fbpx

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନିଶାସକ୍ତ କରି ଦୁଷ୍କର୍ମ ଅଭିଯୋଗ, ଭିଡିଓ ଭାଇରାଲ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ମହିଳାଙ୍କୁ ଜୋର ଜବରଦସ୍ତି ମଦ ପିଆଇ ନିଶାସକ୍ତ କରିବା ପରେ ତାଙ୍କ ସହ ଦୁଷ୍କର୍ମ ପରି ଅଭିଯୋଗ ହୋଇଛି । ବୁଧବାର ଉଜ୍ଜୟିନୀର ନାକା ଅଞ୍ଚଳର ଜଣେ ମହିଳାଙ୍କୁ ଅଭିଯୁକ୍ତ…

ମମତାଙ୍କ ପରେ ସୁଜିତ ଛାଡିଲେ ରାଜ୍ୟସଭା ସଦସ୍ୟତା, ଅଧ୍ୟକ୍ଷଙ୍କୁ ଦେଲେ ଇସ୍ତଫା ପତ୍ର

ଭୁବନେଶ୍ବରଛ ବିଜେଡିକୁ ଆଉ ଏକ ଝଟକ।। ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଦେଲେ ଇସ୍ତଫା । ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି ସୁଜିତ । ସେପଟେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ…

କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣା, ଡିଏନଏ ରିପୋର୍ଟ ଖୋଲୁଛି ସବୁ ରହସ୍ୟ

ନୂଆଦିଲ୍ଲୀ: କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଡୁନି ପୂର୍ଣ୍ଣଛେଦ । ଯେତିକି ଦିନ ଗଡୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସିବିଆଇର ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କାରଣ…

କେଜରିୱାଲଙ୍କ ଜାମିନ ଆବେଦନ: ମଙ୍ଗଳବାରକୁ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ମଦ ଦୁର୍ନୀତି ଘଟଣାରେ ସିବିଆଇ ଗିରଫଦାରୀରେ କେଜରିୱାଲଙ୍କୁ…

ଭାରତରେ ବନ୍ଦ ହେବ ଅନଲାଇନ ଏନସାଇକ୍ଲୋପେଡିଆ ୱିକିପେଡିଆ!

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଓି୍ୱକିପେଡିଆକୁ କୋର୍ଟ ଅବମାନନାରେ ନୋଟିସ କରି ବର୍ଷିଛନ୍ତି । ଓି୍ୱକିପେଡିଆ ହେଉଛି ବିଶ୍ୱର ସବୁଠାରୁ ଲୋକାଦୃତ ଶୁଳ୍କ ମୁକ୍ତ ଅନଲାଇନ ଏନସାଇକ୍ଲୋପେଡିଅ।। ଏଥିରେ ନ୍ୟୁଜ…

ଦୁଇ ଦେଶର ହିତ ପାଇଁ ହାସିନା ଚୁପ ରହିବା ଉଚିତ: ୟୁନୁସ

ନୂଆଦିଲ୍ଲୀ: ସେଖ ହାସିନାଙ୍କ ବର୍ତ୍ତମାନର ବୟାନକୁ ନେଇ ନାରାଜ ବାଙ୍ଗଲାଦେଶ । ସେଠାକାର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି, ହସିନା ବୟାନବାଜିରୁ କ୍ଷାନ୍ତ ରୁହନ୍ତୁ । ଏପରି ବୟାନ ଦୁଇ ଦେଶ ପାଇଁ…

ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ଭୟଙ୍କର ମାନସିକ, ଶାରୀରିକ ଓ ଯୌନ ଉତ୍ପୀଡନ ଅଭିଯୋଗ

ଚେନ୍ନାଇ: ମାଲ୍ୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପରି ପଡୋଶୀ ତାମିଲ ନାଡୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଲା ଯୌନ ଉତ୍ପୀଡନ ଅଭିଯୋଗ । ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ଏମିତି ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାମିଲ ଫିଲ୍ମର…

ନିଠାରୀ କାଣ୍ଡକୁ ନେଇ ପ୍ରସ୍ତୁତ ଫିଲ୍ମ ସେକ୍ଟର ୩୬ର ଟ୍ରେଲର ରିଲିଜ

ମୁମ୍ବାଇ:   ନିଠାରୀ କାଣ୍ଡ ଉପରେ ପ୍ରସ୍ତୁତ ଫିଲ୍ମ ସେକ୍ଟର ୩୬ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଦୀପକ ଡୋବରିୟାଲଙ୍କୁ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅଭିନେତା ବିକ୍ରାନ୍ତ ମୈସୀଙ୍କୁ ଦୁର୍ଦ୍ଦାନ୍ତ ସିରିଏୟ…

ଟିକେଟ ବଣ୍ଟାକୁ ନେଇ ହରିଆଣା ବିଜେପିରେ ଅସନ୍ତୋଷ, ଦଳ ଛାଡୁଛନ୍ତି ନେତା, ମନ୍ତ୍ରୀ

ରାନିୟା: ହରିଆଣା ବିଜେପିରେ ଦେଖାଦେଇଛି ଅସ୍ଥିରତା । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ଜଣଜଣ କରି ନେତା, ମନ୍ତ୍ରୀ, ବିଧାୟକ । ଟିକେଟ ବଣ୍ଟନକୁ ନେଇ ଦେଖାଦେଇଛି ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ଅସନ୍ତୋଷ ।…

କୋଭିଡ ଟିକାକରଣ ପାଇଁ ୧୨ କନେଷ୍ଟବଳ ଆଶାୟୀଙ୍କ ମୃତ୍ୟୁ: ହେମନ୍ତ

ରାଞ୍ଚି: କୋଭିଡ ୧୯ ଟିକାକରଣ ଉପରେ ପ୍ରଶ୍ନ କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଟିକାର ପାଶ୍ୱର୍ ପ୍ରତିକ୍ରିୟାରୁ ୧୨ ପୋଲିସ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ନେଇ କହି କେନ୍ଦ୍ରକୁ କଲେ ଟାର୍ଗେଟ ।…