HUL ଶେୟାରହୋଲ୍ଡର୍ସଙ୍କୁ ମିଳିବ ବଡ଼ ଉପହାର ! ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବ କମ୍ପାନୀ

ନୂଆଦିଲ୍ଲୀ: ବିଶିଷ୍ଟ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌(HUL) ଏହାର ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବା ନେଇ ଘୋଷଣା କରିଛି । କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି ଅକ୍ଟୋବର ୨୩ରେ ହୋଇଥିବା ବୋର୍ଡ଼…

ଏକନାଥ ଶିନ୍ଦେଙ୍କୁ କଡ଼ା ଟକ୍କର ଦେବେ କେଦାର ଦିଘେ, ତାଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଛନ୍ତି ଉଦ୍ଧବ ଠାକରେ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି) ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୬୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ରାଜ୍ୟର…

ୟୁନିୟନ ବ୍ୟାଙ୍କ ଉପରେ ଜରିମାନା, ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌(FIU) ଏହି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ଅକ୍ଟୋବର ୧କୁ ପ୍ରିଭେନସନ ଅଫ୍ ମନି…

ଦାନାର ପ୍ରଭାବରେ ଥରିଲାଣି ଅସ୍ତରଙ୍ଗ… ପାରାଦୀପ ଠାରୁ ଏତିକି କିଲୋମିଟର ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ‘ଦାନା’ ।…

ଦେଶରେ ପ୍ରଥମ ଶୁଟିଂ ଲିଗ୍ ଘୋଷଣା କଲା NRAI, ଆସନ୍ତା ମାର୍ଚ୍ଚରେ ହେବ ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ଭାରତର ଜାତୀୟ ରାଇଫଲ ସଂଘ(NRAI) ଦେଶରେ ପ୍ରଥମ ଶୁଟିଂ ଲିଗ୍ ଆୟୋଜିତ କରିବ । ଏହା କ୍ରୀଡ଼ାର ପ୍ରଥମ ଫ୍ରାଞ୍ଚାଇଜି ଆଧାରିତ ଲିଗ୍ ହେବ । ଏନେଇ NRAI ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହ ଦେବ ଏହି ପ୍ରସ୍ତାବ…

ବାତ୍ୟା ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର, ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ କହିଲେ ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶା ମୁହାଁ ବାତ୍ୟା ‘ଦାନା’ । ଭୟରେ ରାଜ୍ୟବାସୀ । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ସଜାଗ ରହିଛନ୍ତି ଜିଲ୍ଲା ପ୍ରଶାସନ । ବାତ୍ୟା ସମୟରେ…

ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପବନ ଓ ବର୍ଷା

ଓଡ଼ିଶା ଭାସ୍କର: ବାତ୍ୟା ‘ଦାନା’କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ଥଳ ଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପବନ ଓ…

ଗଣିତରେ ୨୦ ମାର୍କ ରଖିଲେ ପାସ ହେବେ ଛାତ୍ରଛାତ୍ରୀ ! ଏହି ରାଜ୍ୟରେ ଲାଗୁ ହେବ ନୂତନ ନିୟମ

ମୁମ୍ବାଇ: ସାଧାରଣତଃ ସ୍କୁଲ ଛାତ୍ରଛାତ୍ରୀ ଗଣିତକୁ ଅଧିକ ଭୟ କରିଥାନ୍ତି । ଗଣିତ ସୂତ୍ର ବୁଝିବା ଏବଂ ସମାଧାନ କରିବା ଯେମିତି ସେମାନଙ୍କ ପାଇଁ ପାହାଡ଼ର ବୋଝ ପରି ମନେ ହୁଏ । ତଥାପି ଟ୍ୟୁସନ୍ ଓ ଘରେ ମାଡ଼ ଗାଳି ଶୁଣି…

ଦୀପାବଳିରେ ଦୁର୍ଗମ ଅଞ୍ଚଳରେ ଡ୍ରୋନ୍ ପହଞ୍ଚାଇବା ଚିଠି, ଗିଫ୍ଟ…, ଡାକ ବିଭାଗ ଆରମ୍ଭ କଲା ନିଆରା ପଦକ୍ଷେପ

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବର ମଜା ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଦ୍ୱିଗୁଣିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସାଧାରଣତଃ ପର୍ବପର୍ବାଣୀ ସମୟରେ ସମସ୍ତଙ୍କ ଘରେ…

ପ୍ରିୟଙ୍କା ଗାନ୍ଧୀଙ୍କୁ ଖୁସିରେ କୁଣ୍ଢାଇଲେ ବୃଦ୍ଧା…ଉପହାରରେ ଦେଲେ ମାଳା, ସାମ୍ନାକୁ ଆସିଲା ଭାବୁକ ଭିଡିଓ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେରଲର ୱାୟନାଡ୍ ଆସନ ଛାଡ଼ିବା ପରେ କଂଗ୍ରେସ ଉପନିର୍ବାଚନରେ ଦଳର ମହାସଚିତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଇଦାନକୁ ଓହ୍ଲାଇଛି । ଏହା ପରେ ପ୍ରିୟଙ୍କା ୱାୟନାଡ଼ରେ…