ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା; ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଆଗାମୀ 12 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ 12 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।…

ଆଜି ଖୋଲିବ ହୀରାକୁଦର 12ଟି ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ । ଜଳଭଣ୍ଡାରରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ସକାଳ 10ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର 7…

ଶୋଇବା ପୂର୍ବରୁ ମାତ୍ର ଗୋଟିଏ ଚାମଚ ଘିଅ ସହିତ ପିଅନ୍ତୁ ଉଷୁମ ପାଣି, କମିଯିବ…

ଓଡ଼ିଶା ଭାସ୍କର: ଜେଜେମାଆଙ୍କ ଅମଳରୁ ଘିଅଖାଇବାକୁ ପରାମର୍ଶ ଦିଆଯାଇ ଆସୁଅଛି । ଲୋକମାନେ ପ୍ରାୟତଃ ମୋଟାପଣକୁ ଘିଅ ସହିତ ଯୋଡ଼ି ଥାଆନ୍ତି । କିନ୍ତୁ ଯଦି ଘିଅକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରାଯାଏ,…

ଆଜି ଦେବଶୟନୀ ଏକାଦଶୀ; ପାଠ କରନ୍ତୁ ଏହି ଶ୍ଳୋକ, ମିଳିବ ଭଗବାନ ବିଷ୍ଣୁଙ୍କ କୃପା

ଓଡ଼ିଶା ଭାସ୍କର: ଆଜି 6 ଜୁଲାଇ 2025, ଆଷାଢ଼ ମାସର ଶୁକ୍ଳ ପକ୍ଷର ଏକାଦଶୀ ପାଳନ କରାଯାଉଛି । ଏହାକୁ ଦେବଶୟନୀ କିମ୍ବା ହରିଶୟନୀ ଏକାଦଶୀ ମଧ୍ୟ କୁହାଯାଏ । କାରଣ ଏହି ତିଥି ପରେ, ଭଗବାନ ବିଷ୍ଣୁ 4 ମାସ ପାଇଁ ଗଭୀର…

ସିଂହଦ୍ବାରରେ ଲାଗିଲା ତିନିରଥ; ଆଜି ଶ୍ରୀଜିଉଙ୍କ ସୁନାବେଶ, ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର

ପୁରୀ: ରଥ ଉପରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ 5ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହେବ । ରାତି 11 ଟା…

ସୁନାବେଶ ଦିନ ଏହି ୪ ରାଶି ଉପରେ ଧନ ବର୍ଷା କରିବେ କୁବେର, ରହିବ ଜଗନ୍ନାଥଙ୍କ କୃପା

ଓଡ଼ିଶା ଭାସ୍କର: ଆଜି ଜୁଲାଇ 6 ତାରିଖ 2025 । ଆଜି ମହାପ୍ରଭୁଙ୍କ ସୁନାବେଶ । ଆଜିର ଦିନରେ କେଉଁ ରାଶିର ଭାଗ୍ୟ ହେବ ଉଦୟ, ଏବଂ କେଉଁ ରାଶି ରହିବେ ସତର୍କ, ଜାଣନ୍ତୁ... ମେଷ- ରାଶିକୁ ଘାତ ଚନ୍ଦ୍ର । ଆଖି ସହିତ…

ରାମ-ସୀତାଙ୍କୁ ଖୋଜିବାକୁ ବାହାରିଥିଲା ପୋଲିସ; କିନ୍ତୁ ମିଳିଗଲେ ଶ୍ରୀକୃଷ୍ଣ, ଚୋରିର ଆଶ୍ଚର୍ଯ୍ୟଜନକ କାହାଣୀ

ବିହାର: କଟିହାରରେ ଚୋରୀର ଏକ ଆଶ୍ଚର୍ଯ୍ୟଜନକ କାହାଣୀ ସାମ୍ନାକୁ ଆସିଛି । କଟିହାରରେ କୋଢ଼ା ଉପଖଣ୍ଡ ଅଞ୍ଚଳରେ ଭଗବାନଙ୍କ ମୂର୍ତ୍ତି ଚୋରିର ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ମୂର୍ତ୍ତି ଚୋରି ମାମଲାରେ ଏକ ଗ୍ୟାଙ୍ଗର…

ଡେଲିଭରି ବଏ ଦୁଷ୍କର୍ମ ମାମଲାରେ ବଡ଼ ଖୁଲାସା: ଅଭିଯୁକ୍ତ ହେଉଛନ୍ତି ପୀଡିତାଙ୍କର ବନ୍ଧୁ, ପୀଡିତା ନିଜେ…

ମହାରାଷ୍ଟ୍ର: ପୁଣେରେ ଜଣେ IT ପ୍ରଫେସନାଲଙ୍କ ସହିତ ଦୁଷ୍କର୍ମ ମାମଲା ଏବେ ନୂଆ ମୋଡ଼ ନେଇଛି । ଦୁଷ୍କର୍ମ କରିଥିବା ଡେଲିଭରି ବଏ ହେଉଛନ୍ତି ପୀଡିତାଙ୍କର ବନ୍ଧୁ । ପୋଲିସର କହିବା ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣକ…

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ପୂଜାର୍ଚ୍ଚନା ପରେ 6 ଟି ଗେଟ୍ ଖୋଲାଯିବ

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦର 6 ଗେଟ୍ । କଲମା ଗେଟ ଖୋଲିବାରୁ ଜଳସ୍ତର ବଢିଛି । ପୂଜାର୍ଚ୍ଚନା ପରେ ହୀରାକୁଦର 6 ଟି ଗେଟ୍ ଖୋଲାଯିବ । ଗେଟ ଖୋଲାଯିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ସୁଶିଲ ବେହେରାଙ୍କ ସୂଚନା ।…

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ, ହସ୍ପିଟାଲରୁ ସିଧା ଯିବେ ଦିଲ୍ଲୀ ବାସଭବନ

ମୁମ୍ବାଇ: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ । ମୁମ୍ବାଇ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସର୍ଭିକାଲ ଆର୍ଥାଇଟିସର ହୋଇଛି ଅସ୍ତ୍ରୋପଚାର । ତେବେ…