ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଉଦବେଗ, ବିଜେଡିର ଆକ୍ଷେପକୁ ଖଣ୍ଡନ କଲେ KV, ଦୋଷ ସ୍ୱୀକାର ପାଇଁ ଦେଲେ ପରାମର୍ଶ

ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ…

ହାତୀ ମଣିଷ ଲଢେଇରେ ଏତିକି ଦିନରେ ଗଲାଣି ୬୬୮ ଜୀବନ, ହୋଇଛି ବହୁ କ୍ଷୟକ୍ଷତି

ଭୁବନେଶ୍ୱର- ହାତୀ ଆକ୍ରମଣରେ ରାଜ୍ୟରେ ୬୬୮ ଲୋକଙ୍କ ବିଗତ ୩ ବର୍ଷରେ ଜୀବନହାନି ନେଇ ଗୃହକୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ପରିବେଶ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ । ବିଜେଡି ବିଧାୟକ ସନାତନ ମହାକୁଡଙ୍କ…

ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ…

ଏତିକି ଟଙ୍କା ମାସିକ ରୋଜଗାର ଥିଲେ ବ୍ୟକ୍ତି ପାଇବେ ପିଏମ ଆବାସରେ ଘର

ଭୁବନେଶ୍ୱର- ବାପାଙ୍କ ଠାରୁ ଭିନେ ହୋଇଛନ୍ତି, ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ । ତେବେ ମୋହନ ସରକାର ଆଣିଲେ ବଡ ଖବର । ଏହି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଲେ ପିଏମ ଆବାସରେ…

ବିଶ୍ୱ ବ୍ୟାପୀ ୧୦୦ ଦେଶ ଡେଙ୍ଗୁ ଜ୍ୱର କବଳରେ, କେମିତି ଏହି ଜ୍ୱରକୁ ଦେବେ ମାତ ଜାଣନ୍ତୁ

ନୂଆଦିଲ୍ଲୀ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ପୃଥିବୀର ପ୍ରାୟ ୧୦୦ ଦେଶରେ ଡେଙ୍ଗୁ ଜ୍ୱର ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶଗୁଡିକରେ ମଧ୍ୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି । ବାର୍ଷିକ ହାରାହାରି ୩୯୦ ମିଲିୟନ…

ୟୁନିସେଫର ଚେତାବନୀ… ଭବିଷ୍ୟତ ପିଢିକୁ ୮ ଗୁଣା ଅଧିକ ଗ୍ରୀଷ୍ମପ୍ରବାହର ମୁକାବିଲା କରିବାକୁ ହେବ

ନୂଆଦିଲ୍ଲୀ- ପରିବେଶବିତ ବଜାଇଲେଣି ସତର୍କ ଘଣ୍ଟି । ଆମ ଭବିଷ୍ୟତପିଢିଙ୍କୁ ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି ଓ ବୈଷୟିକ ଜ୍ଞାନକୌଶଳର କୁପରିଣାମ ଆଗାମୀ ଦିନରେ ଭୋଗିବାକୁ ପଡିବ । ୟୁନିସେଫର ସଦ୍ୟତମ ରିପୋର୍ଟ…

(Breaking) ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ପ୍ରଶାସନିକ…

CTET ୨୦୨୪ ପରୀକ୍ଷା ପାଇଁ କେମିତି କରିବେ ପ୍ରସ୍ତୁତି, କାହା ଉପରେ ଦେବେ ଧ୍ୟାନ

ନୂଆଦିଲ୍ଲୀ- ବିଏଡ କରିଛନ୍ତି କିନ୍ତୁ ଚାକିରି ମିଳିନି ବା ଚାକିରିକୁ ନେଇ ଖୁସି ନାହାନ୍ତି, ତେବେ ସଣ୍ଟ୍ରୋଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହି ଟେଷ୍ଟ ଦେଇ ଆପଣ କେନ୍ଦ୍ରୀୟ…

(Big Breaking) ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ- ନିର୍ବାଚନ କମିଶନଙ୍କ ତରଫରୁ ଆସିଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ବିଜ୍ଞପ୍ତି ମତାବକ ଆସନ୍ତା ମାସ ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ । ଏଥିରେ ୪ ରାଜ୍ୟର ୬ ସିଟ ପାଇଁ ହେବ…

(Video) ଏମିତି ଏକ କାଫେ, ପରସୁଛି ରୂପା କପରେ ସୁନା ଚାହା

ଦୁବାଇ- ଆପଣ ବିଭିନ୍ନ କିସମର ଚା' ପିଇଥିବେ । କେଉଁଠି ଏକ କପ ଚା'ର ଦାମ ୫ ଟଙ୍କା ହୋଇଥିବ ତ କେଉଁଠି ହଜାର । ହେଲେ କେବେ ଏକ ଲକ୍ଷରୁ ଅଧିକ ମୂଲ୍ୟର ଚା' କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି କଥାଟି ସତ । ଦୁନିଆରେ…