Breaking News ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ରହିଛି ସାଢେ ୧୩ ହଜାର ପୋଲିସ ପଦବୀ Sima Ray Dec 2, 2024 ଭୁବନେଶ୍ୱର- ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ଆବଶ୍ୟକ ହେଉଥିବା ସଂଖ୍ୟାର ପୋଲିସ ନାହାନ୍ତି । ଖାଲି ପଡିଛି ୧୩ ହଜାର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ…
Featured Video- ବିବାଦ ଏମିତି ଘନେଇଲା ଯେ, ଜଣେ ମହିଳା ଅନ୍ୟ ଜଣଙ୍କୁ କରିଦେଲେ ବିବସ୍ତ୍ର… Sima Ray Dec 2, 2024 ଫତେପୁର- ବସ୍ତ୍ରହରଣ କଥା ଉଠିଲେ କୁରୁସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବା କଥା କୁହାଯାଏ । ହେଲେ ଏହି କଳିଯୁଗରେ ମହିଳା ସାଜିଛନ୍ତି ଦୁଃଶାସନ ଓ ଅନ୍ୟଜଣେ ମହିଳାଙ୍କ କରୁଛନ୍ତି ବସ୍ତ୍ର ହରଣ । ଗାଁରେ…
Breaking News ଯାତ୍ରାରେ ଚାଲିବ କଇଁଚି! ଜୀବନ୍ତ ଘୁଷୁରୀ ମାରି ଖାଇବା ଦୃଶ୍ୟକୁ ଗୃହରେ ଉଠାଇ ବିଜେପି ବିଧାୟକ କଟକଣା ଲଗାଇବାକୁ କଲେ ଦାବି Sima Ray Dec 2, 2024 ଭୁବନେଶ୍ୱର- ଓଡିଆ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଭାଷା ପରିବେଷଣ ହେଉଛି । ଏହା ଓଡ଼ିଶା ସଂସ୍କୃତି ଓ ସମାଜକୁ କଳୁଷିତ କରୁଛି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ ଵାବୁ ସିଂ ଓ ସନାତନ…
Featured ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ କେନ୍ଦ୍ର ତରଫରୁ ଯୋଗାଯାଉଛି ୧୫ ହଜାର ଟଙ୍କା Sima Ray Dec 2, 2024 ନୂଆଦିଲ୍ଲୀ- ମହିଳାଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ସରକାର ଦେଉଛନ୍ତି ୧୫ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ସିଲେଇ ମେସିନ ଯୋଗାଣ ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ୧୫ ହଜାର ଟଙ୍କା ଦିଆଯାଉଛି । ଏଥିସହ…
Breaking News (Breaking) ପଦ୍ମ ଧରିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି Sima Ray Dec 2, 2024 ଭୁବନେଶ୍ବର: ପଦ୍ମ ଧରିଲେ ବିଜେଡିର ଜଣେ ଆଗଧାଡିର ନେତା । କଟକ ବଡମ୍ବାର ବ୍ଲକ ଅଧ୍ୟକ୍ଷ ଭାବେ କାମ ତୁଲାଉଥିବା ରଘୁପତି ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି । ବଡମ୍ବା ତଥା ଲୋକଙ୍କ ସେବା ପାଇଁ ସେ ବିଜେପିରେ…
