ଆଜି ଏହି ରାଶିମାନଙ୍କ ଉପରେ ହେବ ଶନିଦେବଙ୍କ କୃପା, ପଢନ୍ତୁ ଆଜିର ରାଶିଫଳ…

ମେଷ ରାଶି: ଆଜି ଆପଣଙ୍କ ଦିନଟି ଖୁସିରେ କାଟିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାର ଫଳାଫଳ ଆସିବ। କଳା ଏବଂ ଗଣମାଧ୍ୟମ ସହିତ ଜଡିତ ଲୋକଙ୍କୁ ଆଜି ନୂତନ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ଅଫିସରେ…

ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ, ସାରା ବିଶ୍ବ ଦେଖିବ ଭାରତୀୟ, କଳା, ସଂସ୍କୃତି, ଐତିହ୍ୟ

ନୂଆଦିଲ୍ଲୀ: କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନୀତା ଅମ୍ବାନୀ । NMCCର ପ୍ରତିଷ୍ଠାତା ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ତଥା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଣି ଏକ ବଡ଼…

ୟେ କି ଚମତ୍କାର ! 12 ମହଲାରୁ ଖସି ବି ମହିଳା ଜୀବିତ

ନୂଆଦିଲ୍ଲୀ : କଥାରେ ଅଛି, “ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ” । ଅର୍ଥାତ୍ ଭଗବାନ ଯାହାକୁ ରକ୍ଷା କରନ୍ତି, ତାର କେହି କିଛି ବି କରିପାରନ୍ତି ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

ଛାଡ଼ି ପଳାଇଲା ସ୍ତ୍ରୀ, ମଧ୍ୟସ୍ତିକୁ ମାରିଦେଲା ସ୍ବାମୀ

ମାଙ୍ଗାଲୁରୁ: ବିବାହ ଭାଙ୍ଗିବାରୁ 50 ବର୍ଷିୟ ମଧ୍ୟସ୍ତିଙ୍କୁ ଛୁରୀ ଭୁସୀ ହତ୍ୟା କଲା ଯବୁକ । ଏଭଳି କାଣ୍ଡ ଘଟିଛି ମାଙ୍ଗାଲୁରୁ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଭାଲାଚିଲ ଅଞ୍ଚଳରେ । ମୃତକ ହେଲେ ଭାମାନଜୁରର…

ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରର ହେବ ପୁନର୍ବାସ

 ପୁରୀ: ମଠ, ମନ୍ଦିର ପୁନଃ ସ୍ଥାପିତ କରିବେ ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ, ମନ୍ଦିର ହେବ ପୁନର୍ବାସ । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, 19 ଟି ମଠକୁ…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ୍

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାତିରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । କାଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାପରେ 25 ରେ ଏନଡିଏ…

ଜୁନ୍‌ ୩ ରେ କୋଟିଆ କମିଟିର ପ୍ରଥମ ବୈଠକ, ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ବର: ଜୁନ୍ 3 ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ‘କୋଟିଆ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ବଳ୍ପ…

ସହଦେବ ନାୟକ ହତ୍ୟା ମାମଲା: ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ନାୟକ ହତ୍ୟାକାଣ୍ଡ ମାମଲାରେ ଆକ୍ସନ୍ । କମିଶନରେଟ୍ ପୋଲିସ ଏବଂ ବିଏମସି ପକ୍ଷରୁ ମିଳିତ ଭାବରେ ନିଆଗଲା ଆକ୍ସନ । ହତ୍ୟା ମାମଲାରେ ସଂପୃକ୍ତ…

ସତ୍ୟପାଲଙ୍କ ଦୁଇଟି ଯାକ କିଡନୀ ଫେଲ୍, ଫଟୋ ପୋଷ୍ଟ କରି କହିଲେ ଏମିତି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ…

ଆମେରିକାକୁ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.2 ମାଗ୍ନିଚ୍ୟୁଡ୍‌

ୱାଶିଂଟନ: ପୁଣିଥରେ ଆମେରିକାକୁ ପ୍ରକୃତିର ଝଟକା । । ସକାଳ 9.27 ରେ ଭୂମିକମ୍ପରେ ଦୋହଲିଲା ଆମେରିକାର ତିବ୍ବତ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଥିବା ମାପ କରାଯାଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର୍…