ବେଦାନ୍ତ ’ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ

ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ୟ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ…

ବର୍ଷର ପ୍ରଥମ ଦିନରେ ଏକ ସାଧାରଣ ଜିନିଷ ବାନ୍ଧିଲେ, ଦୂର ହେବ ଆର୍ଥିକ ଅନଟନ

ଓଡିଶା ଭାସ୍କର- ଆଉ ହାତରେ ଗୋଟିଏ ଦିନ । ଆସିବ ନୂଆ ବର୍ଷ । ନୂଆ ବର୍ଷରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ଜୀବନରେ ଭରିଦେବ ସୁଖ ଓ ସମୃଦ୍ଧି । ଏଥିପାଇଁ ଏକ ସାଧାରଣ କଥାକୁ ଆପଣାନ୍ତୁ । ଦେଖିବେ ସବୁ ଅଭାବ ଦୂର ହୋଇଯିବ ଓ ନୂଆ…

ଆରମ୍ଭ ହୋଇଗଲା ଖ୍ରୀଷ୍ଟମାସ, ଏହି ଦିନ ସବୁ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ- ଆସନ୍ତା କାଲି ଖ୍ରୀଷ୍ଟମାସ । ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏଥିପାଇଁ ଆରବିଆଇ ତରଫରୁ ବ୍ୟାଙ୍କ ଛୁଟି ଘୋଷଣା ହୋଇଛି । ବରଂ ସୋମବାର ଠାରୁ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ଆରମ୍ଭ ହୋଇଯାଇଛି ।…

(Video) ୟୁଟ୍ୟୁବର ରୂପା-ପିଣ୍ଟୁଙ୍କୁ ଅର୍ଥ ଲଗାଣକାରୀ ସଂସ୍ଥାର ନାଲିଆଖି

ଭୁବନେଶ୍ୱର- ରୂପା ଓ ପିଣ୍ଟୁଙ୍କ ଘରେ ରେଡ । ଫାଇନାନ୍ସ ରେଡ ହୋଇଛି ରୂପା ପିଣ୍ଟୁଙ୍କ ଘର ଉପରେ । ତେବେ କାହିଁକି ହୋଇଛି ଏହି ରେଡ? ତାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ । ତେବେ ଏହି ରେଡ ବେଳେ ଫାଇନାନ୍ସ କର୍ମଚାରୀଙ୍କ…

ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ

ପୁରୀ- ଜଗନ୍ନାଥ କ୍ଷେତ୍ରରେ ମୁକୁଳା ସାଜିଛି ମରଣ ଯନ୍ତା । ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ…

(Breaking) ନୂଆ ବର୍ଷରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି, କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଲା ପ୍ଲଟିଂକୁ ନେଇ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ…

୧୨ କ୍ରିକେଟରଙ୍କ ସନ୍ୟାସ ଘୋଷଣା ପରେ ୨୦୨୪, ଭାରତର ‘Retirement Eleven’

ନୂଆଦିଲ୍ଲୀ- ୨୦୨୪ ଭାରତୀୟ କ୍ରିକେଟ ପାଇଁ କଭି ଖୁସି, କଭି ଗମର ବର୍ଷ । ଏହି ବର୍ଷ ଟିମ ଇଣ୍ଡିଆ ଟି-୨୦ ୱାର୍ଲଡ କପ ଜିତିଥିବା ବେଳେ କିନ୍ତୁ ଏହି ବର୍ଷ ୧୨ ଷ୍ଟାର ଖେଳାଳି କ୍ରିକେଟକୁ ଅଲବିଦା କହିଛନ୍ତି ।…

ପୁଣି ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭାଇ ଘରେ ଇଡି , କାସକରର ଗୋଟିଏ ଫ୍ଲାଟ ଜବତ କରି ରେଡ କରୁଛି ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଲୀ- ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି ।…

ମହିଳା ସଶକ୍ତିକରଣ, ସ୍ବରୋଜଗାର ଲକ୍ଷ୍ୟରେ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ବର- ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି ।…

ସମୟର ଆହ୍ୱାନ, AI ସହ ଜଡିତ ଅପରାଧ ରୋକିବାକୁ ଆଇନର ରହିଛି ଆବଶ୍ୟକତା

ନୂଆଦିଲ୍ଲୀ- ଏବେ ସାରା ବିଶ୍ୱର ଫୋକସରେ ଏଆଇ । ଏଆଇକୁ ନେଇ ବିପ୍ଲବ କରିବାକୁ ପ୍ରୟାସ ଚାଲିଛି । ବିଭିନ୍ନ ସଂଗଠନ ମଧ୍ୟ ଏଆଇକୁ ପାଥେୟ କରି କର୍ମଚାରୀ ଛଟେଇ ପାଇଁ ଚିନ୍ତା କରୁଛନ୍ତି । ଏଆଇର ବ୍ୟବହାର ଆମ ଦେଶରେ ମଧ୍ୟ…