ବୋତଲ ଠିପି ଖୋଲିଦେଲା ବେବଫା ସ୍ତ୍ରୀର ରାଜ୍; ପ୍ରେମିକ ସହ ମିଶି କଲା ହତ୍ୟା, ଛାତି ଥରାଇ ଦେବ ଏ କାହାଣୀ

ବେଙ୍ଗାଲୁରୁ: ବୋତଲ ଠିପି, ଚପଲ ଖୋଲିଲା ହତ୍ୟାର ରହସ୍ୟ । ବ୍ୟକ୍ତିଙ୍କ ମୃତ୍ୟୁରେ ଯିଏ ବେଶି କାନ୍ଦୁଥିଲା, ସେ ହିଁ ବାହାରିଲା ହତ୍ୟାକାରୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ ।…

ଘରୋଇ କଳିର କରୁଣ ପରିଣତି, ବାପା-ମା ଟଣାଟଣିରେ ତଳେ ପଡ଼ିଲା ଛୁଆ, ଚାଲିଗଲା ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କ ଝଗଡ଼ାରେ ତଳେ ପଡ଼ି ଦୁଇ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇଛି । ସେପଟେ ଶ୍ବଶୁର ଘର ଲୋକେ ସ୍ବାମୀ ଉପରେ ନିର୍ଦ୍ଦୋଶ ଶିଶୁକୁ…

BIG Breaking: ବିଜେଡିରୁ ବିଦା ହେଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ବଡ଼ ଖବର । ବିଜୁ ଜନତା ଦଳରୁ ବିଦା ହେଲେ ଅମରେଶ ଜେନା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଷ୍କର୍ମ ମାମଲାରେ ଫସିଥିବା ଅମରେଶ…

ରାତିରାତି କୋଟିପତି ହେବା ନିଶା; ଘରେ ଚାଲିଥିଲା ଦୋକାନ, ଖଟାଖଟ ଛପା ହେଉଥିଲା ନୋଟ୍, ସତ ଜାଣିଲେ ଉଡ଼ିଯିବ ହୋସ୍

କୋଲକାତା: ପଶ୍ଚିମବଙ୍ଗର ହୁଗୁଳିରେ ଅନଲାଇନ୍ ସାଇବର ଠକେଇ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ମହମ୍ମଦ ଅଫସର। ପୋଲିସ ଅଭିଯୁକ୍ତଙ୍କଠାରୁ ଅନେକ ମୋବାଇଲ୍…

ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଗୁରୁତର, ସିଡ଼ି ନିକଟରେ ଘଟିଛି ଦୁର୍ଘଟଣା

ଉତ୍ତରାଖଣ୍ଡ: ହରିଦ୍ବାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ । 25 ରୁ 30 ଜଣ ଆହତ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗୁରୁତର ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର…

ଭାରତ ଇତିହାସରେ ପ୍ରଥମ: ସେନାକୁ ମିଳିଲା ‘ଲିଗାଲ ଲାଇଫ୍ ଲାଇନ୍’

ନୂଆଦିଲ୍ଲୀ: ଭାରତର ଇତିହାସରେ ପ୍ରଥମ। ସୈନିକମାନଙ୍କୁ ଏବେ ଆଇନଗତ ମିଳିବ ଆଶ୍ୱସ୍ତି । ସୈନିକଙ୍କ ପରିବାରକୁ ଏବେ ସକ୍ରିୟ ଭାବରେ ଆଇନଗତ ସହାୟତା ଯୋଗାଇ ଦିଆଯିବ। NALSA ବୀର ପରିବାର ସହାୟତା ଯୋଜନା 2025 ନାମକ ନୂତନ…

ଘରେ ଏକା ଅଛନ୍ତି; ଆଉ ହଠାତ୍ ଆପଣଙ୍କୁ ହୃଦଘାତ ହେଲା, ଏପରି ପରିସ୍ଥିତିରେ ଆପଣ କ’ଣ କରିବେ?

ଓଡ଼ିଶା ଭାସ୍କର: ଆଜିକାଲି ହୃଦଘାତ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନାହିଁ ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ମାମଲା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧି ପାଉଛି । ଆପଣ ଦେଖିଥିବେ କେତେବେଳେ ଜିମ୍‌ରେ ହୃଦଘାତ ଯୋଗୁଁ…

Eng vs Ind: ୫୪ ବର୍ଷ ୪ ମାସ, ଶୁଭମନ-କେଏଲଙ୍କ ଯୋଡ଼ି କଲେ ଚମତ୍କାର, ଇଂଲଣ୍ଡ ମାଟିରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନରେ ଭାରତର ଜବରଦସ୍ତ ଏଣ୍ଟ୍ରି । ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ କେଏଲ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ…

ଚାରିଆଡ଼େ ଧୂଆଁ, ଶୁଭୁଛି ଖାଲି ଚିତ୍କାର: ପୁଣି ବିମାନରେ ଲାଗିଲା ନିଆଁ, ଥିଲେ 179 ଯାତ୍ରୀ, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ

ଆମେରିକା: ଡେନଭର ବିମାନବନ୍ଦରରେ ବଡ଼ ଅଘଟଣ । ବିମାନର ଲାଣ୍ଡିଂ ଗିୟରରେ ଲାଗିଲା ନିଆଁ । ଏହା ପରେ ଚାରିଆଡ଼େ ଖାଲି ଧୂଆଁ ଧୂଆଁ, ଆଉ ଶୁଭୁଥିଲା ଲୋକଙ୍କର ଆକୂଳ ଚିତ୍କାର । ସେତିକିବେଳେ ବିମାନରେ ଥିଲେ ୧୭୩ ଜଣ ଯାତ୍ରୀ…

ଆଜି ହରିୟାଳୀ ତିଜରେ ଏହି 5 ରାଶିର ବଦଳିବ ଭାଗ୍ୟ, ଅକସ୍ମାତ ହେବ ଧନ ଲାଭ

ଓଡ଼ିଶା ଭାସ୍କର: ଆଜି ରବିବାର, ଶ୍ରାବଣ ଶୁକ୍ଳ ପକ୍ଷର ତୃତୀୟା ତିଥି। ଆଜି ରାତି ୧୦:୪୩ ପର୍ଯ୍ୟନ୍ତ ତୃତୀୟା ତିଥି ରହିବ। ଆଜି ମଧ୍ୟ ରାତ୍ର  ୩:୧୩ ପର୍ଯ୍ୟନ୍ତ ବରିୟାନ ଯୋଗ ରହିବ। ଆଜି ମାଘ ନକ୍ଷତ୍ର ଅପରାହ୍ନ ୪:୨୩…