(Breaking) ଭୁବନେଶ୍ବରରୁ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା

ଭୁବନେଶ୍ବର- ଉଦ୍ଧାର ହେଲେ ଅପହୃତା ଯୁବତୀ । ଉଦ୍ଧାର ପରେ ଯୁବତୀଙ୍କୁ ଚାଲିଛି ପଚରା ଉଚରା । ଅପହରଣ ଉଦ୍ଦେଶ୍ୟ ଜାଣିବା ପାଇଁ ଏକ ମହିଳା ପୋଲିସ ଟିମ୍ କରୁଛି ପଚରାଉଚରା । ଯୁବତୀଙ୍କୁ ମୈତ୍ରୀ ବିହାର ଥାନାରେ ପଚରାଉଚରା…

ଚାଷୀଙ୍କ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଆଶ୍ୱସ୍ତି, ୩ ଦିନରେ ଅଦିନିଆ ବର୍ଷ କ୍ଷୟକ୍ଷତିର ହେବ ଆକଳନ, ଏହି ଭାବେ ଦିଆଯିବ କ୍ଷତିପୂରଣ

ଭୁବନେଶ୍ୱର- ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟକୁ ନେଇ ଚାଷୀ ଚିନ୍ତାରେ । ଏତିକି ବେଳେ ଚାଷୀଙ୍କୁ ଆଶ୍ୱସ୍ତ କଲା ପରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୩ ଦିନରେ ଆସିବ…

ସପ୍ତାହନ୍ତ ଛୁଟି କାଟିବାକୁ ଯିବାବେଳେ ଅଘଟଣ, ଗୋଟିଏ ପରିବାର ପୂରା ନିଶ୍ଚିହ୍ନ

ବେଙ୍ଗାଲୁରୁ- ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ । ଏକ ଏସୟୁଭିରେ ସମସ୍ତେ ଯାଉଥିବା ବେଳେ ବେଙ୍ଗାଲୁରୁର ତାଲେକେର ନିକଟରେ ଜାତୀୟ ରାଜପଥ…

ଏହି ଧର୍ମକୁ ଅଧିକ ଲୋକ ଆପଣାଉଛନ୍ତି, ୨୦୫୦ ବେଳକୁ ବିଶ୍ୱରେ ଏହାର ଜନସଂଖ୍ୟା ସବୁଠାରୁ ଅଧିକ ରହିବ

ନୂଆଦିଲ୍ଲୀ- ବିଶ୍ୱରେ ଅନେକ ଧର୍ମ ରହିଛି । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଧର୍ମର ଲୋକ ଅଧିକ ସଂଖ୍ୟାରେ ରହିଥାନ୍ତି । ଯେଉଁ ଦେଶରେ ଯେଉଁ ଧର୍ମର ଲୋକ ଅଧିକ ଥାଆନ୍ତି, ସେମାନଙ୍କୁ ନେଇ ସେହି ଦେଶର ପରିଚୟ । ତେବେ ସାରା…

Pan-2ରେ ଦୁଇଟି କାର୍ଡ ରଖିଲେ ଆଇଟି ଧାରା ୨୭୨-ବି ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ- ଦେଶରେ ନାଗରିକଙ୍କ ପାଇଁ ଅନେକ ଦସ୍ତାବିଜ ରହିଛି । ସେଥି ମଧ୍ୟରୁ ପ୍ୟାନ କାର୍ଡ ଅନ୍ୟତମ । ଏହି କାର୍ଡ ବିନା ବ୍ୟାଙ୍କ, ଟ୍ୟାକ୍ସ କାମ ଅଟକି ଯିବ । ନିକଟରେ ସରକାର ଆରମ୍ଭ କରିଛନ୍ତି ପାନ ୨ । ଏଥିରେ…

କୁଏତର ଜନସଂଖ୍ୟାର ୧୦ ପ୍ରତିଶତ ଭାରତୀୟ, Unskilled ଶ୍ରମିକ ରୋଜଗାର କରନ୍ତି…

ନୂଆଦିଲ୍ଲୀ- ଏବେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ । ସେଠାରେ ତାଙ୍କୁ ମିଳିଛି କୁଏତର ସମ୍ମାନଜନକ ପୁରସ୍କାର । ସେଠାରେ ଥିବା ଭାରତୀୟଙ୍କୁ ମଧ୍ୟ ଦେଇଛନ୍ତି ଉଦବୋଧନ । କିଏତ ବିଶ୍ୱର ଧନୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ…

(Video) କୁଆଡେ ଯିବା ଦରକାର ନାହିଁ, ଘରେ ବସି ଏହି ଯୋଜନାର ଫାଇଦା ନେବେ ମହିଳା, ଖାଲି…

ନୂଆଦିଲ୍ଲୀ- ବିଧାନସଭା ନିର୍ବାଚନ ଆଗରୁ ଦିଲ୍ଲୀ ସରକାର ମହିଳାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ମହିଳା ସମ୍ମାନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ମହିଳାଙ୍କ ନାମ ପଞ୍ଜିକରଣ କାମ ୨୩ ଡିସେମ୍ବର ୨୦୨୪ରୁ ଆରମ୍ଭ…

ଘରେ ଏକା ଥିବାର ସୁଯୋଗରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ, ନ୍ୟାୟ ଭିକ୍ଷାରେ ପୀଡିତା କୋର୍ଟଙ୍କ ଦ୍ୱାରସ୍ଥ

ଧୌଲପୁର- ରାଜସ୍ଥାନର ଧୌଲପୁରରେ ଲଜ୍ଜାର ଘଟଣାରେ ରୋକ ଲାଗୁନି । ଦୁଇ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୋଗ ଆଧାରରେ କେଶ ଦାୟର କରିବା ସହ ଉଭୟ ମହିଳାଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ ଧରିବାକୁ…

୪୫ ସହରରେ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ଦେବେ Appointment Letter

ନୂଆଦିଲ୍ଲୀ- ଆସନ୍ତା କାଲି, ଡିସେମ୍ବର ୨୩ ତାରିଖରେ ରୋଜଗାର ମେଳା ଅନ୍ତର୍ଗତ ୭୧ ହଜାର ଚାକିରି ଆଶାୟୀ ପାଇବେ ନିଯୁକ୍ତି । ସେମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର…

ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରକୁ ଫଟା ଜିନ୍ସ, ମିନି ସ୍କର୍ଟ ପିନ୍ଧି ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ମଥୁରା- ମନ୍ଦିରକୁ ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ, ଚିରା ଫଟା ଜିନ୍ସ ପିନ୍ଧି ଆସିଲେ ମିଳିବନି ଏଣ୍ଟ୍ରୀ । ମନ୍ଦିର ପ୍ରଶାସନ ତରଫରୁ ଆସିଲା ଏହି ନିର୍ଦ୍ଦେଶ । ଜାରି ହେଲା କଟକଣା ବିଜ୍ଞପ୍ତି । ନୂଆବର୍ଷ ଆଗରୁ…