ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ…

ଭୟଙ୍କର ହେବ ଯୁଦ୍ଧ, ପାକିସ୍ତାନ ସମର୍ଥନରେ ବାହାରିଲା 57 ଦେଶ, ପଢନ୍ତୁ ଭାରତକୁ ନେଇ କଣ କହିଲେ…

ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ (OIC)ର ଦୁଇଦିନିଆ ବୈଠକ ଅନୁଷ୍ଠତ ହୋଇଯାଇଛି । ଯେଉଁଠି ପାକିସ୍ତାନ ସମର୍ଥନରେ ବାହାରିଛନ୍ତି 57ଟି ଦେଶ । 57 ମୁସଲିମ୍ ଦେଶର ସଂଗଠନ ଓଆଇସିର…

ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା 3000ଟି ଯାନବାହନ ବୋଝେଇ ମାଲବାହୀ ଜାହାଜ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରେ ବୁଡ଼ିଗଲା ମାଲବାହୀ ଜାହାଜ । 800 ଇଲେକ୍ଟ୍ରିକ ଗାଡ଼ି ସହ 3000 ଗାଡ଼ି ନେଇ ଯାଉଥିବା ଜାହାଜ ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି । ତେବେ ପ୍ରଶାନ୍ତ ମହାସାଗରରେ ନିଆଁ…

ଶତ୍ରୁଙ୍କ ନିପାତ ପାଇଁ ଆସିଲା ବ୍ରହ୍ମାସ୍ତ୍ର, DRDO-ARDE ଆଣିଲା ନୂଆ କାର୍ବାଇନ ବନ୍ଧୁକ

ନୂଆଦିଲ୍ଲୀ: ନୂଆ କାର୍ବାଇନ ଆଣିଲା ପୁନେ ସ୍ଥିତ DRDO-ARDE । କ୍ଲୋଜ କ୍ବାର୍ଟର ବ୍ୟାଟଲ(CQB) କାର୍ବାଇନ ଆଣିଲା । ଭାରତୀୟ ସେନାବାହିନୀର ଅପରେସନାଲ କାମ ପାଇଁ ଲାଗିବ । ବିଶେଷ କରି ସହରୀ ଯୁଦ୍ଧ, ଆତଙ୍କୀ ବିରୋଧୀ…

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍, ଏଥର ଶ୍ରୀକ୍ଷେତ୍ର ଜଗିବେ 200 ପ୍ଲାଟୁନ୍ ଫୋର୍ସ

ପୁରୀ: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା…

ଅର୍ଥବିଭାଗର ସ୍ପଷ୍ଟୀକରଣ: HDFC, ICICI, AXIS ବ୍ୟାଙ୍କ ସହ ଜାରି ରହିବ ସରକାର ନେଣଦେଣ

ଭୁବନେଶ୍ବର: HDFC, ICICI, AXIS ବ୍ୟାଙ୍କ ନେଇ ଅର୍ଥବିଭାଗର ସ୍ପଷ୍ଟୀକରଣ । ଏହି 3 ବ୍ଯାଙ୍କ ସହ ସରକାର ନେଣଦେଣ ଜାରି ରହିବ । ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ । ଏହି 3 ବ୍ଯାଙ୍କ…

ସମିତି ସଭ୍ୟ ଦେବେନ୍ଦ୍ର ଧରୁଆଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଳାହାଣ୍ଡି: କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟଙ୍କ ଆତ୍ମହତ୍ୟା । ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ…

ଛାତ୍ରଙ୍କ ପାଇଁ ବଦଳିଲା ଆମେରିକା ଭିସା ନିୟମ, ସୋସିଆଲ୍ ମିଡିଆ ଆକାଉଣ୍ଟ ହେବ ‘ସାର୍ବଜନୀନ’

ନୂଆଦିଲ୍ଲୀ: ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲା ଭାରତରେ ଥିବା ଆମେରିକୀୟ ଦୂତାବାସ । ଏଣିକି ଆଉ ରହିବନି ପ୍ରାଇଭେସୀ । ଯେଉଁମାନେ ନନ୍-ଇମିଗ୍ରାଣ୍ଟ ଭିସା ପାଇଁ F, M  କିମ୍ବା J…

EPFO ସଦସ୍ୟଙ୍କ ପାଇଁ ଖୁସି ଖବର, ଅଟୋ-ସେଟେଲମେଣ୍ଟ ଲିମିଟ୍ 5 ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର । EPFO ଅଗ୍ରିମ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା EPFO ସଦସ୍ୟମାନଙ୍କୁ ବିଶେଷକରି ଜରୁରୀ ଆବଶ୍ୟକତା ସମୟରେ…

ଗୋଷ୍ଠୀ ସଂଘର୍ଷ: ମା’କୁ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ବାରିପଦା: ଟାଉନ ଥାନା କାଳୀକାପୁର ଅଞ୍ଚଳରେ ଗୁଳିମାଡ଼ । ବାରିପଦା ସହରରେ ଗୁଳି ଫୁଟିବା ସହ ବୁଲିଲା ଖଣ୍ଡା । ମାଆକୁ ଖଣ୍ଡାରେ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଫଳରେ ହସ୍ପିଟାଲରେ ଚିକିତ୍ସାଧୀନ…