ବିଶ୍ୱ ବ୍ୟାପୀ ୧୦୦ ଦେଶ ଡେଙ୍ଗୁ ଜ୍ୱର କବଳରେ, କେମିତି ଏହି ଜ୍ୱରକୁ ଦେବେ ମାତ ଜାଣନ୍ତୁ

ନୂଆଦିଲ୍ଲୀ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ପୃଥିବୀର ପ୍ରାୟ ୧୦୦ ଦେଶରେ ଡେଙ୍ଗୁ ଜ୍ୱର ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶଗୁଡିକରେ ମଧ୍ୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି । ବାର୍ଷିକ ହାରାହାରି ୩୯୦ ମିଲିୟନ…

ୟୁନିସେଫର ଚେତାବନୀ… ଭବିଷ୍ୟତ ପିଢିକୁ ୮ ଗୁଣା ଅଧିକ ଗ୍ରୀଷ୍ମପ୍ରବାହର ମୁକାବିଲା କରିବାକୁ ହେବ

ନୂଆଦିଲ୍ଲୀ- ପରିବେଶବିତ ବଜାଇଲେଣି ସତର୍କ ଘଣ୍ଟି । ଆମ ଭବିଷ୍ୟତପିଢିଙ୍କୁ ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି ଓ ବୈଷୟିକ ଜ୍ଞାନକୌଶଳର କୁପରିଣାମ ଆଗାମୀ ଦିନରେ ଭୋଗିବାକୁ ପଡିବ । ୟୁନିସେଫର ସଦ୍ୟତମ ରିପୋର୍ଟ…

(Breaking) ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ପ୍ରଶାସନିକ…

CTET ୨୦୨୪ ପରୀକ୍ଷା ପାଇଁ କେମିତି କରିବେ ପ୍ରସ୍ତୁତି, କାହା ଉପରେ ଦେବେ ଧ୍ୟାନ

ନୂଆଦିଲ୍ଲୀ- ବିଏଡ କରିଛନ୍ତି କିନ୍ତୁ ଚାକିରି ମିଳିନି ବା ଚାକିରିକୁ ନେଇ ଖୁସି ନାହାନ୍ତି, ତେବେ ସଣ୍ଟ୍ରୋଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହି ଟେଷ୍ଟ ଦେଇ ଆପଣ କେନ୍ଦ୍ରୀୟ…

(Big Breaking) ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ- ନିର୍ବାଚନ କମିଶନଙ୍କ ତରଫରୁ ଆସିଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ବିଜ୍ଞପ୍ତି ମତାବକ ଆସନ୍ତା ମାସ ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ । ଏଥିରେ ୪ ରାଜ୍ୟର ୬ ସିଟ ପାଇଁ ହେବ…

(Video) ଏମିତି ଏକ କାଫେ, ପରସୁଛି ରୂପା କପରେ ସୁନା ଚାହା

ଦୁବାଇ- ଆପଣ ବିଭିନ୍ନ କିସମର ଚା' ପିଇଥିବେ । କେଉଁଠି ଏକ କପ ଚା'ର ଦାମ ୫ ଟଙ୍କା ହୋଇଥିବ ତ କେଉଁଠି ହଜାର । ହେଲେ କେବେ ଏକ ଲକ୍ଷରୁ ଅଧିକ ମୂଲ୍ୟର ଚା' କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି କଥାଟି ସତ । ଦୁନିଆରେ…

ବିବାହ କରିନାହାନ୍ତି କି, ଥରେ ଏହି ଆଲେଖ୍ୟ ପଢନ୍ତୁ, ଜାଣିବେ ପୁରୁଷଙ୍କ ପାଇଁ ବିବାହ କେତେ ଜରୁରୀ

ଓଡିଶା ଭାସ୍କର- ବିବାହକୁ ନେଇ ଗବେଷଣାରୁ ନୂଆ ଓ ପୁରୁଷଙ୍କୁ ଆହ୍ଲାଦିତ କରିବା ପରି ଏକ ଖବର ଜଣାପଡିଛି । ଏହି ଗବେଷଣା କହୁଛି କି, ବିବାହ ପରେ ପୁରୁଷ ଅଧିକ ଯବାନ ହୋଇଯାଆନ୍ତି । ବିବାହ, ପୁରୁଷ ଓ ସେମାନଙ୍କ ବୟସକୁ…

ଲିଭ ଇନରେ ରହିବା ପରେ ପ୍ରେମିକା ଉପରେ ହେଲା ସନ୍ଦେହ, ତା ପରେ ପ୍ରେମିକ ଯାହା କଲା ପ୍ରେମ ଉପରୁ ଉଠିଯିବ ବିଶ୍ୱାସ

ରାୟପୁର- ଛତିଶଗଡରୁ ପୁଣି ଏକ ଲିଭ ଇନ ରିଲେସନର କରୁଣ ଚିତ୍ର ସାମ୍ନାକୁ ଆସିଛି । ରିଲେସନରେ ରହିବା ପରେ ପ୍ରେମିକ ତାର ପ୍ରେମିକକୁ ମାରି ଜଙ୍ଗଲରେ ପୋତି ଦେଲା । ଘଟଣାର ୧୦ ମାସ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ…

ବଦଳିଲା ପ୍ୟାନ କାର୍ଡ ଭର୍ସନ, କଣ କରିବାକୁ ହେବ ନୂଆ କାର୍ଡ ପାଇଁ, କେତେ କରିବାକୁ ହେବ ଖର୍ଚ୍ଚ?

ନୂଆଦିଲ୍ଲୀ- ମୋଦି ସରକାର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରର ନୂଆ ଭର୍ସନ ୨.୦କୁ ମଞ୍ଜୁରୀ ଦେବା ପରେ ଏବେ ଦେଶର ୭୮ କୋଟି ଲୋକଙ୍କୁ ନିଜ ପ୍ୟାନ କାର୍ଡ ବଦଳାଇବାକୁ ହେବ । ଏମିତି କରିବାର କାରଣ ଟ୍ୟାକ୍ସ ପେୟରଙ୍କ ପାଇଁ…

ସୁଭଦ୍ରା ଟଙ୍କା ଆସିନଥିଲେ Tension ନାହିଁ, ବ୍ୟାଙ୍କ ମିତ୍ର ଆସି ସଜାଡିବେ ଖାତା, ଲିଙ୍କ କରିବେ ଆଧାର

ଭୁବନେଶ୍ୱର- ଗତକାଲି ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଯୋଗାଇ ଦେଇଛନ୍ତି । ତଥାପି ଅନେକ ଏହି ଯୋଜନାରୁ ବଞ୍ଚିତ ହୋଇ ନିରୁତ୍ସାହିତ…