(Video): ଏମିତି ବି ଚା’ ହୁଏ ! ନାଲି ରଂଗ ଡ୍ରିଙ୍କ୍ ମିଶ୍ରଣ କରି ପ୍ରସ୍ତୁତ କଲେ ସ୍ପେଶାଲ ଚାହା, ଭିଡିଓ ଦେଖି ତାତିଲେ ୟୁଜର୍ସ
ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ସକାଳେ ଉଠିବା ପରେ ଚାହା ପିଇବାକୁ ପସନ୍ଦ କରିଥାନ୍ତି । ସକାଳୁ ସକାଳୁ ଚାହା ଟିକିଏ ପିଇଦେଲେ ଯେମିତି ଫୁର୍ତ୍ତି ଅନୁଭବ ହୁଏ । ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ କ୍ଷୀର ଚାହା, ନାଲି…