ଗାଁରେ ବାଘର ପାଦଚିହ୍ନ, ଦିନ-ରାତି ବନ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ପରେ ବି ମିଳୁନି ପତ୍ତା

ହରଦୋଇ- ଉତ୍ତର ପ୍ରଦେଶର ହରଦୋଇ, ଅତରୋଲି ଥାନା ଅଧୀନରେ ବାଘ ଆତଙ୍କ । ସେଠାର ଚାଷ ଜମିରେ ବାଘର ପାଦ ଚିହ୍ନକୁ ନେଇ ଆତଙ୍କିତ ଲୋକେ । ତିନି ଦିନ ହେବ ଚିତା ବାଘ ସେହି ଅଞ୍ଚଳରେ ବୁଲୁଥିବା ଜଣା ପଡିବା ପରେ ବନ ବିଭାଗ…

ପୁଣି ସିରିଆ ଅଶାନ୍ତ, ଆତଙ୍କୀ ତହରିର ଅଲ ସାମ ହେଉଛି ଆକ୍ଟିଭ, ବହୁ ଅଞ୍ଚଳରେ ଚଳାଇଛି ହତ୍ୟାର ତାଣ୍ଡବ

ନୂଆଦିଲ୍ଲୀ- ମିଡିଲ ଇଷ୍ଟରେ ହିଜବୁଲ୍ଲା, ଗାଜା ପରେ ତହରିର ଅଲ ସାମ ରଚୁଛି ନରସଂହାର । ଗାଜା ଓ ଲେବାନନ ପରେ ସିରିଆ ଆତଙ୍କୀ ଗତବିଧି ବୃଦ୍ଧି ହେବା ସହ ନରସଂହାର ଆରମ୍ଭ ହୋଇଛି । ସିରିଆ ସରକାରକୁ ଗାଦିଚ୍ୟୁତ କରିବାକୁ…

(Video) ସନ୍ତୁଳିତ ସମାଜ ଗଠନ ପାଇଁ ତିନି ସନ୍ତାନ ଜନ୍ମ ଉପରେ ଆରଏସଏସ ପ୍ରମୁଖଙ୍କ ବୟାନ ସୃଷ୍ଟି କରିବ ନୂଆ ବିବାଦ!

ନୂଆଦିଲ୍ଲୀ- ଜନସଂଖ୍ୟାକୁ ଓ ପରିବାରକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ପ୍ରତି ଦମ୍ପତିଙ୍କର ୩ଟି ସନ୍ତାନ ହେବା ଆବଶ୍ୟକ । ଏହାର ଆବଶ୍ୟକତା ଓ ଯଥାର୍ଥତାକୁ ମଧ୍ୟ ବୁଝାଇଛନ୍ତି ଭାଗବତ । ନାଗପୁରରେ ଅନୁଷ୍ଠିତ…

କେଉଁ ରାଜ୍ୟ ଆୟକର ଦେବାରେ ସବୁଠାରୁ ଆଗରେ ଜାଣନ୍ତି କି?

ନୂଆଦିଲ୍ଲୀ- ଆୟକର ବା ଇନକମ ଟାକ୍ସ ପଇଠକୁ ନେଇ ଆସିଛି ନୂଆ ତଥ୍ୟ । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଟାକ୍ସ ଦେଉଛନ୍ତି । ମହିଳା ଆୟକର ଦାତାଙ୍କ ସଂଖ୍ୟାରେ ମଧ୍ୟ ଅଭିବୃଦ୍ଧି ଘଟୁଥିବା ଜଣାପଡିଛି । ୨୦୨୩-୨୪ରେ…

ଧର୍ମାନ୍ତରଣ ରୋକିବାକୁ ବିଲକୁ ମିଳିଲା କାବିନେଟ ମଞ୍ଜୁରୀ, ମିଳିବ ୫ବର୍ଷ ଜେଲଦଣ୍ଡ

ଜୟପୁର- ରାଜସ୍ଥାନ କ୍ୟାବିନେଟରେ ଆଣ୍ଟି କନଭର୍ସନ ବିଲକୁ ମିଳିଲା ମଞ୍ଜୁରୀ । ବଳପୂର୍ବକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ରାଜ୍ୟ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି । ବିଲଟି କ୍ୟାବିନେଟ ମଞ୍ଜୁରୀ ପାଇବା ପରେ…

