ବିଷାକ୍ତ ଦୟା ନଦୀ ପାଣି, ବ୍ୟବହାର ନକରିବାକୁ ଦିଆଗଲା ପରାମର୍ଶ

ପୁରୀ: କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା । ଦୟାନଦୀ ପାଣି ବ୍ୟବହାର ନ କରିବାକୁ ଦିଆଗଲା ପରାମର୍ଶ । ଗାଡ଼ିଆ-କୂଅ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି । ଭୟ ନକରିବାକୁ ଗାଁ ଲୋକଙ୍କୁ କହିଲେ ସିଡିଏମଓ । ତେବେ…

ଆଜିଠୁ ଚୀନ-ନେପାଳ ମଧ୍ୟରେ ଥିବା ସବୁ ସମ୍ପର୍କର The End, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ସରିଗଲା ନେପାଳ-ଚୀନ ମଧ୍ୟରେ ସବୁ ସମ୍ପର୍କ । ଏବେ ଆଉ ନେପାଳ ଲୋକ ଚୀନ ଯାଇପାରିବେନି କି ଚୀନର ନେପାଲ ଆସିପାରିବେନି । କାରଣ ଦୁଇ ଦେଶକୁ ଯୋଡୁଥିବା ଏକମାତ୍ର ସେତୁ ବା ବ୍ରିଜ୍ ବନ୍ୟାରେ ଭାସିଯାଇଛି ।…

ଟେକ୍ସାସରେ ଭୟଙ୍କର ବନ୍ୟା; 100ରୁ ଅଧିକ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ  ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟାସ୍ଥିତି। ବର୍ତ୍ତମାନ ସୁଦ୍ଧା 104ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସେହିପରି ଅନେକ ଲୋକ ଏବେ ବି ନିଖୋଜ ରହିଛନ୍ତି । ଟେକ୍ସାସ ପ୍ରଶାସନ ପକ୍ଷରୁ…

ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ, OAS ଅଫିସରଙ୍କୁ କଲେ ଟାର୍ଗେଟ୍

ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ କଲେ । OAS ଅଫିସରଙ୍କ ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ  …

ଆମେରିକାରେ 56ତମ OSA ବାର୍ଷିକ ସମ୍ମିଳନୀ, ଉଦବୋଧନ ଦେଲେ ପ୍ରଖ୍ୟାତ ବୈଜ୍ଞାନିକ ଏବଂ ସମାଜସେବୀ ଡକ୍ଟର ଏସ.କେ. ଦାଶ

ଭୁବନେଶ୍ୱର:ଆମେରିକାରେ ଡାଲାସରେ 56ତମ OSA ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କର ସର୍ବବୃହତ ଏବଂ ସଂରଚିତ ସଂଗଠନ ହେଉଛି ଓଡ଼ିଶା ସୋସାଇଟି ଅଫ ଦି ଆମେରିକା (OSA) । ତେବେ…

ଯୁଦ୍ଧ ହେଲେ ଏହି ଶତ୍ରୁ ଦେଶ ଛାଡ଼ିବ ବିପଜ୍ଜନକ ଭାଇରସ, ଚିନ୍ତାରେ ସାରା ବିଶ୍ବ …

ଓଡ଼ିଶା ଭାସ୍କର: ଗତ କିଛି ବର୍ଷ ମଧ୍ୟରେ, ଜୈବିକ ଅସ୍ତ୍ରକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢିବାରେ ଲାଗିଛି । ବିଶେଷକରି କୋଭିଡ୍-19 ଭଳି ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । କିନ୍ତୁ ଏବେ ଆଉ ଏକ ଆଶଙ୍କା…

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି; 7ରେ ନାମାଙ୍କନ, 8ରେ ଫଳାଫଳ

ଭୁବନେଶ୍ବର: ଜୁଲାଇ 8ରେ ଓଡ଼ିଶା ବିଜେପି ପାଇବ ନୂଆ ମୁଖିଆ । ଘୋଷଣା ହେବ କିଏ ହେବେ ବିଜେପି ସଭାପତି । ଏନେଇ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ନିର୍ବାଚନ ପାଇଁ…

ସୋସିଆଲ ମିଡିଆରେ ଭ୍ୟୁଜ୍ କ୍ରେଜ୍: ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ, ଆଉ ତା’ପରେ…

ବୌଦ୍ଧ: ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁଜ୍ ନିଶାରେ ଏବେ ଯୁବପୀଢୀ । ଫେମସ ହେବାର ନିଶା ଯେ କେତେ ଭୟଙ୍କର ହୋଇପାରେ ତାର ଆଶ୍ଚର୍ଯ୍ୟଜନକ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ତିନି ଜଣ ନାବାଳକ ଏକ…

ଇଂଲଣ୍ଡରେ ‘ବୈଭବ’ ବିସ୍ଫୋରଣ: ଭାଙ୍ଗିଲେ 12 ବର୍ଷର ପୁରୁଣା ରେକର୍ଡ, ବାବର ଆଜମଙ୍କୁ ବି ପଛରେ ପକାଇଲେ

ନୂଆଦିଲ୍ଲୀ: ଇଂଲଣ୍ଡରେ ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ। ଭାରତ ଅଣ୍ଡର 19 ପାଇଁ ଖେଳୁଥିବା 14 ବର୍ଷୀୟ ଜଣେ ପ୍ରତିଭାଶାଳୀ ବ୍ୟାଟର ବୈଭବ ଇଂଲଣ୍ଡ ଅଣ୍ଡର ୧୯ ଦଳ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ।…

‘ଆମେରିକା ପାର୍ଟି’-ମସ୍କଙ୍କ ନୂଆ ରାଜନୈତିକ ଦଳ, ପଲିଟିକାଲ ମୈଦାନରେ ଟ୍ରମ୍ପଙ୍କୁ ଦେବେ ସିଧା ଟକ୍କର

ନୂଆଦିଲ୍ଲୀ: ଆମେରିକାର ୨୪୯ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁ ଚର୍ଚ୍ଚିତ "One Big Beautiful" ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହି ସମୟରେ, ତାଙ୍କର ପୂର୍ବତନ ସହଯୋଗୀ ତଥା ଶିଳ୍ପପତି…