ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ
କାନପୁର: ଇତିହାସ ରଚିଲେ ସବ୍ ଲେଫ୍ଟନାଣ୍ଟ ଆସ୍ଥା ପୁନିଆ । ଭାରତୀୟ ନୌସେନାର ପ୍ରଥମ ମହିଳା ଫାଇଟର ପାଇଲଟ ହେଉଛନ୍ତି ଆସ୍ଥା । ଏବେ ସେ ଉଡ଼ାଇବେ ଯୁଦ୍ଧ ବିମାନ । ହଜିବ ଶତ୍ରୁଙ୍କ ନିଦ । ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା…