RCB ର ଭାଗ୍ୟ ବଦଳାଇଲେ ପ୍ରେମାନନ୍ଦ ମହାରାଜ, ବିରାଟ-ଅନୁଷ୍କାଙ୍କୁ ଦେଇଥିଲେ ଏହି ପରାମର୍ଶ…
ନୂଆଦିଲ୍ଲୀ: 18 ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଶେଷରେ ପଞ୍ଜାବ କିଙ୍ଗ୍ସ (PBKS) କୁ ପରାସ୍ତ କରି ପ୍ରଥମ IPL ଟାଇଟଲ ଜିତିଛି। IPL 2025 ର ଫାଇନାଲ ମ୍ୟାଚ୍ ବହୁତ…