Breaking News Breaking- ଆଳୁ କଳାବଜାର ବିରୋଧରେ ମୋହନ ସରକାରର ଶକ୍ତ ଆଭିମୁଖ୍ୟ, ଚାଲିଛି ରେଡ Sima Ray Dec 2, 2024 ଭୁବନେଶ୍ୱର- ପଶ୍ଚିମ ବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିବା ପରେ ରାଜ୍ୟରେ ଆଳୁ ଦର ବଢିଛି । ସେପଟେ କିଛି ଅସାଧୁ ବ୍ୟବସାୟୀ ଆଳୁ ଗୋଦାମରେ ଲୁଚେଇ ରଖି ଅଭାବ ପାଇଁ ବାଟ ଫିଟାଉଛନ୍ତି । ଫଳରେ ଦର ଆହୁରି ବୃଦ୍ଧି ପାଇବ ।…
Featured କୁମ୍ଭମେଳାରେ କଳ୍ପବାସର ରହିଛି ବିଶେଷ ମହତ୍ୱ, ଏହା ବ୍ୟକ୍ତି ଜୀବନରେ ଆଣେ ବହୁ ସକାରାତ୍ମକ ପରିବର୍ତ୍ତନ Sima Ray Dec 1, 2024 ନୂଆଦିଲ୍ଲୀ- ମହାକୁମ୍ଭ ମେଳା ଭାରତର ସବୁଠାରୁ ବଡ ଧାର୍ମିକ ସମାଗମ ହେବା ସହ ବିଶ୍ୱର ମଧ୍ୟ ସବୁଠାରୁ ବଡ ଧର୍ମ ସ୍ଥଳୀ । କୁମ୍ଭ ମେଳାରେ ବିଭିନ୍ନ ପୂଜାର ପାଠର ବିଧି ରହିଛି, ସେଥି ମଧ୍ୟରୁ କଳ୍ପବାସ ଅନ୍ୟତମ । ତେବେ କଣ…
Featured ବାଙ୍ଗଲାଦେଶୀ ସାମ୍ବାଦିକାଙ୍କୁ ଭାରତର ସମର୍ଥକ କହି ଘେରିଲେ ଜନତା, ପାନିକ ଆଟାକ ପରେ ହେଲେ ଉଦ୍ଧାର Sima Ray Dec 1, 2024 ଢାକା- ବାଙ୍ଗଲାଦେଶରେ ଜଣେ ସାମ୍ବାଦିକାଙ୍କୁ ଜନତା ଭାରତ ସମର୍ଥକ ଅଭିଯୋଗ କରି ଘରେଲେ । ଦେଶକୁ ଭାରତରେ ସାମିଲ କରିବାକୁ ପ୍ରୟାସ କରୁଥିବା ଲଗାଇଲେ ଆଭିଯୋଗ । ତେବେ ପୋଲିସ ମହିଳା ସାମ୍ବାଦିକଙ୍କୁ ଭିଡ କବଳରୁ ଉଦ୍ଧାର…
Featured ଗାଁରେ ବାଘର ପାଦଚିହ୍ନ, ଦିନ-ରାତି ବନ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ପରେ ବି ମିଳୁନି ପତ୍ତା Sima Ray Dec 1, 2024 ହରଦୋଇ- ଉତ୍ତର ପ୍ରଦେଶର ହରଦୋଇ, ଅତରୋଲି ଥାନା ଅଧୀନରେ ବାଘ ଆତଙ୍କ । ସେଠାର ଚାଷ ଜମିରେ ବାଘର ପାଦ ଚିହ୍ନକୁ ନେଇ ଆତଙ୍କିତ ଲୋକେ । ତିନି ଦିନ ହେବ ଚିତା ବାଘ ସେହି ଅଞ୍ଚଳରେ ବୁଲୁଥିବା ଜଣା ପଡିବା ପରେ ବନ ବିଭାଗ…
Featured ପୁଣି ସିରିଆ ଅଶାନ୍ତ, ଆତଙ୍କୀ ତହରିର ଅଲ ସାମ ହେଉଛି ଆକ୍ଟିଭ, ବହୁ ଅଞ୍ଚଳରେ ଚଳାଇଛି ହତ୍ୟାର ତାଣ୍ଡବ Sima Ray Dec 1, 2024 ନୂଆଦିଲ୍ଲୀ- ମିଡିଲ ଇଷ୍ଟରେ ହିଜବୁଲ୍ଲା, ଗାଜା ପରେ ତହରିର ଅଲ ସାମ ରଚୁଛି ନରସଂହାର । ଗାଜା ଓ ଲେବାନନ ପରେ ସିରିଆ ଆତଙ୍କୀ ଗତବିଧି ବୃଦ୍ଧି ହେବା ସହ ନରସଂହାର ଆରମ୍ଭ ହୋଇଛି । ସିରିଆ ସରକାରକୁ ଗାଦିଚ୍ୟୁତ କରିବାକୁ…