ହଷ୍ଟେଲରେ ଏମିତି କଣ ହେଲା କି ଫାର୍ମାସୀ ଛାତ୍ରୀ…

ବ୍ରହ୍ମପୁର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁର ଏକ ଦମ୍ପତି ନିଜ ଝିଅକୁ ନିଜ ଗୋଡରେ ଠିଆ କରିବାକୁ ଚାହିଁଥିଲେ । ଆଜି ମଧ୍ୟ ପୁରୀରେ ଝିଅଙ୍କ ପାଠପଢା ଓ ଚାକିରି ପରି ବିଷୟକୁ ଲୋକ ଛୋଟ ଦୃଷ୍ଟିରେ…

ତିନି ଦିନ ହେଲା ଆନ୍ଦୋଳନରେ ନର୍ସିଂ ସଂଘ, ରୋଗୀ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା

ଭୁବନେଶ୍ୱର: ନିଜ ଜିଦିରେ ଅଟଳ ରାଜ୍ୟର ନର୍ସିଂ କର୍ମଚାରୀ । ସରକାରଙ୍କ ଆଲୋଚନା ଡାକରା ସତ୍ତେ୍ୱ ଆନ୍ଦୋଳନରୁ ଓହରୁ ନାହାନ୍ତି କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ସବୁ ହସ୍ପିଟାଲର ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।…

ମହାଲକ୍ଷ୍ମୀଙ୍କୁ ମୁକ୍ତି ମାରିଥିଲେ ସିନା, ଆଉ କିଛି ଦିନ ରହିଥାନ୍ତେ ଶବ ସାଙ୍ଗରେ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣାର ବିଭିନ୍ନ ଗୁମର ଆସୁଛି ସାମ୍ନାକୁ । ପ୍ରେମିକାକୁ ମାରି ଫ୍ରିଜରେ ରଖିଥିବା ଭଦ୍ରକର ଯୁବକ ମୁକ୍ତିରଞ୍ଜନ ପ୍ରତାପ ରାୟର ମୃତ୍ୟୁ ପରେ ପରିବାର ଲୋକ ଦେଉଛନ୍ତି ରୋଚକ…

ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ

ଭୁବନେଶ୍ୱର: ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନ ଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ…

ଗର୍ଭରେ ଆଖିବୁଜିଲା ଶିଶୁ, ଡାକ୍ତରୀ ଅବହେଳାକୁ ପରିବାର କଲା ଦାୟୀ

ଢେଙ୍କାନାଳ: ପ୍ରସବ ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ପେଟରେ ଶିଶୁ ମୃତ୍ୟୁ ପରେ ଦେଖାଦେଇଛି ହଙ୍ଗାମା । ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।…

ବାରମ୍ବାର ଗର୍ଭପାତ ପାଇଁ ଦମ୍ପତି ଦୁଃଖିତ କି? ତେବେ ଏହି ସମସ୍ୟା ଥାଇପାରେ ପୁରୁଷଙ୍କଠାରେ

ଓଡିଶା ଭାସ୍କର: ଲୋକଙ୍କ ଭିତରେ ଗୋଟିଏ ବିଶ୍ୱାସ ଥିଲା କି, କୌଣସି ଗର୍ଭବତୀଙ୍କ ବାରମ୍ବାର ଗର୍ଭପାତ ହେଉଥିଲେ ଏଥିପାଇଁ ସେ ହିଁ ଦାୟୀ । ତେଣୁ ଅନେକ ମହିଳାଙ୍କୁ ଶାଶୂଘର ପକ୍ଷରୁ ନାନା ନିର୍ଯାତନା ଦିଆଯାଇଥାଏ ।…

କଣ ମୋହନଙ୍କୁ ଫସେଇବାକୁ ଚାଲିଛି ଷଡଯନ୍ତ୍ର?

ଭୁବନେଶ୍ୱର: ଭରତପୁର ଘଟଣା ଉପରେ ସମସ୍ତଙ୍କ ନଜର ଥିବା ବେଳେ ପଦାକୁ ଆସିଛି ନିକଟରେ ୧୦୦ ଦିନ ପୂରଣ କରିଥିବା ମୋହନ ସରକାରର ମିଛ । ଭରତପୁର ଘଟଣାରେ ହାଇକୋର୍ଟଙ୍କ ଅସନ୍ତୋଷ ସମସ୍ତେ ଦେଖିଛନ୍ତି । ଯାହା ମୋହନ ସରକାର…

(video) କାହିଁକି ଏମିତି କଲେ ମୁକ୍ତି, ବଖାଣିଲେ ମୃତ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ସାନଭାଇ

ଭଦ୍ରକ: ବେଙ୍ଗାଲୁରୁ ମହାଲକ୍ଷ୍ମୀଙ୍କ ଜଘନ୍ୟ ହତ୍ୟାର ଚେର ଲମ୍ବିଛି ଭଦ୍ରକ ଯାଏ । ପୋଲିସ ହତ୍ୟାକାରୀଠାରୁ ହତ୍ୟା ପଛର କାରଣ ଜାଣିବା ଆଗରୁ ମୃତ୍ୟୁକୁ କୋଳେଇ ନେଇଛି ଅଭିଯୁକ୍ତ । ପୋଲିସ ଘଟଣା ପଛର କାରଣ ଖୋଜୁଛି ।…

(video) ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଅପଡେଟ୍, ଦୁର୍ଗାପୂଜାରେ ମହିଳା ହେବେ ମାଲାମାଲ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ଆସିଲା ବଡ ଅପଡେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ବଡ଼ ସୂଚନା । ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଖୁବ୍ ଶିଘ୍ର ହିତାଧିକାରୀଙ୍କୁ ମିଳିବାକୁ ଯାଉଛି । ଏନେଇ ଆଜି…

ମିଳିବ ନାହିଁ ମଦ କି ଗୁଟଖା, ମହିଳା ଗୋଷ୍ଠୀଙ୍କ ଟାଡରରେ ରହିବେ ମଦୁଆ

ରାୟପୁର: ଛତିଶଗଡର ଅମ୍ବିକାପୁର ଜିଲ୍ଲାର ଚୈ÷ନପୁର ଗାଁର ଲୋକେ ନେଇଛନ୍ତି ଯୁଗାନ୍ତକାରୀ ନିଷ୍ପତ୍ତି । ଏଣିକି ଗାଁରେ ବିକ୍ରି ହେବ ନାହିଁ ମଦ କି ଗୁଟକା । କେହି ନିୟମ ନ ମାନିଲେ ଦେବାକୁ ପଡିବ ୫ ହଜାର ଟଙ୍କା ଫାଇନ ।…