(Video): ଆଲୋକ ମାଳାରେ ଝଲସୁଛି ମନ୍ଦିର, ରାସ୍ତାଘାଟ… ଜମୁଛି ଦାଣ୍ଡିଆ ନାଚ, ପାକିସ୍ତାନରେ ନବରାତ୍ରୀ ପାଳନ କରୁଛନ୍ତି ହିନ୍ଦୁ…

ନୂଆଦିଲ୍ଲୀ: ଦେଶରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ । ଏଥିପାଇଁ ଉତ୍ସବମୁଖର ଗାଁରୁ ସହର । କେଉଁଠି ଦାଣ୍ଡିଆ ନାଇଟ୍‌, ଜଗରାତା ତ ପୁଣି କେଉଁଠି ମେଳାର ଭିଡ଼ ଦେଖିବାକୁ ମିଳୁଛି । ନବରାତ୍ରୀରେ ମା’ ଭଗବତୀଙ୍କ ନଅଟି…

ଗାଡ଼ିରେ ପମ୍ପ୍ ଦେଉଥିବା ବେଳେ ଅଘଟଣ, ପ୍ରେସର ଟାଙ୍କି ଫାଟି ମିସ୍ତ୍ରୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ ନମ୍ବର ଏନ୍ଏଚ୍ ସଦର ଥାନା ଦଧିମାଛଗଡ଼ିଆ ଛକ ନିକଟରେ ଅଘଟଣ । ଏୟାର ପ୍ରେସର ଟାଙ୍କି ବିସ୍ଫୋରଣରେ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଗାଡ଼ିରେ ପମ୍ପ୍ ଦେଉଥିବା ବେଳେ…

୧୦ମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ NABARDରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆୟୁ ସୀମା ଓ ଅବେଦନ ଶୁଳ୍କ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭେଲପମେଣ୍ଟ(NABARD) ଏହାର ଅଫିସ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ…

ଫେଷ୍ଟିଭ୍ ଅଫର; ୨୦୦ଟଙ୍କା ଶସ୍ତାରେ ଜିଓ ରି- ଲଞ୍ଚ୍ କଲା ଏହି ପ୍ଲାନ୍‌, ୟୁଜର୍ସଙ୍କୁ ମିଳିବ ୧୪ ଦିନ ଅଧିକ ଭାଲିଡିଟି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ । ନିକଟରେ କମ୍ପାନୀ ମୋବାଇଲ ରିଚାର୍ଜ ଶୁଳ୍କ ମୂଲ୍ୟରେ ବୃଦ୍ଧି କରିଥିଲା । ଜୁଲାଇ…

IND vs BAN: ଆଜି ୨ୟ ଟି-୨୦ ମ୍ୟାଚ୍, ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷରେ ଭାରତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ- ବାଂଲାଦେଶ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ କମାଲ ପ୍ରଦର୍ଶନ କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ…

ରାଜ୍ୟ ପୋଲିସ କର୍ମୀ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା, ଥାନାରେ ଆଚରଣ ପାଇଁ ଜାରି ହେବ SOP

ଭୁବନେଶ୍ୱର: ନିକଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ପୋଲିସର ଅମାନବୀୟ ଆଚରଣକୁ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର । ଥାନାରେ ସେନା କର୍ମଚାରୀମାନଙ୍କ ପ୍ରତି ପୋଲିସର ଆଚରଣ ଓ ଆଭିମୁଖ୍ୟ କିଭଳି ରହିବ ସେଥିପାଇଁ…

ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମିଳିଛି ଅନୁମୋଦନ

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାପ୍ରଭୁଙ୍କ…

କୁନି ମୁହଁରେ ଅନର୍ଗଳ ଶ୍ଳୋକ… ଖେଳକୁଦ ବୟସରେ ଇଶ୍ୱରଙ୍କ ଠାରେ ମନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇ ଚର୍ଚ୍ଚାରେ ସାଇରାଜ

ଓଡ଼ିଶା ଭାସ୍କର: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଖେଳକୁଦ କରିବା ବୟସରେ ବୋଲୁଛନ୍ତି ଭଗବାନଙ୍କ ଶ୍ଲୋକ । ଗଷେଣ ବନ୍ଦନା, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ସରସ୍ୱତୀ ବନ୍ଦନା । ସବୁ ଯେମିତି ଜିଭ ଅଗରେ । ଆଉ ଏଥି ପାଇଁ…

୩୦ ଗ୍ରାମ ସୁନା, ୩ଟି ଦାମି କାର….୬ ମାସରେ ହରିୟାଣାର ନାୟକ ସାଜିଲେ ନାୟବ ସିଂ ସୈନୀ, ଜାଣନ୍ତୁ ତାଙ୍କର ନେଟ୍ ୱର୍ଥ

ନୂଆଦିଲ୍ଲୀ: ଆଜି ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବା ଚିତ୍ର ସ୍ପଷ୍ଟ ହୋଇଛି । ହରିୟାଣାରେ ନାୟବ ସିଂ ସୈନୀଙ୍କ ନେତୃତ୍ୱରେ ଲଢ଼ାଯାଇଥିବା ଏହି…

ଅନ୍ୟକୁ କରନ୍ତି ମେଣ୍ଟାଲି ସପୋର୍ଟ, ପ୍ରତିକୂଳ ପରିସ୍ଥିତିରେ ସହଜରେ ମାନନ୍ତିନି ହାର, ଜାଣନ୍ତୁ ମାଚ୍ୟୋର ବ୍ୟକ୍ତିଙ୍କ ୫ଟି ଲକ୍ଷଣ

ଓଡ଼ିଶା ଭାସ୍କର: ପ୍ରଥମ ଥର ପାଇଁ କାହାକୁ ଭେଟିଲେ ଆମେ ପର୍ସନାଲିଟି ଆଧାରରେ ସେହି ବ୍ୟକ୍ତିଙ୍କୁ ଜଜ୍ କରିଥାଉ । ଏହା ସେମାନଙ୍କ ଆଚରଣ ବିଷୟରେ ଅନେକ କିଛି କହିଥାଏ । ସେଥିମଧ୍ୟରୁ ଅନେକ ଇନ୍ଟ୍ରୋଭର୍ଟ ଥିବା ବେଳେ…