Video- Runway ଛୁଇଁବା ପୂର୍ବରୁ ପତ୍ର ପରି ଦୋହଲିଲା ବିମାନ, ଦୁର୍ଘଟଣାକୁ ଦେଖି ଲ୍ୟାଣ୍ଡ ବଦଳରେ ଟେକଅଫ କଲେ ଚାଳକ

ଚେନ୍ନାଇ- ଚେନ୍ନାଇ ବିମାନ ବନ୍ଦର ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପାଇଲଟଙ୍କ ତକ୍ରାଳ ଓ ଦକ୍ଷ ନିଷ୍ପତ୍ତି ପାଇଁ ବଞ୍ଚିଯାଇଛି ଶତଧିକ ଯାତ୍ରୀଙ୍କ ଜୀବନ । ବତ୍ୟା ପେଙ୍ଗଲ ତାର ଗତି ବଦଳାଇସାରିଥିବା…

ଆର୍ମୀ ଆର୍ଡିନେନ୍ସ କର୍ପ୍ସରେ ବିଭିନ୍ନ ବିଭାଗ ପାଇଁ ଆବେଦନ ନିମନ୍ତ୍ରଣ

ନୂଆଦିଲ୍ଲୀ- ଆର୍ମୀ ଅର୍ଡିନାନ୍ସ କର୍ପସ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିଛି । ଏଓସିରେ ମ୍ୟାଟେରିଆଲ ଆସିଷ୍ଟାଣ୍ଟ, ଜୁନିଅର ଅଫିସ ଆସିଷ୍ଟାଣ୍ଟ, ସିଭିଲ ମୋଟର ଡ୍ରାଇଭର, ଟେଲି ଅପରେଟର ଗ୍ରେଡ-୨, ଫାୟାର ମ୍ୟାନ,…

BSFରେ ଏହି ପଦ ପାଇଁ ଆବେଦନ ଆରମ୍ଭ, Sports କୋଟାଧାରୀ କରିପାରିବେ ଆବେଦନ

ନୂଆଦିଲ୍ଲୀ- ବର୍ଡର ସିକ୍ୟୁରିଟି ଫୋର୍ସରେ କନେଷ୍ଟବଳ ପଦ ପାଇଁ ବାହାରିଲା ବିଜ୍ଞପ୍ତି । ୨୭୫ କନେଷ୍ଟବଳ ପଦ ବିଏସଏଫରେ ଭରିବାକୁ ଥିବାରୁ ଆବେଦନ ମଗାଯାଇଛି । ସ୍ପର୍ଟ କୋଟାରେ ଏହି ସବୁ ପଦ ପୂରଣ ହେବ । ତେଣୁ ଇଛୁକ ତଥା…

ବିଧାନସଭା ସଚିବାଳୟରେ ବ୍ୟାପକ ନିଯୁକ୍ତି, ସବିଶେଷ ବିବରଣୀ ପାଇଁ ଏଥିରେ ରହିଛି ସବୁ ସୂଚନା

ନୂଆଦିଲ୍ଲୀ- ସରକାରୀ ଚାକିରି ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ବଡ ମୌକା । ବିଧନସଭାରେ ବାହାରିଛି ଅନେକ ପୋଷ୍ଟ । ବିଧାନସଭା ସଚିବାଳୟରେ କାମ କରିବାକୁ ଇଛା ରଖୁଥିଲେ ଥରେ ତାର ଅଫିସିଆଲ ୱେବସାଇଟ ଭିଜିଟ କରିନିଅନ୍ତୁ ।…

ଏହି ସବୁ କ୍ଷେତ୍ରରେ ଆସନ୍ତା ମାସରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଯାହା ପକେଟ କରିବ ଖାଲି

ନୂଆଦିଲ୍ଲୀ- ଆଉ ମଝିରେ ଗୋଟିଏ ଦିନ । ୧ ଡିସେମ୍ବରରୁ ବଦଲିଯିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଏହା ସାଧାରଣ ଜୀବନ ଯାତ୍ରାକୁ କରିବ ପ୍ରଭାବିତ । ଆଗାମୀ ଦୁଇ ଦିନରେ ହେବାକୁ ଯାଉଥିବା ଏହି ପରିବର୍ତ୍ତନକୁ ନେଇ ଆପଣ…