ବୟସ୍କଙ୍କ ଚିକିତ୍ସାକୁ ନେଇ ରହିବନି ଚିନ୍ତା, ଲାଗୁହେବ ସଞ୍ଜିବନୀ ଯୋଜନା, ମିଳିବ ମାଗଣା ସ୍ୱାସ୍ଥ୍ୟସେବା
ନୂଆଦିଲ୍ଲୀ- ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଚିକିତ୍ସା । ବୟସ୍କଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ସଞ୍ଜିବନୀ ଯୋଜନା । ଏଥିନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…