର୍ଥ ସବୁଠାରୁ ବଡ଼ ରେଳ ନେଟୱାର୍କ । ପ୍ରତ୍ୟେକ ଦିନ ଲକ୍ଷାଧିକ ଯାତ୍ରୀ ଭାରତୀୟ ରେଳରେ ଯାତ୍ରା କରିଥାନ୍ତି । ଅନେକ ସମୟରେ ଭାରତରେ ରେଳ ନେଟୱାର୍କ ବ୍ୟସ୍ତ ରହିବା ଯୋଗୁଁ…

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ, ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା

ଓଡ଼ିଶା ଭାସ୍କର: ଆଜି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୬ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର…

ଜଲନ୍ଧର ପଶ୍ଚିମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ, ଆପ୍‌- ବିଜେପି ଏହି ପ୍ରାର୍ଥୀଙ୍କ ଉପରେ ଲଗାଇଛନ୍ତି ବାଜି

ଚଣ୍ଡିଗଡ଼: ପଞ୍ଜାବରେ ଜଲନ୍ଧର ପଶ୍ଚିମ(ସଂରକ୍ଷିତ) ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ବୁଧବାର କଂଗ୍ରେସ ୪ ଥର କାଉନସିଲର ତଥା ପୂର୍ବତନ ବରିଷ୍ଠ ଡେପୁଟି ମେୟର ସୁରିନ୍ଦର କୌରଙ୍କୁ…

DGCAର ବଡ଼ ପଦକ୍ଷେପ, ଏୟାରପୋର୍ଟ- ଏୟାରଲାଇନ୍ସରେ ୨୫% ମହିଳା ଷ୍ଟାଫ୍ ନିଯୁକ୍ତ କରିବା ଉଚିତ

ନୂଆଦିଲ୍ଲୀ: ଆଭିଏସନ୍ ସେକ୍ଟରର ରେଗୁଲେଟର, ଡିରେକ୍ଟର ଜେନେରାଲ ଅଫ୍ ସିଭିଲ ଆଭିଏସନ୍ (DGCA) ମହିଳାଙ୍କ ପାଇଁ ବଡ଼ ଖୁସି ଖବର ଆଣିଛି । ବୁଧବାର ଜାରି କରିଥିବା ଏକ ସର୍କୁଲାର ଅନୁଯାୟୀ ସମସ୍ତ ଏୟାରପୋର୍ଟ ଏବଂ…